ମୋ ଦିଲ୍ ତୋ ଦିୱାନା

ଉଇକିପିଡ଼ିଆ‌ରୁ
ମୋ ଦିଲ୍ ତୋ ଦିୱାନା
ନିର୍ଦ୍ଦେଶକଅଳକା ନନ୍ଦ
ପ୍ରଯୋଜକଅରୂପ ନନ୍ଦ
ସଂଳାପଅଳକା ନନ୍ଦ
ଚିତ୍ରନାଟ୍ୟଅଳକା ନନ୍ଦ
କାହାଣୀଅଳକା ନନ୍ଦ
କଳାକାରଶୁଭେନ୍ଦୁ, କାଜଲ, ଅଶ୍ରୁମୋଚନ ମହାନ୍ତି, ରାଜ୍, ବଂଶୁରୀ
ସଙ୍ଗୀତମିନା ନନ୍ଦ
ମୁକ୍ତିଲାଭ ତାରିଖ
୧ ଜାନୁଆରୀ ୨୦୧୩[୧]
ଦେଶ ଭାରତ
ଭାଷାଓଡ଼ିଆ

ମୋ ଦିଲ୍ ତୋ ଦିୱାନା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅରୂପ ନନ୍ଦ । ଅଳକା ନନ୍ଦ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ମିନା ନନ୍ଦ ଏହି କଥାଚିତ୍ରଟିରେ ସ୍ୱର ସଂଯୋଜନା କରିଥିଲେ ।

ଏହିକଥାଚିତ୍ରଟିରେ ଅଭିନୟ କରିଥିବା କଳାକାରମାନେ ହେଲେ ଶୁଭେନ୍ଦୁ, କାଜଲ, ରାଜ୍, ଅଶ୍ରୁମୋଚନ ମହାନ୍ତି, ବଂଶୁରୀ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମିନା ନନ୍ଦ ।[୧][୩]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ମୋ ଦିଲ୍ ତୋ ଦିୱାନା" 
2."ତୋ ଗଳିରେ" 
3."ତୋତେ କ‌ହିବି ନାହିଁ" 
4."ପ୍ରେମ କଥା" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Mo Dil To Diwana Videos". Incredible Orissa. 2 January 2013. Retrieved 6 October 2017.
  2. "Mo Dil To Diwana". Odiahits.com. Retrieved 6 October 2017.
  3. "New Year bodes well for Ollywood". Times Of India. 3 January 2013. Retrieved 6 October 2017.

ବାହାର ଆଧାର[ସମ୍ପାଦନା]