ଚାନ୍ଦ ବାଈ
ଦେଖଣା
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (March 2017) |
ଏହି ଲେଖକ ବା କବିଙ୍କ ପ୍ରସଙ୍ଗଟି ତଥ୍ୟ ଅଭାବ ଯୋଗୁଁ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଚାନ୍ଦ ବାଈ | |
---|---|
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସମୟ | ୧୫ଶ-୧୬ଶ ଶତାବ୍ଦୀ |
ବିଷୟ | ଭକ୍ତି |
ସାହିତ୍ୟର ଆନ୍ଦୋଳନ | ଭକ୍ତି ଆନ୍ଦୋଳନ |
ଚାନ୍ଦ ବାଈ ଜଣେ ପୁରାତନ ଓଡ଼ିଆ କବି ଥିଲେ । ତାଙ୍କର ରଚିତ ମାତ୍ର ଦୁଇଗୋଟି ଭକ୍ତିରସାତ୍ମକ କବିତା ମିଳିଛି । ସେ ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ କବିତା ଲେଖୁଥିବା ଅନୁମିତ । [୧]
ଆଧାର
[ସମ୍ପାଦନା]- ↑ ଡଃ ନଗେନ୍ଦ୍ରନାଥ ପ୍ରଧାନ - ପ୍ରାଚୀନ ଓଡ଼ିଆ ସାହିତ୍ୟରେ ନିର୍ଗୁଣଧାରା, ଧର୍ମଗ୍ରନ୍ଥ ଷ୍ଟୋର, କଟକ ।