ଚଉକା ଛକା

ଉଇକିପିଡ଼ିଆ‌ରୁ
ଚଉକା ଛକା
ନିର୍ଦ୍ଦେଶକକେ. ମୂରଲି କ୍ରୀଷ୍ଣା
ପ୍ରଯୋଜକଗୟାଧର ଜେନା
ସଂଳାପଦୀପକ ଜେନା
ଚିତ୍ରନାଟ୍ୟକେ. ମୂରଲି କ୍ରୀଷ୍ଣା
କାହାଣୀକେ. ମୂରଲି କ୍ରୀଷ୍ଣା
କଳାକାରସମ୍ବିତ
ନୂତନ
ପପୁ ପମ ପମ
ଲଭ୍‌ଲି
ଶ୍ରୀତମ
ହର ପଟ୍ଟନାୟକ
ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଆର୍. ଭଗତ ସିଂ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୪ ମାର୍ଚ୍ଚ ୨୦୧୩[୧]
ଦେଶ ଭାରତ
ଭାଷାଓଡ଼ିଆ

ଚଉକା ଛକା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଗୟାଧର ଜେନା ।[୨][୩] କେ. ମୂରଲି କ୍ରୀଷ୍ଣା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪] ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୫]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ[୬] ଏବଂ ନୂତନ ମହାନ୍ତି । ପପୁ ପମ ପମ[୭][୩], ଲଭ୍‌ଲି, ଶ୍ରୀତମ ଦାସ, ସୁନୀତା ଗରବଡ଼ୁ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟଙ୍କା ମହାପାତ୍ର, ଶକ୍ତି ବରାଳ, ସଲିଲ ମିତ୍ର, ବାବୁ ପ୍ରଧାନ, ହର ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୪] ନିଜାମ ଏବଂ ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧୧][୫] ଉଦିତ ନାରାୟଣ, ବିନୋଦ ରାଠୋଡ଼, ପାମେଲା ଜୈନ, ଅଞ୍ଜଳି ମିଶ୍ର, ଅଭିଜିତ ମଜୁମଦାର, ରିଙ୍କି, ଅନୁରାଧା ପଢ଼ୁୱାଲ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଆରି ରାରି ରା" 
2."ପାଣି ମାରିଦେଲା ଝାଇଁ" 
3."ରୁଣୁ ଝୁଣୁ କ‌ହେ" 
4."ବୟସ ତୋର କସମସ" 
5."ମାରିଦେବୁ ଆମରେ ଚଉକା ଛକା" 

ପୁରସ୍କାର[ସମ୍ପାଦନା]

ଚଳଚ୍ଚିତ୍ର ଜଗତର ୩୮ତମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ୨୦୧୩ରେ ପପୁ ପମ ପମଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲା ।[୧୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Chauka Chhaka new Film of Papu". Incredible Orissa. 11 December 2012. Retrieved 14 October 2017.
  2. "Chauka Chaka New Oriya Film – Wallpapers, Star Cast & Crew". Ollywood Star. Retrieved 14 October 2017.
  3. ୩.୦ ୩.୧ "ଅଭିନେତା କେମିତି ଜାଣିବେ ଫିଲ୍ମରେ ଟଙ୍କା କେଉଁଠୁ ଲାଗୁଛି: ପପୁ ପମପମ୍". Odisha Reporter. 27 June 2015. Retrieved 14 October 2017.
  4. ୪.୦ ୪.୧ "Chauka Chhaka Odia Film Cast And Crew". Best Odisha. Archived from the original on 18 October 2017. Retrieved 14 October 2017.
  5. ୫.୦ ୫.୧ "Odia Film – Chauka Chhaka". NewOdisha.in. 14 December 2012. Archived from the original on 17 October 2017. Retrieved 14 October 2017. {{cite news}}: |first= missing |last= (help)
  6. "ସମ୍ବିତଙ୍କ ସହ ଅଙ୍କିତା". ସମ୍ବାଦ. 4 July 2017. Retrieved 14 October 2017.
  7. "ପିଣ୍ଟୁଙ୍କ ପରେ ପପୁଙ୍କ ନାୟିକା ବନିଥିଲେ ଦେବଯାନୀ". sambad.in. 3 April 2017. Archived from the original on 17 October 2017. Retrieved 14 October 2017.
  8. "ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡ଼ିଆ ଛବି "ମନ ଖାଲି ତତେ ଚାହେଁ"". E News ଓଡ଼ିଆ. 6 July 2017. Retrieved 14 October 2017.
  9. "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
  10. "Chauka Chhaka Odia Film Song recording". OdiaOdisha.com. 11 December 2012. Archived from the original on 18 October 2017. Retrieved 14 October 2017.
  11. "Chauka Chhaka (2013)". odiakhati.com. Archived from the original on 17 October 2017. Retrieved 14 October 2017.
  12. "ଚଳଚ୍ଚିତ୍ର ଜଗତର ୩୮ ତମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ -୨୦୧୩". ଓଡ଼ିଶାନ୍. 6 January 2014. Retrieved 14 October 2017.

ବାହାର ଆଧାର[ସମ୍ପାଦନା]