ଇଲୁସ୍ ଆହୁଲ୍ୱାଲିଆ
ଦେଖଣା
| ଇଲୁସ୍ ଆହୁଲୱାଲିଆ | |
|---|---|
| ଜାତୀୟତା | ଭାରତ |
ଇଲୁସ୍ ଜଜ୍ ଆହୁଲୱାଲିଆ ଜଣେ ଭାରତୀୟ କଳାକାର, ବ୍ରାଣ୍ଡ ଆମ୍ବାସ୍ୟାଡର, ଓ ବ୍ୟବସାୟୀ ।
ଜୀବନ
[ସମ୍ପାଦନା]ସେ ପ୍ରଥମେ ସାନୱାରସ୍ଥିତ ଲରେନସ୍ ବିଦ୍ୟାଳୟରେ ଚିତ୍ର ଶିକ୍ଷା ଲାଭ କରିଥିଲେ । ସେ ଜଣେ ଭାରତୀୟ ଆର୍ମି ଅଧିକାରୀଙ୍କୁ ବିବାହ କରିଥିଲେ ଓ ତାଙ୍କର ଦୁଇଟି ଝିଅ ଅଛନ୍ତି । ୧୯୯୮ରେ ଦିଲ୍ଲୀ ପ୍ରଦର୍ଶନୀରେ ସେ ପ୍ରଥମେ ତାଙ୍କର କଳା ବିକ୍ରି କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ N. D., This sohni kurhi is going places from The Tribune dated 23 January 2005, at tribuneindia.com, accessed 25 March 2012
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |