ମୁଁ ଆଶିକ୍ ମୁଁ ଆୱାରା
ଦେଖଣା
| ମୁଁ ଆଶିକ୍ ମୁଁ ଆୱାରା | |
|---|---|
| ନିର୍ଦ୍ଦେଶକ | ଏସ୍ କେ ମୁରଲୀଧରନ |
| ପ୍ରଯୋଜକ | ସୁକାନ୍ତ ସାହୁ |
| ସଂଳାପ | ଦୀପକ ଜେନା |
| ଚିତ୍ରନାଟ୍ୟ | ଏସ୍ କେ ମୁରଲୀଧରନ |
| କାହାଣୀ | ଏସ୍ କେ ମୁରଲୀଧରନ |
| କଳାକାର | ସୁନୀଲ କୁମାର, ମେଘା ଘୋଷ, ସମରେଶ ରାଉତରାୟ, ଜୟୀରାମ ସାମଲ, ବିଜୟ ମହାନ୍ତି, ତନ୍ଦ୍ରା ରାୟ |
| ସଙ୍ଗୀତ | ବିକାଶ ଶୁକ୍ଳା |
| ଚିତ୍ରଗ୍ରହଣ | ଅଜିତ କୁମାର ଦାସ |
| ସମ୍ପାଦକ | ରଜତ ଘଡ଼େଇ |
ମୁକ୍ତିଲାଭ ତାରିଖ | ୮ ଫେବୃଆରୀ ୨୦୧୩ |
| ଦେଶ | |
| ଭାଷା | ଓଡ଼ିଆ |
ମୁଁ ଆଶିକ୍ ମୁଁ ଆୱାରା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁକାନ୍ତ ସାହୁ ।[୧] ଏସ୍ କେ ମୁରଲୀଧରନ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ ।[୨] ଦୀପକ ଜେନା କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁନୀଲ କୁମାର ଏବଂ ମେଘା ଘୋଷ । ସମରେଶ ରାଉତରାୟ, ହରିହର ମହାପାତ୍ର, ଜୟୀରାମ ସାମଲ, ସଲିଲ ମିତ୍ର, ଭଗବାନ ବେହେରା, ଚୁଙ୍ଗା, ବିଜୟ ମହାନ୍ତି, ଜୀବନ ପଣ୍ଡା, ତନ୍ଦ୍ରା ରାୟ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ଅଭିନୟ
[ସମ୍ପାଦନା]- ସୁନୀଲ କୁମାର
- ମେଘା ଘୋଷ[୪]
- ସମରେଶ ରାଉତରାୟ
- ହରିହର ମହାପାତ୍ର
- ଜୟୀରାମ ସାମଲ
- ସଲିଲ ମିତ୍ର
- ଭଗବାନ ବେହେରା
- ଚୁଙ୍ଗା
- ବିଜୟ ମହାନ୍ତି
- ଜୀବନ ପଣ୍ଡା
- ତନ୍ଦ୍ରା ରାୟ
- ତୃପ୍ତି ସିହ୍ନା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଶୁକ୍ଳା ।[୩]
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|---|---|
| 1. | "ମୁଁ ଆଶିକ୍ ମୁଁ ଆୱାରା" | |
| 2. | "ତୋ ସାଥେ ପ୍ରେମ ହେଲା" | |
| 3. | "ପ୍ରେମ କେବେ" | |
| 4. | "ଯୁଆଡ଼େ ଚାହୁଁଛି ମୁଁ" | |
| 5. | "ଝୁମୁରୁ ଝୁମୁରୁ" | |
| 6. | "ଘୁଟୁରୁ ଘୁମ୍ମା" |
ଆଧାର
[ସମ୍ପାଦନା]- ↑ "Mu Aashiq Mu Awara". NuaOdisha.com. Retrieved 9 October 2017.
- ↑ "Mu Aashiq Mu Awara". New Odisha. 25 August 2012. Archived from the original on 12 October 2017. Retrieved 9 October 2017.
{{cite news}}:|first=missing|last=(help) - ↑ ୩.୦ ୩.୧ ୩.୨ "Mu Aashiq Mu Awara". Incredible Orissa. 18 March 2012. Retrieved 9 October 2017.[permanent dead link]
- ↑ "ଏହି ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ ଥରଟିଏ କାମ କରିଛନ୍ତି ମେଘା". ସମ୍ବାଦ. ଭୁବନେଶ୍ୱର: sambad.in. 8 October 2022. Archived from the original on 12 October 2022. Retrieved 12 October 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୁଁ ଆଶିକ୍ ମୁଁ ଆୱାରା