ଟି କଳ୍ପନା ଦେବୀ

ଉଇକିପିଡ଼ିଆ‌ରୁ

ଟି. କଳ୍ପନା ଦେବୀ (୧୯୪୧-୨୦୧୬), ଆନ୍ଧ୍ରପ୍ରଦେଶର ଜଣେ ଡାକ୍ତର ଓ ରାଜନୀତିଜ୍ଞ । ସେ ୮ମ ଲୋକ ସଭାକ ଜଣେ ସଦସ୍ୟ ।

ଆଦ୍ୟ ଜୀବନ[ସମ୍ପାଦନା]

କଳ୍ପନା ଦେବୀ ୧୩ ଜୁଲାଇ ୧୯୪୧ରେ କ୍ରିଷ୍ଣା ଜିଲ୍ଲାର ଭାଟଲାପେନୁମାରୁ ଗ୍ରାମରେ ଚଳାଶଣୀ ବୀରା ରାଘଭାଇହାଙ୍କଠାରୁ ଜନ୍ମ ହୋଇଥିଲେ । ସେ ୱାରଙ୍ଗାଲର କାକତୀୟ ମହାବିଦ୍ୟାଳୟରୁ ଡାକ୍ତରୀ ପାଠ୍ୟକ୍ରମ ପଢ଼ିଥିଲେ । [୧]

ଆଧାର[ସମ୍ପାଦନା]

  1. "Members Bioprofile: Kalpana Devi, Dr. (Smt.) T." Lok Sabha. Retrieved 27 November 2017.