ଆଠଗଡ଼
ଦେଖଣା
ଆଠଗଡ଼ | |
— ସହର — | |
ଦିଗବାରେଣି | 20°27′58″N 85°49′59″E / 20.466°N 85.833°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | କଟକ |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ଆଠଗଡ଼,କଟକ ଜିଲ୍ଲାର ଏକ ସହର, ବ୍ଲକ, ତହସିଲ, ଉପଖଣ୍ଡ ଓ ନିର୍ବାଚନ ମଣ୍ଡଳୀ।[୨]
ଇତିହାସ
[ସମ୍ପାଦନା]ଆଠଗଡ଼ ଏକଦା ଏକ ରାଜ୍ୟ ଥିଲା । ଏଠାର ରାଜା ପୁରୀରାଜାଙ୍କଠାରୁ ଶ୍ରୀକରଣ ବେବର୍ତ୍ତା ପଟ୍ଟନାୟକ ଉପାଧି ପ୍ରାପ୍ତ ହୋଇଥିଲେ । ପୁରୀ ରାଜାଙ୍କର ମନ୍ତ୍ରୀ ନୀଳାଦ୍ରି ବେବର୍ତ୍ତା ଷୋଡ଼ଶ ଶତାବ୍ଦୀରେ ଏହି ରାଜ୍ୟ ପ୍ରତିଷ୍ଠା କରିଥିଲେ । ପୁରୀ ରାଜା ତାଙ୍କୁ ଏହି ରାଜ୍ୟ ପ୍ରଦାନ କରିିଥିଲେ । ଏଥିରେ ୧୮୭ଟି ଗ୍ରାମ ଅନ୍ତର୍ଭୁକ୍ତ ଥିଲା । ଧବଳେଶ୍ୱର ମନ୍ଦିର ଏ ରାଜ୍ୟରେ ଅବସ୍ଥିତ ଥିଲା ।
ଜଣାଶୁଣା ବ୍ୟକ୍ତିବିଶେଷ
[ସମ୍ପାଦନା]ବିଶିଷ୍ଟ ସମାଜସେବୀ ସ୍ୱାଧୀନତାସଂଗ୍ରାମୀ, 'ସମାଜ'ର ପୂର୍ବତନ ସଂପାଦକ ରାଧାନାଥ ରଥ, ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଓ ସାଧୁ ସୁନ୍ଦର ଦାସ ଏଠାକାର ଜଣାଶୁଣା ବ୍ୟକ୍ତିବିଶେଷ ।[୩]
ଦର୍ଶନୀୟ ସ୍ଥାନ
[ସମ୍ପାଦନା]ଗ୍ରାମ ବିଭାଜନ
[ସମ୍ପାଦନା]ଆଠଗଡ଼ ତହସିଲ ଅଧିନରେ ନିମ୍ନଲିଖିତ ୨୦୫ଟି ରାଜସ୍ୱ ମୌଜା ଅବସ୍ଥିତ ।[୪]
- ଅନନ୍ତପୁର
- ଅମୃତମଣୋହିପାଟଣା
- ଅରଖପାଟଣା
- ଆଙ୍କୁଲା
- ଇଚ୍ଛାପୁର
- ଇନ୍ଦିପୁର
- ଇଶରା
- ଉଦୟପୁରଦଳ
- ଉଦୟପୁରଦେଶ
- ଓରନ୍ଦା
- କଅଁସର
- କଟକିଆସାହି
- କଣ୍ଟାଣିଆ
- କଣ୍ଠପୁର
- କଣ୍ଡରେଇ
- କନ୍ତୋଲ
- କନ୍ଦରପୁର
- କନ୍ୟାଗହିର
- କପୁରସିଂହ
- କରକମଳ
- କରିକୋଲ
- କଳଙ୍କୀପୁର
- କାଦୁଆନୂଆଗାଁ
- କୁଆଁଳ
- କୁମାରପୁର
- କୁଲେଇଲୋ
- କୁଶପାଙ୍ଗି
- କୃଷ୍ଣରସିକପୁର
- କୃଷ୍ଣଶ୍ୟାମପୁର
- କେଉଟପଡ଼ା
- କୋତର
- କୋରଙ୍ଗା
- କୋଳଥପଙ୍ଗି
- ଖଣ୍ଡୁଆଳୀ
- ଖମାରନୂଆଗାଁ
- ଖୁଣ୍ଟକଟା
- ଖୁଣ୍ଟୁଣୀ
- ଗଜାଆମ୍ବ
- ଗଦାଧରପୁର
- ଗରିଆପାଟ
- ଗୁଡ଼ୃପଡ଼ା
- ଗୁଣ୍ଡିଚାପୁର
- ଗୁରୁଡ଼ିଝାଟିଆ
- ଗୋକୁଳପୁର
- ଗୋପାଳପ୍ରସାଦ
- ଗୋପିନାଥପୁର
- ଗୋପିବହ୍ଲବପୁର
- ଗୋବରା
- ଗୋବରାଶାସନ
- ଗୋବିନ୍ଦପୁର
- ଗୌରାଙ୍ଗପୁର
- ଘଣ୍ଟିଖାଲ
- ଚନ୍ଦ୍ରାବଳୀଶ୍ୟାମପୁର
- ଚମ୍ପାପୁର
- ଚମ୍ପୀଆ
- ଚରାଭଉଁରୀ
- ଚାମନ
- ଚିରୁଗୁଣୀପାଟ
- ଚୁନପଦା
- ଛଅଗାଁ
- ଛେନାଖିଆନୂଆଗାଁ
- ଛୋତିଆମ୍ବ
- ଜଗନ୍ନାଥପୁର
- ଜଗନ୍ନାଥବଲ୍ଲଭପୁରଶାସନ
- ଜଗମୋହନପୁର
- ଜାଗିଆପଡ଼ା
- ଜେନାପଦାଦଳ
- ଜେନାପଦାଦେଶ
- ଜେନାପୁର
- ଜୋରନ୍ଦା
- ଡାଳଭାଗ
- ଡାଳୁଆ
- ତଇଳାମାଳ
- ତରଡ଼ିଖାଲ
- ତରଡିଙ୍ଗ
- ତରାସିଙ୍ଗ
- ତଳଗଡ଼
- ତାଳବସ୍ତ
- ତେନ୍ତୁଲିଆ
- ତୋଟାପଡ଼ା
- ତୋରଡ଼
- ଦମ୍ପତୀପୁର
- ଦହିସରା
- ଦାଶପୁର
- ଦୋରଡ଼
- ଦ୍ୱାରୀକାପୁର
- ଧନୁର୍ଜ୍ଜୟପୁର
- ଧାଇପୁର
- ଦୁରୁକୁଡ଼ିଆ
- ଧୁରୁସିଆ
- ନଣ୍ଡେଇଲୋ
- ନାଉରଥ
- ନାରଙ୍ଗବସ୍ତ
- ନିଜିଗଡ଼
- ନିଧିପୁର
- ନୂଆଗଡ଼
- ନୂଆଡିହ
- ନୂଆବନ୍ଧ
- ନୂଆଶାସନ
- ନୃସିଂହପୁର
- ପତଣ୍ଡା
- ପରମାନନ୍ଦପୁର
- ପର୍ବତିଆ
- ପର୍ଶୁରାମପୁର
- ପହିଲାବର
- ପାଇକରାପୁର
- ପାଟଣିଗାଁ
- ପାଟଲିଙ୍ଗା
- ପିଠାଖିଆ
- ପିହୁରା
- ପୁରୁଷୋତ୍ତମପୁର
- ପ୍ରଶନ୍ନପୁର
- ବଉଳ (ଗ୍ରାମ)
- ବଡ଼ଭୂଇଁଦଳ
- ବଡ଼ଭୂମିଦେଶ
- ବନଖଣ୍ଡି
- ବନ୍ଧହତା
- ବଳରାମପୁର
- ବଳିପୁର
- ବାଇଲୋ
- ବାଘରା
- ବାଘୁଆ
- ବାମନପୁର
- ବାଲିଝରୀ
- ବାଲିପଦା
- ବାଳି
- ବାଳିଶାସନ
- ବିଂଝଗିରି
- ବୀରକିଶୋରପୁର
- ବିରିଜିଙ୍ଗା
- ବିଷ୍ଣୁପୁର
- ବୁଧୀଆପାଟଣା
- ବେଣ୍ଟପଦା
- ବେତଖୋଲି
- ବେଲଦା
- ବୈଦେହୀପୁର
- ବୌଦ୍ଧପୁର
- ବ୍ରଜବିହାରିପୁର
- ବ୍ରହ୍ମପୁର (ଗ୍ରାମ)
- ବ୍ରାହ୍ମଣବସ୍ତ
- ଭାଗୀରଥିପୁର
- ଭିତରକରିକୋଲ
- ଭୂଇଁବରେଇ
- ଭୋଗରା
- ମଞ୍ଚେଶ୍ୱର
- ମତ୍ସପୁର
- ମଥୁରାପୁର
- ମହାକାଳବସ୍ତ
- ମହାଲକ୍ଷ୍ମୀପୁର
- ମହୀଧରପୁର
- ମାଟିକୋଟ
- ମାଣତିରୀ
- ମାଧବପୁର
- ମୁକ୍ତାଦେଇପୁର
- ମେଘା
- ଯେମାଦେଇପୁର
- ରଘୁନାଥପୁରପାଟଣା
- ରମ୍ପେଇ
- ରାଉତରାପୁର
- ରାଜନଗର
- ରାଜବଲ୍ଲଭପୁର
- ରାଧାକାନ୍ତପାଟଣା
- ରାଧାକିଶୋରପୁର
- ରାଧାକୃଷ୍ଣପୁର
- ରାଧାକେଶବପୁର
- ରାଧାଗୋବିନ୍ଦପୁର
- ରାଧାଦର୍ଶନପୁର
- ରାଧାଦାମୋଦରପୁର
- ରାଧାଧବପୁର
- ରାଧାପତିପୁର
- ରାଧାପ୍ରସନ୍ନପୁର
- ରାଧାପ୍ରିୟାପୁର
- ରାଧାବଲ୍ଲଭପୁର
- ରାଧାମାଧବପୁର
- ରାଧାମୋହନପୁର
- ରାଧାରମଣପୁର
- ରାଧାରାସରସିକପୁର
- ରାଧାଶରଣପୁର
- ରାଧାଶ୍ୟାମପୁର
- ରାମଚନ୍ଦ୍ରପୁର
- ରାମଶ୍ୟାମପୁର
- ରାହାଙ୍ଗୋଳ
- ରେଗଡ଼ାପଡ଼ା
- ଲକ୍ଷ୍ମୀନାରାୟଣପୁର
- ଲଳିତାବିଶାଖାପୁର
- ଲିଙ୍ଗାପଦା
- ଶରକୁଆଁ
- ଶଶାଙ୍ଗ
- ଶିଳାପାଟ
- ଶ୍ରୀରଙ୍ଗପୁର
- ସଠିଲୋ
- ସମସରପୁର
- ସରସ୍ୱତୀପୁର
- ସାଉରିଆ
- ସାନ୍ତାଣିବାଟି
- ସାବିତ୍ରୀପୁର
- ସାରକୋଳି
- ସୀତାରାମପୁର
- ସୁନିଆମୁହ୍ଁ
- ସୋମନାଥପୁର
- ହରିଡ଼ାଗହିର
- ହରିପୁର
- ହରିପ୍ରିୟାପୁର
- ହରିଶରଣପୁର
- ହାଡ଼ିଆଣିମାଳ
ଆଧାର
[ସମ୍ପାଦନା]- ↑ http://www.postalcodeofindia.com/pincode-search-post-office/orissa/cuttack/athagarh/A/[permanent dead link]
- ↑ http://www.orissa.gov.in/revenue/ADMN_UNIT/adm_unit.htm
- ↑ ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ. ଭୁବନେଶ୍ୱର: ଆମ ଓଡ଼ିଶା.
- ↑ http://bhulekh.ori.nic.in/