ପ୍ରସନ୍ନ କୁମାର ମିଶ୍ର
(Prasanna Kumar Mishra ରୁ ଲେଉଟି ଆସିଛି)
Jump to navigation
Jump to search
ପ୍ରସନ୍ନ କୁମାର ମିଶ୍ର | |
---|---|
![]() ପ୍ରସନ୍ନ କୁମାର ମିଶ୍ର | |
ଜନ୍ମ | ପିତେଇପୁର,ଧାମନଗର,ଭଦ୍ରକ ଜିଲ୍ଲା | 18 March 1941
ମୃତ୍ୟୁ | ୧୩ ଫେବୃଆରୀ ୨୦୧୪ (୭୩ ବର୍ଷ) କଟକ |
ବୃତ୍ତି | ଅଧ୍ୟାପକ, କବି, ଔପନ୍ୟାସିକ, ନାଟ୍ୟକାର |
ଭାଷା | ଓଡ଼ିଆ |
ଜାତୀୟତା | ![]() |
ନାଗରିକତା | ଭାରତୀୟ |
ପୁରସ୍କାର | ଶାରଳା ପୁରସ୍କାର |
ଜୀବନ ସାଥି | ସୁଧାରାଣୀ ମିଶ୍ର |
ପ୍ରସନ୍ନ କୁମାର ମିଶ୍ର (୧୮ ମାର୍ଚ୍ଚ ୧୯୪୧[୧] - ୧୩ ଫେବୃଆରୀ ୨୦୧୪[୨]) ଜଣେ ଅଧ୍ୟାପକ ଓ ସାହିତ୍ୟ ସାଧକ ଥିଲେ । ସେ ଓଡ଼ିଆରେ କବିତା, ଉପନ୍ୟାସ, ନାଟକ ଓ ଶିଶୁ ସାହିତ୍ୟ ଆଦି ରଚନା କରିଛନ୍ତି । ସେ ତାଙ୍କ ଜୀବନ କାଳ ମଧ୍ୟରେ ପ୍ରାୟ ୭୦ ଖଣ୍ଡ ପୁସ୍ତକ ରଚନା କରିଯାଇଛନ୍ତି । ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟରୁ ଅଧ୍ୟାପନା ଜୀବନ ଆରମ୍ଭ କରି, ସେ ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ଢେଙ୍କାନାଳ ସରକାରୀ ମହାବିଦ୍ୟାଳୟ, ରାଉରକେଲା ସରକାରୀ କଲେଜ, ବାଲେଶ୍ୱରସ୍ଥିତ ଫକୀର ମୋହନ ମହାବିଦ୍ୟାଳୟ ଆଦିରେ କାର୍ଯ୍ୟକରି ଢେଙ୍କାନାଳରୁ ଓଡ଼ିଆ ପ୍ରାଧ୍ୟାପକ ଭାବରେ ଅବସର ଗ୍ରହଣ କରିଥିଲେ ।
ବିଷୟସୂଚୀ
ସାହିତ୍ୟକୃତି[ସମ୍ପାଦନା]
କାବ୍ୟ ସଂକଳନ[ସମ୍ପାଦନା]
- ମୋନିକାର ପ୍ରିୟ
- ଟ୍ରକ୍ ଡାଲାରେ ସନାତନ
- ଷଷ୍ଠ ମାହାଲାର ସ୍ତ୍ରୀ ଲୋକ
- ବସନ୍ତର ସ୍କେଚ୍
- ଆ ପକ୍ଷୀ ଫେରିଆ
- ନିଜ ତରଫରୁ ଶୋକ ପ୍ରସ୍ତାବ
- ଚାଲିବାର ଗୀତ
- ଖରାରେ ବାଙ୍ଗେରା ଲୋକ
- ରତ୍ନ ଦ୍ୱୀପର ମାଝୀ
- ଅଦୃଶ୍ୟ ସଂଗ୍ରାମ
- ଧର୍ମପଦର ଶେଷ ସଙ୍ଗୀତ (କବିତା)
ନାଟକ[ସମ୍ପାଦନା]
- ପ୍ରେମ ଖେଳ
- ସୁବର୍ଣ୍ଣ ବସୁଧା
- ଜନସେବକ
ଉପନ୍ୟାସ[ସମ୍ପାଦନା]
- ଅସୁର
- ବଢ଼ି ପାଣିର ଦାନ୍ତ
ଶିଶୁ ସାହିତ୍ୟ[ସମ୍ପାଦନା]
- ଲାଲ୍ ଘୋଡ଼ାର କଥା
- ଯଦି ଥାନ୍ତ ଡେଣା
- କହୁଛି ମୁ ବିଜୁଳି
ସମ୍ପାଦକୀୟ[ସମ୍ପାଦନା]
- ଶିଶୁଲେଖା (୧୯୮୧-୧୯୯୧), ଓଡ଼ିଶା ସରକାରଙ୍କଦ୍ୱାରା ପ୍ରକାଶିତ ମାସିକ ଶିଶୁ ପତ୍ରିକା
ଅନୁସନ୍ଧାନ ମୂଳକ[ସମ୍ପାଦନା]
- Development of Plays for Children in Odia[୩]
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୮ ('ଜନସେବକ' ନାଟକ ନିମନ୍ତେ)[୪]
- ଶାରଳା ପୁରସ୍କାର, ୨୦୦୯ (ଖରାରେ ବାଙ୍ଗେରା ଲୋକ) [୫]
- ବିଷୁବ ପୁରସ୍କାର
- ଗଙ୍ଗାଧର ମେହେର କବିତା ସମ୍ମାନ[୬]
- ଉତ୍କଳ ସାହିତ୍ୟ ସମାଜ
- ଉତ୍କଳ ସାହିତ୍ୟ କଳା ପରିଷଦ
- ଗୋକର୍ଣ୍ଣିକା ସାହିତ୍ୟ ସମାଜ
- ଶିଶୁ ସାହିତ୍ୟ ଲେଖକ ସମ୍ମିଳନୀ
- ଝୁମୁକା [୭]
ଆଧାର[ସମ୍ପାଦନା]
- ↑ "Eminent Odia litterateur Prasanna Mishra passes away". OdishaSunTimes.com. 14 February 2014. Retrieved 14 October 2016.
- ↑ "କବି ପ୍ରସନ୍ନ କୁମାର ମିଶ୍ରଙ୍କ ପରଲୋକ". ଧରିତ୍ରୀ. Retrieved 14 October 2016.
- ↑ ସମ୍ବାଦ ୧୪/୦୨/୨୦୧୪ ପୃଷ୍ଠା ୩
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ଲେଖକ ଓ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 14 October 2016.
- ↑ http://www.hindu.com/2009/06/04/stories/2009060456520200.htm
- ↑ http://www.newindianexpress.com/states/odisha/Noted-Odia-Writer-Passes-Away/2014/02/14/article2055644.ece#.Uv26Ps4j7fA
- ↑ ସମାଜ ୧୪/୦୨/୨୦୧୪ ପୃଷ୍ଠା ୧୦