ରାଧିକାମଣି

ଉଇକିପିଡ଼ିଆ‌ରୁ
ରାଧିକାମଣି
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟଊନବିଂଶ ଶତାବ୍ଦୀ

ରାଧିକାମଣି ଊନବିଂଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । ସେ 'ବସନ୍ତ କାଳରେ ସଖୀ ପ୍ରତି ରାଧା' ଏହି ବିଷୟରେ ଚଉପଦୀ ରଚନା କରିଥିଲେ ।[୧]

ମଧୁକାଳ ହୋଇଲା ସଜନୀ
ଦିଶେ ସୁନ୍ଦର ଦିବା ରଜନୀ ।

— ବସନ୍ତ କାଳରେ ସଖୀ ପ୍ରତି ରାଧା, ଚଉପଦୀ, ରାଧିକାମଣି

ଆଧାର[ସମ୍ପାଦନା]

  1. ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।