ଶକୁନ୍ତଳା ଲାଗୁରୀ
ଦେଖଣା
ଶକୁନ୍ତଳା ଲାଗୁରୀ | |
|---|---|
| ସଭ୍ୟ: ଷୋଳତମ ଲୋକ ସଭା | |
| Assumed office ୨୦୧୪ | |
| ପୂର୍ବ ଅଧିକାରୀ | ଯଶବନ୍ତ ନାରାୟଣ ସିଂହ ଲାଗୁରୀ |
| ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
| ବ୍ୟକ୍ତିଗତ ସବିଶେଷ | |
| ରାଜନୀତିକ ଦଳ | ବିଜୁ ଜନତା ଦଳ |
| ଜୀବନ ସାଥୀ | ଯଶବନ୍ତ ନାରାୟଣ ସିଂହ ଲାଗୁରୀ |
| ପେଷା | ରାଜନୀତିଜ୍ଞ |
ଶକୁନ୍ତଳା ଲାଗୁରୀ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ସାଧାରଣ ନିର୍ବାତନ, ୨୦୧୪ରେ ଷୋହଳତମ ଲୋକ ସଭାକୁ କେନ୍ଦୁଝର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୧] ସେ ବିଜୁ ଜନତା ଦଳ (ବିଜେଡି)ର ସଭ୍ୟ ।
ଏହା ମଧ୍ଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Constituencywise Trends". Election Commission of India. Archived from the original on 28 May 2014. Retrieved 19 May 2014.