ମନୀଷା ପନ୍ନା
ଦେଖଣା
| Personal information | |||
|---|---|---|---|
| Date of birth | ୨୦ ଅପ୍ରେଲ ୧୯୯୧ | ||
| Place of birth | ଓଡ଼ିଶା | ||
| Playing position | ମିଡ଼ଫିଲ୍ଡର | ||
| Club information | |||
Current team | ରାଇଜିଂ ଷ୍ଟୁଡେଣ୍ଟ୍ କ୍ଲବ୍ | ||
| Number | 7 | ||
| Senior career* | |||
| Years | Team | Apps | (Gls) |
| ୨୦୧୬– ବର୍ତ୍ତମାନ | ରାଇଜିଂ ଷ୍ଟୁଡେଣ୍ଟ୍ କ୍ଲବ୍ | ୧୧ | (୧) |
| Total | ୧୧ | (୧) | |
| National team | |||
| ୨୦୧୫– ବର୍ତ୍ତମାନ | ଭାରତ | ୧୦ | (୦) |
|
* Senior club appearances and goals counted for the domestic league only. | |||
ମନୀଷା ପନ୍ନା (ଜନ୍ମ ୨୦ ଅପ୍ରେଲ୍ ୧୯୯୧) ଜଣେ ଭାରତୀୟ ଫୁଟ୍ବଲ୍ ଖେଳାଳୀ, ଯେ ଭାରତୀୟ ମହିଳା ଜାତୀୟ ଫୁଟ୍ବଲ୍ ଦଳରେ ମିଡ଼ଫିଲ୍ଡର ଭାବେ ଖେଳନ୍ତି ।[୧] ସେ ୨୦୧୫-୧୬ ଏଏଫ୍ସି ମହିଳା ଅଲିମ୍ପିକ୍ ଯୋଗ୍ୟତା ପ୍ରତିଯୋଗିତା ପର୍ଯ୍ୟାୟ ଦଳର ସେ ସଦସ୍ୟ ଥିଲେ ।[୨] ସେ ଭାରତର ଓଡ଼ିଶା ପାଇଁ କ୍ଲବ୍ ପର୍ଯ୍ୟାୟରେ ଖେଳିଥିଲେ ।
ଆନ୍ତର୍ଜାତୀୟ
[ସମ୍ପାଦନା]ସେ ୨୦୧୫ରୁ ଭାରତୀୟ ଦଳ ତରଫରୁ ଖେଳିଆସୁଛନ୍ତି । ସେ ଜାତୀୟ ଦଳରେ ଡିଫେଣ୍ଡର୍ ଭାବେ ଖେଳନ୍ତି । ଆରମ୍ଭ କରିବା ପରେ ସେ ଜାତୀୟ ଦଳରେ ନିୟମିତ ଭାବେ ସ୍ଥାନ ପାଇ ଆସୁଛନ୍ତି । ସେ ପ୍ରଥମେ ୨୦୧୫-୧୬ ଏଏଫ୍ସି ମହିଳା ଅଲିମ୍ପିକ୍ ଯୋଗ୍ୟତା ପ୍ରତିଯୋଗିତାରେ ଖେଳିଥିଲେ । ପରେ ସେ ଉଭୟ ଦକ୍ଷିଣ ଏସୀୟ କ୍ରୀଡ଼ା ଓ ୨୦୧୬ ସାଫ୍ ମହିଳା ପ୍ରତିଯୋଗିତାରେ ଖେଳିଥିଲେ ଓ ଉଭୟପ୍ରତିଯୋଗିତା ଜିତିଥିଲେ ମଧ୍ଧ୍ୟ ।
ଆଧାର
[ସମ୍ପାଦନା]- ↑ Pani, Sanatan. "Orisports.com".
- ↑ WOMEN`S OLYMPIC FOOTBALL TOURNAMENT 2016 the-afc.com