ଜଗନ୍ନାଥ ମନ୍ଦିର, ଦାମନଯୋଡ଼ି

ଉଇକିପିଡ଼ିଆ‌ରୁ
ଜଗନ୍ନାଥ ମନ୍ଦିର, ଦାମନଯୋଡ଼ି
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକୋରାପୁଟ
Location
ସ୍ଥାନଦାମନଯୋଡ଼ି
Stateଓଡ଼ିଶା
Countryଭାରତ
ଦାମନଯୋଡ଼ି ଜଗନ୍ନାଥ ମନ୍ଦିରରେ ପୂଜିତ ଦିଅଁ

ଏହି ଜଗନ୍ନାଥ ମନ୍ଦିର ଓଡ଼ିଶାର କୋରାପୁଟ ଜିଲ୍ଲାର ଦାମନଯୋଡ଼ିରେ ଅବସ୍ଥିତ । ମନ୍ଦିରଟି ଦାମନଯୋଡ଼ି ଅଞ୍ଚଳର ନାଲକୋ ବିଭାଗଦ୍ୱାରା ପରିଚାଳିତ । ଏହି ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ପୂଜିତ ।

ପର୍ବପର୍ବାଣି[ସମ୍ପାଦନା]

ଏହି ମନ୍ଦିରରେ ବର୍ଷରେ ଜଗନ୍ନାଥ ମହାପ୍ରଭୁଙ୍କର ଯାତ୍ରାଗୁଡ଼ିକ ପାଳିତ ହୁଏ ।

  • ସ୍ନାନ ଯାତ୍ରା
  • ରଥଯାତ୍ରା
  • ଚନ୍ଦନ ଯାତ୍ରା


ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]