କୁମୁଦିନୀ ପଟ୍ଟନାୟକ
Appearance
କୁମୁଦିନୀ ପଟ୍ଟନାୟକ | |
---|---|
କୁମୁଦିନୀ ପଟ୍ଟନାୟକ | |
Member: ୧୩ତମ ଲୋକ ସଭା | |
ନିର୍ବାଚନ ମଣ୍ଡଳୀ | ଆସ୍କା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୭ ଜୁଲାଇ ୧୯୪୫ |
ରାଜନୀତିକ ଦଳ | ବିଜେଡି |
ଜୀବନ ସାଥୀ | ରାମକୃଷ୍ଣ ପଟ୍ଟନାୟକ |
ସନ୍ତାନ | ୪ ଝିଅ |
କୁମୁଦିନୀ ପଟ୍ଟନାୟକ ଜଣେ ଭାରତୀୟ ରାଜନୀତିଜ୍ଞ ଓ ବିଜୁ ଜନତା ଦଳ ତରଫରୁ ୨୦୦୦ ମସିହାରେ ଓଡ଼ିଶାର ଆସ୍କା ନିର୍ବାଚନ ମଣ୍ଡଳୀରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] କିନ୍ତୁ ସେ ବିଜେଡିରୁ ବହିସ୍କୃତ ହୋଇଥିଲେ ଓ ପରେ କଂଗ୍ରେସରେ ଯୋଗ ଦେଇଥିଲେ । ମାତ୍ର ୨୦୦୪ରେ ହରିହର ସ୍ୱାଇଁଙ୍କଠାରୁ ହାରି ଯାଇଥିଲେ । ପରେ ସେ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ଦଳରେ ମିଶଥିଲେ ।[୨][୩][୪][୫]
ଆଧାର
[ସମ୍ପାଦନା]- ↑ "Thirteenth Lok Sabha Members Bioprofile Kumudini Patnaik". Lok Sabha. Retrieved 21 October 2015.
- ↑ "One Time Wonders in Aska". New Indian Express. 20 March 2014. Archived from the original on 4 March 2016. Retrieved 21 October 2015.
- ↑ "BJD Lok Sabha team splits". Rediff.com. 23 April 2003. Retrieved 21 October 2015.
- ↑ "Ex-minister Ramakrushna, wife quit 'declining' Congress". The Times of India. 24 February 2014. Retrieved 21 October 2015.
- ↑ "Ramakrushna, Wife Join BJP". New Indian Express. 20 March 2014. Retrieved 21 October 2015.[permanent dead link]