ପ୍ରତ୍ୟୁଷା ରାଜେଶ୍ୱରୀ ସିଂ

ଉଇକିପିଡ଼ିଆ‌ରୁ
ପ୍ରତ୍ୟୁଷା ରାଜେଶ୍ୱରୀ ସିଂ
Member of Parliament
Assumed office
୧୯ ଅକ୍ଟୋବର ୨୦୧୪
ପୂର୍ବ ଅଧିକାରୀହେମେନ୍ଦ୍ର ଚନ୍ଦ୍ର ସିଂ
ପର ଅଧିକାରୀଅଚ୍ୟୁତ ସାମନ୍ତ
ନିର୍ବାଚନ ମଣ୍ଡଳୀକନ୍ଧମାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ( 1971-11-29)୨୯ ନଭେମ୍ବର ୧୯୭୧
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀହେମେନ୍ଦ୍ର ଚନ୍ଦ୍ର ସିଂ
ଘରଓଡ଼ିଶା
ଶିକ୍ଷାନୁଷ୍ଠାନସୋଫିଆ ବାଳିକା ମହାବିଦ୍ୟାଳୟ, ଆଜମେର, ରାଜସ୍ଥାନ
ପେଷାରାଜନୀତିଜ୍ଞ, ସମାଜସେବୀ
କମିଟିStanding Committee M/O Defense

Consultative Committee M/O Environment, Forest and Climate Change

Member Coffee Board

ପ୍ରତ୍ୟୁଷା ରାଜେଶ୍ୱରୀ ସିଂ (ଜନ୍ମ ୨୯ ନଭେମ୍ବର ୧୯୭୧), ଯିଏ ଲୋକପ୍ରିୟ ଭାବେ ନୟାଗଡର ରାଜମାତା ଭାବେ ଜଣାଶୁଣା, ଜଣେ ଭାରତୀୟ ରାଜନୀତିଜ୍ଞ ଓ ସେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଜୁ ଜନତା ଦଳର ସଦସ୍ୟା[୧] । ସେ କନ୍ଧମାଳ ନିର୍ବାଚନ ମଣ୍ଡଳୀର ଓ ପୂର୍ବତନ ସାଂସଦ ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ପତ୍ନୀ ।[୨]

ଆଦ୍ୟ ଜୀବନ[ସମ୍ପାଦନା]

ସେ ଝାଡ଼ଖଣ୍ଡର ରାଞ୍ଚିଠାରେ ଜନ୍ମ ହୋଇଥିଲେ[୩]ରାଜସ୍ଥାନର ଆଜମେରଠାରେ ସୋଫିଆ ବାଳିକା ମହାବିଦ୍ୟାଳୟ[୪] (ମହର୍ଷି ଦୟାନନ୍ଦ ସରସ୍ୱତୀ ମହାବିଦ୍ୟାଳୟ)ରୁ ୧୯୯୫ରେ କଳାରେ ସ୍ନାତ୍ତକ[୫], ହସ୍ତତସ୍ତ ଓ କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଡିପ୍ଲୋମା ଲାଭ କରିଛନ୍ତିଆଧାର ଭୁଲ: ଅବୈଧ <ref> ଟ୍ୟାଗ; କୌଣସି ମଧ୍ୟ ବିଷୟବସ୍ତୁ ନଥିବା ଆଧାରର ଏକ ନାମ ଥିବା ଲୋଡ଼ା

ରାଜନୈତିକ ଜୀବନ[ସମ୍ପାଦନା]

  • ଅକ୍ଟୋବର ୨୦୧୪ରେ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେଆଧାର ଭୁଲ: ଅବୈଧ <ref> ଟ୍ୟାଗ;

କୌଣସି ମଧ୍ୟ ବିଷୟବସ୍ତୁ ନଥିବା ଆଧାରର ଏକ ନାମ ଥିବା ଲୋଡ଼ା ।

  • ନଭେମ୍ବର ୨୦୧୪ଠାରୁ ସେ ପ୍ରତିରକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟିର ସଭ୍ୟ, ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରଣାଳୟର କନସଲଟେଟିଭ୍ କମିଟିର ସଭ୍ୟ ରହିଆସିଛନ୍ତିଆଧାର ଭୁଲ: ଅବୈଧ <ref> ଟ୍ୟାଗ;

କୌଣସି ମଧ୍ୟ ବିଷୟବସ୍ତୁ ନଥିବା ଆଧାରର ଏକ ନାମ ଥିବା ଲୋଡ଼ା ।

ଆଧାର[ସମ୍ପାଦନା]

  1. "Interview with Mrs. Pratyusha Rajeshwari Singh". Retrieved 21 February 2018.
  2. "BJD candidate Pratyusha Rajeswari wins Odisha Lok Sabha bypoll". The Economic Times. 19 October 2014.
  3. "Pratyusha Rajeshwari Singh". Retrieved 21 February 2018.
  4. "Pratyusha Rajeshwari Singh". Retrieved 21 February 2018.
  5. "Educational Details". Retrieved 21 February 2018.