କାମିନୀ ରୟ
କାମିନୀ ରୟ | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ୧୨ ଅକ୍ଟୋବର ୧୮୬୪ ବସଣ୍ଡା, ବେଙ୍ଗଲ ପ୍ରେସିଡ଼େନ୍ସି
(Now Barisal District, Bangladesh) |
ମୃତ୍ୟୁ | ୨୭ ସେପ୍ଟେମ୍ବର ୧୯୩୩ |
ଶିକ୍ଷାନୁଷ୍ଠାନ | ବେଥୁନ୍ ମହାବିଦ୍ୟାଳୟ କଲିକତା ବିଶ୍ୱବିଦ୍ୟାଳୟ |
ଜୀବିକା | କବି, ପଣ୍ଡିତ |
ଜୀବନସାଥି | କେଗାରନାଥ ରୟ |
କାମିନୀ ରଂ (ବଙ୍ଗଳା: কামিনী রায়) (୧୨ ଅକ୍ଟୋବର ୧୯୬୪ – ୨୭ ସେପ୍ଟେମ୍ବର ୧୯୩୩) ଜଣେ ଅଗ୍ରଣୀ ବଙ୍ଗାଳୀ କବି, ସମାଜସେବୀ ଓ ବ୍ରିଟିଶ୍ ଭାରତର ନାରୀନେତ୍ରୀ । ସେ ବ୍ରିଟିଶ୍ ଇଣ୍ଡିଆର ପ୍ରଥମ ଅନର୍ସ ସ୍ନାତ୍ତକ ।[୧]
ଆଧାର[ସମ୍ପାଦନା]
- ↑ Sengupta, Subodh Chandra and Bose, Anjali (editors), 1976/1998, Sansad Bangali Charitabhidhan (Biographical dictionary) Vol I, ଛାଞ୍ଚ:Bn icon, p83, ISBN 81-85626-65-0