ବଧୂ ନୁହେଁ ମୁଁ ବନ୍ଧୁ

ଉଇକିପିଡ଼ିଆ‌ରୁ
ବଧୂ ନୁହେଁ ମୁଁ ବନ୍ଧୁ
ନିର୍ଦ୍ଦେଶକଶୈଳେନ୍ଦ୍ର ପରିଡ଼ା
ପ୍ରଯୋଜକକିର୍ତ୍ତୀରଞ୍ଜନ ଚୌଧୁରୀ
ସଂଳାପଚିନ୍ମୟ ଦାସପଟ୍ଟନାୟକ
ଚିତ୍ରନାଟ୍ୟଶୈଳେନ୍ଦ୍ର ପରିଡ଼ା
କାହାଣୀକବିତା ସାହୁ
କଳାକାରପ୍ରଭାସ, ବିଦୁସ୍ମିତା, ମୁନ୍ନା ଖାଁ, ଉତ୍ତମ ମହାନ୍ତି, ପିଣ୍ଟୁ ନନ୍ଦ, ହର ପଟ୍ଟନାୟକ, ସ୍ନିଗ୍ଧା ମହାନ୍ତି
ସଙ୍ଗୀତମନ୍ମଥ ମିଶ୍ର
ଚିତ୍ରଗ୍ରହଣରାଜକୁମାର, ବିଜୟ ପତି
ମୁକ୍ତିଲାଭ ତାରିଖ
୧ ଜାନୁଆରୀ ୨୦୧୩[୧]
ଦେଶ ଭାରତ
ଭାଷାଓଡ଼ିଆ

ବଧୂ ନୁହେଁ ମୁଁ ବନ୍ଧୁ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କିର୍ତ୍ତୀରଞ୍ଜନ ଚୌଧୁରୀ ।[୨] କବିତା ସାହୁ କଥାଚିତ୍ରଟିର କାହାଣୀ ଲେଖିଥିଲେ । ଚିନ୍ମୟ ଦାସପଟ୍ଟନାୟକ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶୈଳେନ୍ଦ୍ର ପରିଡ଼ା କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଅରୁଣ ମନ୍ତ୍ରୀ, ଜିତେନ୍ଦ୍ର ପ୍ରଧାନ, ନିଜାମଅରୁଣ ମନ୍ତ୍ରୀ, ଜିତେନ୍ଦ୍ର ପ୍ରଧାନ, ନିଜାମ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରଭାସ ଏବଂ ବିଦୁସ୍ମିତା ।[୩] ମୁନ୍ନା ଖାଁ, ଉତ୍ତମ ମହାନ୍ତି, ପିଣ୍ଟୁ ନନ୍ଦ, ହର ପଟ୍ଟନାୟକ, ସ୍ନିଗ୍ଧା ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର[୪] ଅରୁଣ ମନ୍ତ୍ରୀ, ଜିତେନ୍ଦ୍ର ପ୍ରଧାନ ଏବଂ ନିଜାମ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ମେଘ ମହ୍ଲାର" 
2."ବଧୂ ନୁହେଁ ମୁଁ ବନ୍ଧୁ" 
3."ଏଇ ଘର ଶ୍ରୀ ମନ୍ଦିର" 
4."ସାଥିରେ ସାଥିରେ ଖୋଜୁଚି" 
5."ମୁନା ତୋ ଚୋରା ପ୍ରେମ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "New Year bodes well for Ollywood". Times Of India. 3 January 2013. Retrieved 5 October 2017.
  2. "Badhu Nuhen Mu Bandhu". Odiahits.com. Retrieved 5 October 2017.
  3. ୩.୦ ୩.୧ "ପୁଣିଥରେ ଘାଇଲା କରିବେ ବିଦୁସ୍ମିତା !". sambad.in. 23 May 2017. Archived from the original on 8 October 2017. Retrieved 5 October 2017.
  4. "Badhu Nuhen Mu Bandhu". Incredible Orissa. 11 September 2011. Retrieved 5 October 2017.

ବାହାର ଆଧାର[ସମ୍ପାଦନା]