ସାରୁଙ୍ଗମ୍ ବିମଳା କୁମାରୀ ଦେବୀ

ଉଇକିପିଡ଼ିଆ‌ରୁ
ସାରୁଙ୍ଗମ୍ ବିମଳା କୁମାରୀ ଦେବୀ
ସାରୁଙ୍ଗମ୍ ବିମଳା କୁମାରୀ ଦେବୀ
ଜନ୍ମ
ମଣିପୁର, ଭାରତ
ବୃତ୍ତିଡାକ୍ତର
ସକ୍ରିୟ ବର୍ଷ୧୯୭୯-
ପ୍ରସିଦ୍ଧିଗ୍ରାମାଞ୍ଚଳରେ ଡାକ୍ତରୀ ସେବୀ
ପୁରସ୍କାରପଦ୍ମଶ୍ରୀ
ଡଃ ବି ଆର୍ ଆମ୍ବେଦକର ଆନ୍ତର୍ଜାତୀୟ ସମ୍ମାନ

ସାରୁଙ୍ଗମ୍ ବିମଳା କୁମାରୀ ଦେବୀ ଜଣେ ଭାରତୀୟ ଡାକ୍ତର ଓ ମଣିପୁରର ଇମ୍ଫାଲଠାରେ କାର୍ଯ୍ୟରତ ମୁଖ୍ୟ ଚିକିତ୍ସା ଅଧିକାରୀ [୧][୨] ସେ ୧୯୭୯ରୁ ମଣିପୁରରେ ମୁଖ୍ୟତଃ ଗ୍ରାମାଞ୍ଚଳରେ କାମ କରି ଆସୁଛନ୍ତି ଓ ରାଜ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିଦର୍ଶନ ସମୟରେ ସେ ଦୁଇଥର ଖାଦ୍ୟ ନିରାପଦ କାର୍ଯ୍ୟାଳୟର ଅଧ୍ୟକ୍ଷ ହୋଇଛନ୍ତି ।[୩] ସେ ୨୦୧୪ରେ ଡଃ ବି ଆର୍ ଆମ୍ବେଦକର ଆନ୍ତର୍ଜାତୀୟ ସମ୍ମାନ [୩] ଓ ୨୦୧୫ରେ ଚତୁର୍ଥ ବୃହତ୍ତ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ ।[୪]

ଆଧାର[ସମ୍ପାଦନା]

  1. "India Medical Times". India Medical Times. 26 January 2015. Archived from the original on 23 April 2017. Retrieved February 20, 2015.
  2. "DNA India". DNA India. 25 January 2015. Retrieved February 20, 2015.
  3. ୩.୦ ୩.୧ "Imphal Free Press". Imphal Free Press. 2015. Archived from the original on October 18, 2018. Retrieved February 20, 2015.
  4. "Padma Awards". Padma Awards. 2015. Archived from the original on February 4, 2015. Retrieved February 16, 2015. {{cite web}}: Unknown parameter |deadurl= ignored (|url-status= suggested) (help)