ଜଗନ୍ନାଥ ଦେବବର୍ମା

ଉଇକିପିଡ଼ିଆ‌ରୁ
ଜଗନ୍ନାଥ ଦେବବର୍ମା
ଜନ୍ମ୧୯୨୭
ଜାତୀୟତା ଭାରତୀୟ
ଅନ୍ୟ ନାମରାଜକବି ଜଗନ୍ନାଥ ଦେବବର୍ମା

ବିଚ୍ଛିନ୍ନାଞ୍ଚଳ ଟିକିଲିର ରାଜକବି ଜଗନ୍ନାଥ ଦେବବର୍ମା ଜଣେ କବି ଓ ଲେଖକ । [୧]

ରଚନାବଳୀ[ସମ୍ପାଦନା]

କବିତା ସଙ୍କଳନ[ସମ୍ପାଦନା]

  • ବିପ୍ଳବୀ ଗୋବନ୍ଧୁ (୧୯୮୧)
  • ହଂସକବିତା (୧୯୮୦)
  • ଶିଳାପ୍ରସ୍ତର (୧୯୭୨)
  • ଉଷାର ନିଷାଦ (୧୯୬୭)
  • ଭଗ୍ନବେହୁଲ (୧୯୫୯)
  • ସ୍ମୃତି (୧୯୫୨)
  • ନାଦଶ୍ରୀ (୧୯୫୬)
  • ସପନତରୀ (୧୯୪୫)

ଗଳ୍ପ ଓ ଉପନ୍ୟାସ[ସମ୍ପାଦନା]

  • ଉତ୍କଳିକା
  • ନୀଳୋତ୍ପଳ
  • ଛନ୍ଦ ଯାଇଚି ହଜି
  • ଧୂସର
  • ବନ୍ୟାର ଦୁଇଟି ଫୁଲ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଟୀକା[ସମ୍ପାଦନା]

  1. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୦

ବାହାର ଆଧାର[ସମ୍ପାଦନା]