ଚମ୍ପାପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଚମ୍ପାପୁର
Village
Country India
StateBihar
DistrictWest Champaran
BlockNarkatiaganj
Languages
Time zoneUTC+5:30 (IST)
PIN
845451
Telephone code06254
ଯାନବାହାନ ପଞ୍ଚୀକରଣBR-22
Nearest cityNarkatiaganj
ClimateNormal
Website[୧]

ଚମ୍ପାପୁର  ଭାରତୀୟ ରାଜ୍ୟ ବିହାରର ନରକଟିଗଞ୍ଜ ସବ୍ଡିଭିଜନର ଏକ ଗ୍ରାମ । ଏହା ନରକଟିଗଞ୍ଜଠାରୁ 15 କିଲୋମିଟର ତଥା ପାଟଣାଠାରୁ 230 କିଲୋମିଟର । 

ଜନସଂଖ୍ୟା [ସମ୍ପାଦନା]

2011 ଜନଗଣନା ଅନୁସାରେ ଏହାର ଜନସଂଖ୍ୟା 1587 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 53 % ଥିଲା ବେଳେ ମହିଳା ସଂଖ୍ୟା 46 % ଥିଲା । ଏହାର ସାକ୍ଷ୍ୟରତା ହାର ମାତ୍ର 47.82 % ଯାହା ଜାତୀୟ ହାରଠାରୁ ଢେର କମ ରହିଥିଲା । 6 ବର୍ଷରୁ କମ ସଂଖ୍ୟା 22 % ହେଇଥିଲା ବେଳେ ସମୁଦାୟ ପରିବାର ସଂଖ୍ୟା 290 ରହିଥିଲା । .[୧]

ଶ୍ରୀ ଚମ୍ପାପୁର ଦିଗମ୍ବର ଜୈନ ସିଦ୍ଧ କ୍ଷେତ୍ର [ସମ୍ପାଦନା]

ଏଠାରେ ଥିବା ଶ୍ରୀ ଚମ୍ପାପୁର ଦିଗମ୍ବର ଜୈନ ସିଦ୍ଧ କ୍ଷେତ୍ର 2500 ବର୍ଷ ପ୍ରାଚୀନ । ଜୈନ ଧର୍ମର 12 ତମ ତିରଥଙ୍କର ଭଗବାନ ବସୁପୂଜ୍ୟ ଏଠାରେ ମୁଖ୍ୟ ଆରାଧ୍ୟ । ଏହାକୁ ବସୁପୂଜ୍ୟଙ୍କ ଜନ୍ମସ୍ଥାଳୀ କୁହାଯାଏ । ଏଠାରେ ସମସ୍ତ 5 ପ୍ରକାରର କଲ୍ୟାଣକ କରାଯାଇଥାଏ । ଏଠାରେ ଗର୍ଭ , ଜନମ , ଟପା , କେଭଳଜ୍ଞାନ ଓ ମୋକ୍ଷ ସବୁ ରୀତି ପାଳନ କରାଯାଇଥାଏ ।  

2014 ମସିହାରେ ଏଠାରେ ବସୁପ୍ରିୟଙ୍କ 31 ଫୁଟ ଉଛ ପ୍ରତିକୃତି ସ୍ଥାପନ କରାଯାଇଥିଲା । 

References[ସମ୍ପାଦନା]

  1. "Census of India 2011". Retrieved 12 March 2014.