କେହି ଜଣେ ଭଲ ଲାଗେରେ

ଉଇକିପିଡ଼ିଆ‌ରୁ
କେହି ଜଣେ ଭଲ ଲାଗେରେ
ନିର୍ଦ୍ଦେଶକକେ. ମୂରଲୀ କ୍ରୀଷ୍ଣା
ପ୍ରଯୋଜକପ୍ରଦ୍ୟୁମ୍ନ ଲେଙ୍କା, କୁଶରଞ୍ଜନ ପଟ୍ଟନାୟକ, କେଦାର ରାଉତ, ବୁଦ୍ଧଦେବ ସାହୁ
ସଂଳାପବିଜୟ ମଲ୍ଲ
ଚିତ୍ରନାଟ୍ୟକେ. ମୂରଲୀ କ୍ରୀଷ୍ଣା
କଳାକାରଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, କୁନା ତ୍ରିପାଠୀ, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ସୁକାନ୍ତ ରଥ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୭ ଅକ୍ଟୋବର ୨୦୧୩
ଦେଶ ଭାରତ
ଭାଷାଓଡ଼ିଆ

କେହି ଜଣେ ଭଲ ଲାଗେରେ ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା, କୁଶରଞ୍ଜନ ପଟ୍ଟନାୟକ[୧], କେଦାର ରାଉତ, ବୁଦ୍ଧଦେବ ସାହୁ ।[୨] ବିଜୟ ମଲ୍ଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । କେ. ମୂରଲୀ କ୍ରୀଷ୍ଣା ଏହି କଥାଚିତ୍ରଟର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩][୪] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ।[୨] କୁନା ତ୍ରିପାଠୀ, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ସୁକାନ୍ତ ରଥ, ସଲିଲ ମିତ୍ର, ମଧୁମିତା, ବିଦୁସ୍ମିତା, ପୃଥିରାଜ ନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୨] ଗୀତିକାର ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କ୍ରିଷ୍ଣା ବେଉରା, କୁନାଲ ଗଞ୍ଜାୱାଲା, ପାମେଲା ଜୈନ, ଅମିତ କୁମାର, ଇରା ମହାନ୍ତି, ସୋନୁ ନିଗମ, ବାବା ସେହଗଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ତୁନ୍ ତାରା ତୁନ୍ ତାରା" 
2."ପ୍ରେମ କଲେ ଏମିତି ହୁଏ" 
3."କେହି ଜଣେ ଭୁଲି ଯାଏରେ" 
4."କେହି ଜଣେ ଭଲ ଲାଗେରେ" 
5."ହେ ସୋନା ହେ ସୋନା" 
6."ଛୈୟାରେ ଛୈୟା ରେ" 
7."ଭଜମନ ହରିବୋଲ" 

ଆଧାର[ସମ୍ପାଦନା]

  1. "ପରଲୋକରେ ବିଶିଷ୍ଟ ଫିଲ୍ମ ପ୍ରଯୋଜକ କୁଶ ପଟ୍ଟନାୟକ". Kanak News. 1 July 2016. Retrieved 11 November 2017.
  2. ୨.୦ ୨.୧ ୨.୨ "କେହି ଜଣେ ଭଲ ଲାଗେରେ". ଓଡ଼ିଶାନ୍. 6 October 2013. Retrieved 11 November 2017.
  3. "ପୂଜାରେ ୪ଟି ଓଡ଼ିଆ ଚଳଚ୍ଚିତ୍ର". ଓଡ଼ିଶା ଟାଇମ୍. 1 October 2016. Retrieved 11 November 2017.
  4. ୪.୦ ୪.୧ "Kehi Jane Bhala Lagere review". Incredible Orissa. 17 October 2013. Retrieved 11 November 2017.
  5. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ". sambad.in. 15 October 2017. Retrieved 11 November 2017.

ବାହାର ଆଧାର[ସମ୍ପାଦନା]