ବ୍ୟବହାରକାରୀ:Abha S Pradhan/ଉଇକିପ୍ରକଳ୍ପ ମହିଳା
ଦେଖଣା
ଓଡ଼ିଆ ଉଇକିପିଡ଼ିଆରେ, ଲିଙ୍ଗଗତ ବୈଷମ୍ୟ ଦୂର କରିବା ପାଇଁ ମହିଳା ସମ୍ବନ୍ଧିତ ନୂତନ ପ୍ରସଙ୍ଗର ଗଠନ ଓ ଉନ୍ନତିକରଣ ପାଇଁ ମୁଁ ଉଇକିପ୍ରକଳ୍ପ ମହିଳା ଆରମ୍ଭ କରିଥିଲି । ଏହି ପ୍ରକଳ୍ପ କରିବାର ଚିନ୍ତାଧାରା, କେବଳ ମହିଳାମାନଙ୍କୁ ନେଇ କରିଥିବା ୧୦୦ ଉଇକିଦିନ ପ୍ରକଳ୍ପରୁ ପାଇଥିଲି । ଏହି ପ୍ରକଳ୍ପ ଅଧୀନରେ କେତେକ ନୂତନ ପ୍ରସଙ୍ଗ ଓ ଅନ୍ୟ କେତେକ ପ୍ରସଙ୍ଗକୁ ଉନ୍ନତିକରଣ କରିଥିଲି । । ଏହି ପ୍ରକଳ୍ପ ଅଧୀନରେ ମୁଁ ଲେଖିଥିବା ନୂତନ ପ୍ରସଙ୍ଗମାନ:
୧୦୦ ପ୍ରସଙ୍ଗ
[ସମ୍ପାଦନା]୨୦୦ ପ୍ରସଙ୍ଗ
[ସମ୍ପାଦନା]| କ୍ରମାଙ୍କ ସଂଖ୍ୟା | ପ୍ରସଙ୍ଗ |
|---|---|
| ୧୦୧ | ସୁଧାଂଶୁବାଳା ହାଜରା |
| ୧୦୨ | କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ |
| ୧୦୩ | ସ୍ୱେତାନା ପିରୋନ୍କୋଭା |
| ୧୦୪ | ବେନୋ ଜେଫିନ୍ ଏନ୍ ଏଲ୍ |
| ୧୦୫ | ସି ବି ମୁତାମ୍ମା |
| ୧୦୬ | କାମିନୀ ରୟ |
| ୧୦୭ | ଅଞ୍ଜଳି ଗୁପ୍ତା |
| ୧୦୮ | କରନେଲିଆ ସୋରାବଜୀ |
| ୧୦୯ | ଲୈଲା ସେଠ୍ |
| ୧୧୦ | ପଦ୍ମାବତୀ ବନ୍ଦୋପାଧ୍ୟାୟ |
| ୧୧୧ | ଦୂର୍ବା ବାନାର୍ଜୀ |
| ୧୧୨ | ହୀମା ଦାସ |