ନିମାପଡ଼ା
ଦେଖଣା
ନିମାପଡ଼ା | |
— ସହର — | |
ଦିଗବାରେଣି | 20°04′N 86°01′E / 20.07°N 86.02°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ପୁରୀ |
ଲୋକସଂଖ୍ୟା | ୧୬,୯୧୪ (2001[update]) |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା |
• 8 metres (26 ft) |
ନିମାପଡ଼ା ଓଡ଼ିଶାର ପୁରୀ ଜିଲ୍ଲାର ଏକ ଛୋଟ ସହର । ରାଜଧାନୀଏହା ଭୁବନେଶ୍ୱରଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ।
ଭୂଗୋଳ
[ସମ୍ପାଦନା]ଇତିହାସ
[ସମ୍ପାଦନା]ରାଜନୀତି
[ସମ୍ପାଦନା]୨୦୦୯ରେ ଏହି ବିଧାନ ସଭା ଆସନରୁ ଜିତିଥିବା ସମୀର ରଞ୍ଜନ ଦାସ (ବି.ଜେ.ଡି) ବର୍ତ୍ତମାନ ଏଠାକାର ବିଧାୟକ । ଏହା ପୁର୍ବରୁ ବାଇଧର ମଲିକ (ବି.ଜେ.ପି.) ୨୦୦୦ ଓ ୨୦୦୪ ରେ,ରବୀନ୍ଦ୍ର କୁମାର ସେଠୀ (ଆଇ.ଏନ୍.ସି) ୧୯୯୫ ଓ ୧୯୮୫ ରେ,ବେଣୁଧର ସେଠୀ (ଜନତା ଦଳ)୧୯୯୦ ଓ ଗୋବିନ୍ଦ ଚନ୍ଦ୍ର ସେଠୀ (ଜେ.ଏନ୍.ପି)୧୯୭୭ରୁ ଏଠାରୁ ବିଧାୟକ ହୋଇଥିଲେ ।
ଆଧାର
[ସମ୍ପାଦନା]ବିଶେଷତା
[ସମ୍ପାଦନା]ଏହି ସହର ଛେନା ଝିଲି ପାଇଁ ସାରା ଓଡ଼ିଶାରେ ପ୍ରସିଦ୍ଧ ।
ଆଧାର
[ସମ୍ପାଦନା]ସମ୍ବନ୍ଧିତ ପ୍ରସଙ୍ଗ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |