ଅନନ୍ତପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

Anantapur
అనంతపురం
Clock tower at Anantapur
Clock tower at Anantapur
CountryIndia
StateAndhra Pradesh
RegionRayalaseema
DistrictAnantapur
Area
 • City47.50 km2 (18.34 sq mi)
Elevation
335 m (1,099 ft)
Population
 (2011)[୨]
 • City୨,୬୮,୫୦୩
 • Density5,700/km2 (15,000/sq mi)
 • Metro୩,୪୦,୬୧୩
Languages
 • OfficialTelugu
Time zoneUTC+5:30 (IST)
PIN
515001
Telephone code+91–8554
ଯାନବାହାନ ପଞ୍ଚୀକରଣAP–02
WebsiteAnantapur Municipal Corporation


ଅନନ୍ତପୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆନନ୍ତପୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଅନନ୍ତପୁର ୧୪.୬୭୯୪ ଉତ୍ତର ଅକ୍ଷାଂଶ ଓ ୭୭.୫୯୮୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୯୯ ଫୁଟ ଉଚ୍ଚତାରେ ରହିଛି ।[୪]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅନନ୍ତପୁର ସହରର ମୋଟ ଜନସଂଖ୍ୟା ୨୨୦୯୫୧ ଅଟେ ।[୫] ସେଥି ମଧ୍ୟରୁ ୫୦.୮୧% ଜଣ ପରୁଷ ହୋଇଥିବା ବେଳେ ୪୯.୧୯% ଜଣ ନାରୀ ଅଟନ୍ତି । ଅନନ୍ତପୁରର ସାକ୍ଷରତା ହାର ୬୯.୨୯% ଅଟେ । ଏହା ଜାତୀୟ ହାରଠାରୁ -୪.୪୫% ପ୍ରତିଶତ କମ ଅଟେ । ସେଥିରୁ ୩୯.୦୨% ପ୍ରତିଶତ ପୁରୁଷ ଓ ୩୦.୨୭% ନାରୀ ଅଟନ୍ତି । ୧୦.୨୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୫]

ଭାଷା[ସମ୍ପାଦନା]

ତେଲୁଗୁ ଅନନ୍ତପୁରର ସରକାରୀ ଭାଷା ଅଟେ ।

ପାଣିପାଗ[ସମ୍ପାଦନା]

Anantapur
Climate chart (explanation)
JFMAMJJASOND
 
 
1.2
 
31
17
 
 
0.8
 
34
20
 
 
5.1
 
37
23
 
 
17
 
39
26
 
 
43
 
39
26
 
 
36
 
36
25
 
 
57
 
34
24
 
 
78
 
33
24
 
 
137
 
33
24
 
 
107
 
32
23
 
 
41
 
30
20
 
 
9.2
 
29
18
Average max. and min. temperatures in °C
Precipitation totals in mm
Source: [୬]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଅନନ୍ତପୁରରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୩.୯ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୨.୫ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୫୪୯ mm/inches ହୋଇଥାଏ ।

Climate data for Anantapur, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 30.6
(87.1)
33.9
(93)
37.3
(99.1)
39.3
(102.7)
39.2
(102.6)
35.6
(96.1)
33.7
(92.7)
33
(91)
33.1
(91.6)
31.8
(89.2)
30.2
(86.4)
29.2
(84.6)
33.9
(93)
ହାରାହାରି ସର୍ବନିମ୍ନ °C (°F) 17.4
(63.3)
19.8
(67.6)
22.6
(72.7)
26
(79)
26.3
(79.3)
25
(77)
24.3
(75.7)
23.9
(75)
23.5
(74.3)
22.6
(72.7)
20.3
(68.5)
18
(64)
22.5
(72.5)
Average rainfall mm (inches) 1.2
(0.047)
0.8
(0.031)
5.1
(0.201)
16.7
(0.657)
42.7
(1.681)
53.5
(2.106)
56.7
(2.232)
77.9
(3.067)
136.7
(5.382)
106.9
(4.209)
41.4
(1.63)
9.2
(0.362)
549
(21.61)
ହାରାହାରି ମେଘାତ୍ସନ ଦିବସ 0.1 0.1 0.4 1.2 2.6 3.3 4.2 5.2 7 6.6 3 0.5 34.3
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 0 0 0.7 2.8 5.7 3.2 1.4 2 6.1 4 0.6 0 26.4

ହାରାହାରି କୁହୁଡ଼ି ଘେରା ଦିବସ 0 0 0 0 0 0 0 0 0 0 0.1 0.3 0.5
Source: India Meteorological Department (temperatures and precipitation)[୭][୮]


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Andhra Pradesh Municipal Development Project" (PDF). Municipal Development Project(MDP) Web Site of Government of Andhra Pradesh. p. 2. Retrieved 18 May 2015.
  2. "Basic Information of Municipality". Municipal Administration & Urban Development Department. Retrieved 25 July 2014.
  3. "Major Agglomerations". Citypopulation.de. Retrieved 18 September 2015.
  4. "Directory of Cities, Towns, and Regions in India". Retrieved 27 September 2015.
  5. ୫.୦ ୫.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  6. "World Weather Information Service -Anantapur". Worldweather.wmo.int. 5 October 2006. Retrieved 28 June 2015.
  7. "Chennai- Climatological Information". India Meteorological Department. Retrieved 29 May 2014.
  8. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 May 2014.

ବାହାର ଲିଙ୍କ[ସମ୍ପାଦନା]