ପି.ଟି. ଉଷା

ଉଇକିପିଡ଼ିଆ ରୁ
Jump to navigation Jump to search
ପି.ଟି. ଉଷା
PT Usha, (cropped).jpg
ବ୍ୟକ୍ତିଗତ ତଥ୍ୟ
ଜନ୍ମନାମପିଲଭୁଲାକାଣ୍ଡି ଠେକେରାପରାମ୍ବିଲ୍ ଉଷା[୧]
ଡାକନାମସୁନା ଝିଅ, ପାୟୋଲି ଏକ୍ସ୍‌ପ୍ରେସ୍[୨]
ଜାତୀୟତାଭାରତୀୟ
ଜନ୍ମ୨୭ ଜୁନ ୧୯୬୪ (1964-06-27) (୫୪ ବର୍ଷ)
କୁତ୍ତାଲି, କୋଝିକୋଡ୍, କେରଳ, ଭାରତ[୩]
ଘରପାୟୋଲି, କୋଝିକୋଡ୍, କେରଳ, ଭାରତ
ସକ୍ରିୟ ବର୍ଷ୧୯୭୬ - ୨୦୦୦[୪]
ନିୟୋଗକର୍ତ୍ତାଭାରତୀୟ ରେଳବାଇ
ଉଚ୍ଚତା୧୭୦ cm (୫ ft ୭ in)
ପତି/ପତ୍ନୀV. Srinivasan (ବିବାହ 1991–ବର୍ତ୍ତମାନ) «Did not recognize date. Try slightly modifying the date in the first parameter.»"Marriage: V. Srinivasan to ପି.ଟି. ଉଷା" Location: (linkback://or.wikipedia.org/wiki/%E0%AC%AA%E0%AC%BF.%E0%AC%9F%E0%AC%BF._%E0%AC%89%E0%AC%B7%E0%AC%BE)
ପି.ଟି. ଉଷା
ଦସ୍ତଖତ
Signature of P. T. Usha.svg
Sport
କ୍ରୀଡ଼ାଦୌଡ ଓ କୁଦ
Event(s)ସ୍ପ୍ରିଣ୍ଟ୍
Achievements and titles
Personal best(s)୧୦୦ ମି: ୧୧.୩୯ (ଜାକର୍ତ୍ତା ୧୯୮୫)
୨୦୦ ମି: ୨୩.୦୫ (ଲକ୍ଷ୍ନୌ ୧୯୯୯)
୪୦୦ ମି: ୫୧.୬୧ (କାନ୍‌ବେରା ୧୯୮୫)
୪୦୦ ମି ବାଧାଦୌଡ: ୫୫.୪୨ NR
(ଲସ୍ଏଞ୍ଜେଲସ୍ ୧୯୮୪)

ପିଲଭୁଲାକାଣ୍ଡି ଠେକେରାପରାମ୍ବିଲ୍ ଉଷା (ଜନ୍ମ ୨୭ ଜୁନ୍ ୧୯୬୪), ଲୋକପ୍ରିୟ ଭାବେ ପିଟି ଉଷା ନାମରେ ଜଣାଶୁଣା, ଜଣେ ଅବସର ପ୍ରାପ୍ତ ଭାରତୀୟ ଦୌଡ଼କୁଦ ଖେଳାଳି । ସେ ୧୯୭୯ ମସିହାରୁ ଭାରତୀୟ ଆଥ୍‌ଲେଟିକ୍‌ସ ସ‌ହ ଜଡ଼ିତ ।[୫] ସେ ମଧ୍ୟ ଦୌଡ଼କୁଦର ରାଣୀ ଭାବେ ଜଣାଶୁଣା ।[୬] ସେ ପାୟୋଲି ଏକ୍ସ୍‌ପ୍ରେସ୍ ନାମରେ ମଧ୍ୟ ପରିଚିତ ଥିଲେ । ବର୍ତମାନ ସେ କେରଳର କୋଝିକୋଡ୍ ନିକଟସ୍ଥ କୋଇଲାଣ୍ଡିରେ, ଉଷା ସ୍କୁଲ୍ ଅଫ୍ ଆଥ୍‌ଲେଟିକ୍‌ସ ଚଲାଉଛନ୍ତି ।

ଆଧାର[ସମ୍ପାଦନା]

  1. P. T. USHA Personal Profile at www.ptusha.org
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; th1 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. Nadar, A Ganesh (22 August 1998). ""I'm unstoppable now!"". rediff.com. Archived from the original on 16 November 2001. Retrieved 10 February 2017.
  4. "Indian Track Star P.T. Usha Hangs Up Her Spikes". International Association of Athletics Federations. 25 July 2000. Retrieved 13 February 2017.
  5. India Best21 (23 June 2016). "List of India's best Sportspeople". IndiaBest21.
  6. Usha School of Athletics: A giant stride forward Archived 1 December 2008 at the Wayback Machine.

ବାହ୍ୟ ଆଧାର[ସମ୍ପାଦନା]

How do I fix this?

ଛାଞ୍ଚ:Footer Asian Games Champions 200 metres Women ଛାଞ୍ଚ:Footer Asian Games Champions 400 metres Women ଛାଞ୍ଚ:Footer Asian Games Champions 400 metres hurdles Women ଛାଞ୍ଚ:Footer Asian Champions women's 100 metres ଛାଞ୍ଚ:Footer Asian Champions women's 200 metres ଛାଞ୍ଚ:Footer Asian Champions women's 400 metres ଛାଞ୍ଚ:Footer Asian Champions women's 400 metres hurdles