ମାଇଁ ଲଭ୍ ଷ୍ଟୋରି

ଉଇକିପିଡ଼ିଆ‌ରୁ
ମାଇଁ ଲଭ୍ ଷ୍ଟୋରୀ
ନିର୍ଦ୍ଦେଶକଦୀପକ ପଣ୍ଡା
ପ୍ରଯୋଜକଅହମଦ ଶାୟେଦ
ସୁନୀଲ ସିଂହ
ସଂଳାପଦୀପକ ପଣ୍ଡା
ଚିତ୍ରନାଟ୍ୟଦୀପକ ପଣ୍ଡା
କାହାଣୀରାମ ନାରାୟଣ ପଣ୍ଡା
କଳାକାରମିହିର ଦାସ
ମୀନକେତନ
ପ୍ରିୟଙ୍କା ମହାପାତ୍ର
ଉଷାସି ମିଶ୍ର
ଦୀପକ ପଣ୍ଡା
ରିୟା ସେନ୍
ସଙ୍ଗୀତଗ‌ଗନ ବିହାରୀ
ଚିତ୍ରଗ୍ରହଣରଞ୍ଜନ
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧ ମାର୍ଚ୍ଚ ୨୦୧୩[୧]
ଦେଶ ଭାରତ
ଭାଷାଓଡ଼ିଆ

ମାଇଁ ଲଭ୍ ଷ୍ଟୋରୀ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅହମଦ ଶାୟେଦ ଏବଂ ସୁନୀଲ ସିଂହ । ରାମ ନାରାୟଣ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଦୀପକ ପଣ୍ଡା ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନ କରିବା ସ‌ହ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ଗଗନ ବିହାରୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ମିହିର ଦାସ, ମୀନକେତନ, ସୁନୀତା ଗରବଡ଼ୁ, କଟ୍ରିନେ କୋଭି, ବ‌ବି କୁମାର, ପ୍ରିୟଙ୍କା ମହାପାତ୍ର, ଉଷାସି ମିଶ୍ର, ଦୀପକ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ରିୟା ସେନ୍ ଏହି କଥାଚିତ୍ରଟିର ଏକ ଆଇଟମ ଗୀତରେ ନୃତ୍ୟ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗ‌ଗନ ବିହାରୀ ।[୧]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ତୁମ ପାଇଁ" 
2."ନା ଜୀଇଁ ହୁଏ" 
3."ମାଇଁ ଲଭ୍ ଷ୍ଟୋରୀ" 
4."ମାଇଁ ହାର୍ଟ" 
5."ଘାଇଁ ଘାଇଁ କଲା" 
6."ଛକମ୍ ଛଲ୍ଲୋ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "My Love Story". Incredible Orissa. 23 January 2012. Retrieved 15 October 2017.
  2. ୨.୦ ୨.୧ "Riya Sen & Katrine Kovi signed Oriya Movie". Incredible Orissa. 23 June 2012. Retrieved 15 October 2017.
  3. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  4. "ପରଲୋକରେ ମୀନକେତନ". sambad.in. 2 July 2017. Archived from the original on 22 October 2017. Retrieved 15 October 2017.

ବାହାର ଆଧାର[ସମ୍ପାଦନା]