ଟଙ୍କା ତତେ ସଲାମ

ଉଇକିପିଡ଼ିଆ‌ରୁ
ଟଙ୍କା ତତେ ସଲାମ
ନିର୍ଦ୍ଦେଶକସୁଧାଂଶୁ ଶେଖର ମଲ୍ଲିକ
ପ୍ରଯୋଜକଭି. ରାଜକୁମାର ରାଜୁ
କାହାଣୀନିର୍ମଳ ନାୟକ
କଳାକାରଚନ୍ଦନ କର, ରାଲି ନନ୍ଦ, ମୀନକେତନ, ଅଜିତ ଦାସ, ବିରେନ ମିଶ୍ର
ସଙ୍ଗୀତଅଭିଜିତ ମଜୁମଦାର
ସମ୍ପାଦକମାନସ ରଞ୍ଜନ ପାତ୍ର
ମୁକ୍ତିଲାଭ ତାରିଖ
୨୭ ସେପ୍ଟେମ୍ବର ୨୦୧୩[୧]
ଦେଶ ଭାରତ
ଭାଷାଓଡ଼ିଆ

ଟଙ୍କା ତତେ ସଲାମ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଭି. ରାଜକୁମାର ରାଜୁ ।[୨] ନିର୍ମଳ ନାୟକ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ।[୩] କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ଶେଖର ମଲ୍ଲିକ ।[୧] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୪]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚନ୍ଦନ କର ଏବଂ ରାଲି ନନ୍ଦ ।[୧] ପ୍ରକାଶ, ରୁପ୍ସା, ମୀନକେତନ[୫], ଅଜିତ ଦାସ, ବିରେନ ମିଶ୍ର, ଇଲୁ ବାନାର୍ଜୀ, ଅସୀତ ପତି ଆଦି କଳାକାରମାନେ କଥାଚିତ୍ରଟିରେ ଅଭିନୟ କରିଥିଲେ ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଏଲ ଅଭିଜିତ ମଜୁମଦାର ।[୩]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଟଙ୍କା ତ‌ତେ ସଲାମ" 
2."ଓ ଜାନା" 
3."ତ‌ମେ ସକାଳୁ ସକାଳୁ" 
4."ଅଣ୍ଟା ତୋର" 
5."ଆଖିରେ କଜଳ" 
6."ଅଢ଼େଇ ଦିନ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Tanka Tate Salam". Incredible Orissa. 1 February 2012. Retrieved 8 November 2017.
  2. "Tanka Tate Salaam Images". Odia Live. 5 May 2012. Archived from the original on 12 November 2017. Retrieved 8 November 2017.
  3. ୩.୦ ୩.୧ Mohapatra, Mrudu M. (9 May 2013). "Tanka tate Salaam Teasers". Odia Live. Retrieved 8 November 2017.
  4. ୪.୦ ୪.୧ Mohapatra, Mrudu M. (15 September 2013). "Tanka tate Salaam Certified with U/A". Odia Live. Retrieved 8 November 2017.
  5. "ମୀନକେତନ : ଏକ ସଫଳ ଅଭିନୟ ଜୀବନର ଅବସାନ". sambad.in. 1 July 2017. Archived from the original on 11 November 2017. Retrieved 8 November 2017.
  6. "ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି". sambad.in. 25 March 2018. Retrieved 2 April 2018.
  7. "ମୀନକେତନଙ୍କୁ ପୁଣି ଦେଖିବେ ବଡ଼ ପରଦାରେ !". ସମ୍ବାଦ. 8 July 2017. Retrieved 8 November 2017.

ବାହାର ଆଧାର[ସମ୍ପାଦନା]