ରାଧିକାମଣି
ଦେଖଣା
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (March 2017) |
ଏହି ଲେଖକ ବା କବିଙ୍କ ପ୍ରସଙ୍ଗଟି ତଥ୍ୟ ଅଭାବ ଯୋଗୁଁ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ରାଧିକାମଣି | |
---|---|
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସମୟ | ଊନବିଂଶ ଶତାବ୍ଦୀ |
ରାଧିକାମଣି ଊନବିଂଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । ସେ 'ବସନ୍ତ କାଳରେ ସଖୀ ପ୍ରତି ରାଧା' ଏହି ବିଷୟରେ ଚଉପଦୀ ରଚନା କରିଥିଲେ ।[୧]
ମଧୁକାଳ ହୋଇଲା ସଜନୀ
ଦିଶେ ସୁନ୍ଦର ଦିବା ରଜନୀ ।— ବସନ୍ତ କାଳରେ ସଖୀ ପ୍ରତି ରାଧା, ଚଉପଦୀ, ରାଧିକାମଣି
ଆଧାର
[ସମ୍ପାଦନା]- ↑ ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |