ସୁପ୍ରଭା ସାମଲ

ଉଇକିପିଡ଼ିଆ‌ରୁ
ସୁପ୍ରଭା ସାମଲ
Personal information
Date of birth (1990-06-16) ୧୬ ଜୁନ ୧୯୯୦ (ବୟସ ୩୩)
Place of birth ଭୁବନେଶ୍ୱର, ଓଡ଼ିଶା, ଭାରତ
Playing position Full Back
National team
Years Team Apps (Gls)
୨୦୧୦– ବର୍ତ୍ତମାନ ଭାରତ (୧)

ସୁପ୍ରଭା ସାମଲ (ଜନ୍ମ ୧୬ ଜୁନ ୧୯୯୦) ଭୁବନେଶ୍ୱର ଜନ୍ମିତ ଭାରତୀୟ ମହିଳା ଫୁଟ୍‌ବଲ୍‌ ଖେଳାଳୀ, ଯିଏ ବର୍ତ୍ତମାନ ଭାରତୀୟ ମହିଳା ଜାତୀୟ ଫୁଟ୍‌ବଲ୍ ଦଳରେ ଫୁଲ୍ ବ୍ୟାକ୍ ଭାବେ ଖେଳୁଛନ୍ତି ।

ଆନ୍ତର୍ଜାତୀୟ[ସମ୍ପାଦନା]

ସାମଲ୍ ୨୦୧୦ ସାଫ୍ ମହିଳା ପ୍ରତିଯୋଗିତା୨୦୧୨ ସାଫ୍ ମହିଳା ପ୍ରତିଯୋଗିତାରେ ଭାରତୀୟ ଦଳର ସଦସ୍ୟ ଥିଲା । ସେ ମଧ୍ଧ୍ୟ ୨୦୧୧ରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ସ,୨୦୧୨ର ଯୋଗ୍ୟତାପର୍ଯ୍ୟାୟରେ ଦଳର ସଦସ୍ୟ ଥିଲେ । ସେ ୨୦୧୩ରେ ମିଶ୍ରିତ ଡଚ୍ ଦଳରେ ଖେଳିଥିଲେ ।[୧]

ଆଧାର[ସମ୍ପାଦନା]

  1. "Suprava Samal". THE AIFF.

ବାହାର ଆଧାର[ସମ୍ପାଦନା]