ବୈରାଗୀ ଚରଣ ଜେନା
ଦେଖଣା
ବୈରାଗୀ ଚରଣ ଜେନା | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୦ ସେପ୍ଟେମ୍ବର ୧୯୩୯ କରପଦା, ଆଉଁରୀ, ପ୍ରୀତିପୁର, ଯାଜପୁର |
| ବୃତ୍ତି | ଲେଖକ, ଅଧ୍ୟାପକ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | ସୌନ୍ଦର୍ଯ୍ୟତତ୍ତ୍ୱ ଓ ଓଡ଼ିଆ କାବ୍ୟରେ ସୌନ୍ଦର୍ଯ୍ୟ-ଚେତନା |
| ଜୀବନସାଥୀ | ସୁପ୍ରଭା ଜେନା |
ବୈରାଗୀ ଚରଣ ଜେନା (ଜନ୍ମ: ୧୦ ସେପ୍ଟେମ୍ବର ୧୯୩୯) ଜଣେ ଓଡ଼ିଆ ପ୍ରାବନ୍ଧିକ, ଲେଖକ ଓ ସମାଲୋଚକ । ଓଡ଼ିଆ ସାହିତ୍ୟରେ ସେ ନନ୍ଦନତତ୍ତ୍ୱ ଓ ସୌନ୍ଦର୍ଯ୍ୟତତ୍ତ୍ୱ ସମ୍ପର୍କରେ ବ୍ୟାପକ ଅନୁଶୀଳନ କରିଛନ୍ତି ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ବୈରାଗୀ ଚରଣ ଯାଜପୁର ଜିଲ୍ଲାର କରପଦା ଗ୍ରାମରେ ୧୯୩୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟମାନଙ୍କରେ ଅଧ୍ୟାପନା କରି ଶେଷରେ ୧୯୯୯ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଅବସର ନେଇଥିଲେ । ସୌନ୍ଦର୍ଯ୍ୟତତ୍ତ୍ୱ ଓ ଓଡ଼ିଆ କାବ୍ୟରେ ସୌନ୍ଦର୍ଯ୍ୟ-ଚେତନା ତାଙ୍କ ପ୍ରକାଶିତ ମହାନିବନ୍ଧ ।[୧][୨]
ରଚନାବଳୀ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ. କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୬୩୮. ISBN 81-7400-331-2.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୬୩୮, ୮୯୨. ISBN 81-903352-0-0.
- ↑ https://archive.org/details/saundarya-tattwa-o-odiya-kabyare-saundarya-chetana-1992
- ↑ ଜେନା, ବୈରାଗୀ ଚରଣ (୨୦୨୦). ଗାତାହ ସପ୍ତଶତୀ. ଭୁବନେଶ୍ୱର: ବ୍ଲାକ୍ ଈଗଲ୍ ବୁକ୍ସ. pp. କଭର ପୃଷ୍ଠା. ISBN 978-1-64560-101-2.