ମର୍ଦ୍ଦରାଜ ଜେମାଦେଈ
Appearance
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (March 2017) |
ଏହି ଲେଖକ ବା କବିଙ୍କ ପ୍ରସଙ୍ଗଟି ତଥ୍ୟ ଅଭାବ ଯୋଗୁଁ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ମର୍ଦ୍ଦରାଜ ଜେମାଦେଈ | |
---|---|
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସମୟ | ଅଷ୍ଟାଦଶ ଶତାବ୍ଦୀ |
ସାହିତ୍ୟ କୃତି | ମଙ୍ଗଳଗୀତ |
ମର୍ଦ୍ଦରାଜ ଜେମାଦେଈ ଆନୁମାନିକ ଅଷ୍ଟାଦଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । ସେ ଓଡ଼ିଆ ବିଭାଘରେ ବୋଲାଯାଉଥିବା କେତୋଟି ମଙ୍ଗଳଗୀତର ରଚୟିତା ।[୧]
ଆଧାର
[ସମ୍ପାଦନା]- ↑ ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।