ନଟବର ଶତପଥୀ

ଉଇକିପିଡ଼ିଆ‌ରୁ
(Natabar Satpathyରୁ ଲେଉଟି ଆସିଛି)
ନଟବର ଶତପଥୀ
ବାସସ୍ଥଳୀଭୁବନେଶ୍ୱର
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ପୁରସ୍କାରସାରଳା ସମ୍ମାନ
ଜୀବନସାଥୀରୁକ୍ମଣୀ ଶତପଥୀ
ସନ୍ତାନସମିତା, ଅମିତ, ଅସିତ
ପିତାମାତାଗୋପୀନାଥ ଶତପଥୀ
ଇନ୍ଦୁମତୀ ଶତପଥୀ

ନଟବର ଶତପଥୀ ଜଣେ ଓଡ଼ିଆ ଭାଷାବିତ[୧] ଓ ଗବେଷକ ।[୨] ସେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ମୁଖ୍ୟଭାବରେ କାର୍ଯ୍ୟକରିଥିଲେ ।

ସାହିତ୍ୟ ରଚନା[ସମ୍ପାଦନା]

  • ସାରଳା ଶବ୍ଦ ଓ ସୂକ୍ତି କୋଷ
  • ସାହିତ୍ୟ ଓ ବାସ୍ତବବାଦ
  • ଓଡ଼ିଆ ଅଭିଧାନ
  • ଭାଷାତତ୍ତ୍ୱର ରୂପଚିତ୍ର
  • ତୃତୀୟ ନେତ୍ର
  • ଅସମାପ୍ତ ଦ୍ୱିତୀୟା
  • ଅସମାପ୍ତ ଆଲୋଚନା
  • ଶବ୍ଦସିନ୍ଧୁ
  • ନିୟୁ ଏଜ ଓଡ଼ିଆ ଅଭିଧାନ
  • ଭାଷା ଓ ପରମ୍ପରା
  • ଭାଷା ବିମର୍ଶ
  • କିଶୋରୀ ଚରଣ ଦାସଙ୍କ ଶ୍ରେଷ୍ଠଗଳ୍ପ (ସମ୍ପାଦନା)
  • ଓଡ଼ିଆ ପୁରାଣ ପରିଶୀଳନ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ବିଷୁବ ପୁରସ୍କାର, ୨୦୧୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ ପୁରସ୍କାର)[୩]
  • ଝଙ୍କାର ସାହିତ୍ୟ ସମ୍ମାନ[୪]
  • ସାରଳା ସମ୍ମାନ - ୨୦୧୭ (ସାରଳା ସାହିତ୍ୟ ସଂସଦଦ୍ୱାରା ପ୍ରଦତ୍ତ)[୫]
  • ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ, ୨୦୧୦ (ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ ସମ୍ମାନ)
  • କଥା ଭାରତ ସମ୍ମାନ - ୨୦୧୬ (ଜୟ ଭାରତ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୬]
  • କାବ୍ୟ ସମ୍ମାନ
  • ପ୍ରଫେସନ ଶ୍ରୀଧର ଦାସ ସମ୍ମାନ
  • କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ସମ୍ମାନ

ଆଧାର[ସମ୍ପାଦନା]

  1. https://www.telegraphindia.com/1160226/jsp/odisha/story_71437.jsp
  2. Sahitya Akademi (2006). Annual Report. Sahitya Akademi.
  3. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 9 October 2020.
  4. "ବ୍ୟକ୍ତିତ୍ୱ". odishanewsnitidin.com. ନିତିଦିନ. Retrieved 23 August 2019.
  5. "ନଟବର ଶତପତୀ ପାଇବେ ସାରଳା ସମ୍ମାନ". ସମ୍ବାଦ ୧୫/୧୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. Retrieved 15 December 2017.[permanent dead link]
  6. http://www.dailypioneer.com/print.php?printFOR=storydetail&story_url_key=harinarayana-to-get-bharat-gaurav-samman-2016&section_url_key=STATE-EDITIONS