ସ୍ୱେତାନା ପିରୋନ୍କାଭା
Цветана Пиронкова ୨୦୧୬ ୟୁଏସ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ପିରୋନକୋଭା |
| ଦେଶ | ଛାଞ୍ଚ:BUL |
|---|
| ବାସସ୍ଥାନ | ପ୍ଲୋଭ୍ଦିଭ୍, ବୁଲ୍ଗେରିଆ |
|---|
| ଜନ୍ମ | (1987-09-13) ୧୩ ସେପ୍ଟେମ୍ବର ୧୯୮୭ (ବୟସ ୩୮) ପ୍ଲୋଭ୍ଦିଭ୍, ପିପୁଲ୍ସ ରିପବ୍ଲିକ୍ ଅଫ୍ ବୁଲ୍ଗେରିଆ |
|---|
| ଉଚ୍ଚତା | 1.80 m (5 ft 11 in) |
|---|
| ପେଷା ଆରମ୍ଭ | ୨୦୦୨ |
|---|
| ଖେଳ | ଡାହାଣହାତୀ (two-handed backhand) |
|---|
| ପୁରସ୍କାର ରାଶି | US$୪,୪୯୭,୦୯୫ |
|---|
| Official web site | tsvetanapironkova.com |
|---|
|
| ପେଷାଗତ ରେକର୍ଡ଼ | ଛାଞ୍ଚ:Tennis record |
|---|
| ପେଷା ଟାଇଟଲ | ୧ WTA, ୬ ITF |
|---|
| ସର୍ବୋଚ୍ଚ ରାଙ୍କିଙ୍ଗ | ନଂ ୩୧ (୧୩ ସେପ୍ଟେମ୍ବର ୨୦୧୦) |
|---|
| ଏବେର ରାଙ୍କିଙ୍ଗ | ନଂ ୧୬୮ (୧୩ ନଭେମ୍ବର ୨୦୧୭) |
|---|
|
| ଅଷ୍ଟ୍ରେଲୀୟ ଓପନ୍ | 2R (2006, 2008, 2009, 2010, 2011, 2012, 2014, 2015) |
|---|
| ଫରାସୀ ଓପନ୍ | କ୍ୱାର୍ଟର୍ଫାଇନାଲ୍ (2016) |
|---|
| ୱିମ୍ବଲ୍ଡନ୍ | ସେମଫାଇନାଲ୍ (2010) |
|---|
| ଆମେରିକୀୟ ଓପନ୍ | 4R (2012) |
|---|
| ଅନ୍ୟ ଟୁର୍ନାମେଣ୍ଟ |
| Olympic Games | 2R (2008, 2012) |
|---|
|
| ପେଷାଗତ ରେକର୍ଡ଼୍ | ଛାଞ୍ଚ:Tennis record |
|---|
| ପେଷାଗତ ଟାଇଟଲ୍ | ୦ WTA, ୦ ITF |
|---|
| ସର୍ବୋଚ୍ଚ ରାଙ୍କିଙ୍ଗ | ନଂ ୧୪୧ (୨୩ ମାର୍ଚ୍ଚ ୨୦୦୯) |
|---|
|
| Australian Open | 2R (2007, 2009) |
|---|
| French Open | 2R (2006, 2008) |
|---|
| Wimbledon | 2R (2011, 2013) |
|---|
| US Open | 2R (2008) |
|---|
| Last updated on: ୧୩ ନଭେମ୍ବର ୨୦୧୭. |
ସ୍ୱେତାନା କିରିଲୋଭା ପିରୋନ୍କୋଭା (Bulgarian: Цветана Кирилова Пиронкова [tsvɛˈtana pirɔnˈkɔva]) (ଜନ୍ମ ୧୩ ସେପ୍ଟେମ୍ବର ୧୯୮୭) ଜଣେ ବୁଲ୍ଗେରିଆ ପେଶାଗତ ଟେନିସ୍ ଖେଳାଳି । ସେ ଫେଡ୍ କପ୍ରେ ଦେଶର ସର୍ବଶ୍ରେଷ୍ଠ ଖେଳାଳି । ପ୍ଲୋଭ୍ଦିଭ୍ରେ ଜନ୍ମ ହୋଇଥିବା ପିରୋନ୍କୋଭା, ୪ ବର୍ଷ ବୟସରେ ତାଙ୍କ ବାପାଙ୍କଠାରୁ ଟେନିସ୍ ଶିଖିବା ଆରମ୍ଭ କରିଥିଲେ । କନିଷ୍ଠ ବର୍ଗରେ ଖେଳି ଆଟ୍ଲାଣ୍ଟିକ୍ କପ୍ ଜିତିଥିଲେ, ଓ ୨୦୦୨ରେ ଆନ୍ତର୍ଜାତୀୟ ଟେନିସ୍ ଫେଡ଼େରେସନ୍ ପ୍ରତିଯୋଗିତାରେ ବରିଷ୍ଠ ବିଭାଗରେ ପ୍ରଥମ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ପେଶାଗତ ଜୀବନର ଆରମ୍ଭରେ ସେ ଆଇଟିଏଫ୍ ସର୍କିଟ୍ରେ ୬ଟି ଆନ୍ତର୍ଜାତୀୟ ଏକକ ପ୍ରତିଯୋଗିତା ଜିତିଥିଲେ ।
ପିରୋନ୍କୋଭା ୨୦୦୫ରେ ଇସ୍ତାନାବୁଲ୍ କପ୍ରେ ତାଙ୍କ ପ୍ରଥମ ଡବ୍ଲ୍ୟୁଟିଏ ଟୁର୍ ଖେଳିଥିଲେ ଓ ଖେଳ ଜିବନର ପ୍ରାରମ୍ଭରେ ମଝିମଝିଆ ସଫଳତା ପାଇଥିଲେ । ଏହ ୨୦୧୦ରେ ପରିବର୍ତ୍ତନ ହୋଇଥିଲା, ଯେତେବେଳେ ସେ ୧-୪ ରେକର୍ଡ୍ରେ ମ୍ଯାଚ୍ ଜିତି ୱିମ୍ବେଲ୍ଡ଼ନ୍ ପ୍ରତିଯୋଗିତାରେ ପ୍ରବେଶ କରିଥିଲେ ଓ ଦ୍ୱିତୀୟ ବୁଲ୍ଗେରିଆ ଖେଳାଳି ଭାବେ କୌଣସି ଏକ ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ । ଏହି ପ୍ରତିଯୋଗିତା ପରେ ସେପ୍ଟେମ୍ବର ୨୦୧୦ରେ ତାଙ୍କ ଡବ୍ଲ୍ୟୁଟିଏ କ୍ରମାଙ୍କ ସର୍ବାଧିକ ୩୧ ନଂରେ ପହଁଞ୍ଚିଥିଲା । ଏହା ପରବର୍ଷ ୱିମ୍ବେଲ୍ଡ଼ନ୍ରେ ସେ କ୍ୱାର୍ଟର୍ଫାଇନାଲ୍ ପର୍ଯ୍ୟନ୍ତ ପହଁଞ୍ଚିଥିଲେ ଓ ଦି ୱିମ୍ବେଲ୍ଡ଼ନ୍ ଡାର୍କ୍ହର୍ସ୍ର ମାନ୍ୟତା ପାଇଥିଲେ ।[୧] ତାଙ୍କର ନାଟକୀୟ କ୍ରମାଙ୍କ ବୃଦ୍ଧି ସହ ସେ ଗ୍ରାଣ୍ଡ୍ସ୍ଲାମ୍ ପ୍ରତିଯୋଗିତାରେ ମଧ୍ୟ ବହୁ ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ପରାସ୍ତ କରିଥିଲେ ।[୨][୩]
ପିରୋନ୍କୋଭା ତାଙ୍କର ପ୍ରଥମ ଡବ୍ଲ୍ୟୁଟିଏ ପ୍ରତିଯୋଗିତା ୨୦୧୪ ଆପିଆ ଆନ୍ତର୍ଜାତୀୟରେ ତିନି ଜଣ ଶ୍ରେଷ୍ଠ ୧୦ ଖେଳାଳିଙ୍କୁ ଏକାଧାରରେ ପରାସ୍ତ କରି ଜିତିଥିଲେ । ସେ ୨୦୧୬ ଫ୍ରେଞ୍ଚ୍ ଓପେନ୍ରେ ବିଶ୍ୱ କ୍ରମାଙ୍କ ୨ ରାଡ଼୍ୱାନ୍ସକାଙ୍କୁ ପରାସ୍ତ କରି କାୱରାଟର୍ଫାଇନାଲ୍ରେ ପହଁଞ୍ଚିଥିଲେ । ଏହାକୁ ମିଶାଇ ପିରୋନ୍କୋଭା ସର୍ବମୋଟ ୧୨ ଜଣ ଶ୍ରେଷ୍ଠ ୧୦ ଖେଳାଳିଙ୍କୁ ହରାଇଥିଲେ । ୨୦୧୭ ୱିମ୍ବେଲ୍ଡ଼ନ୍ ପ୍ରତିଯୋଗିତା ପରେ ପିରୋନ୍କୋଭ, ନିଜର ମହିଳା ପୋଷାକ ଓ ଜୀବନ ଶୈଳୀ ବ୍ରାଣ୍ଡ୍, ପିରୋନେଟିକ୍ର ବଜାର ପ୍ରବେଶ କରାଇଥିଲେ ।[୪][୫] ସେ ନ୍ୟୁୟର୍କ୍ ଟାଇମ୍ସଦ୍ୱାରା "cerebral" grass-court abilities ପାଇଁ ପ୍ରସିଦ୍ଧି ପାଇଥିଲେ ଓ ଏମ୍ଏସ୍ଏନ୍ଦ୍ୱାରା ସବୁଠାରୁ ସୁନ୍ଦରୀ ମହିଳା କ୍ରୀଡ଼ାବିତ୍ର ସମ୍ମାନ ପାଇଥିଲେ ।[୬][୭]
ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ସେମିଫାଇନାଲ୍, ୨୦୧୦
[ସମ୍ପାଦନା]
ୱିମ୍ବେଲ୍ଡ଼ନ୍ କ୍ୱାର୍ଟର୍ଫାଇନାଲ୍, ୨୦୧୧
[ସମ୍ପାଦନା]
ୟୁଏସ୍ ଓପେନ୍, ଚତୁର୍ଥ ରାଉଣ୍ଡ୍, ୨୦୧୨
[ସମ୍ପାଦନା]
ୱିମ୍ବେଲ୍ଡ଼ନ୍, ଚତୁର୍ଥ ରାଉଣ୍ଡ୍, ୨୦୧୩
[ସମ୍ପାଦନା]
ପ୍ରଥମ ଡବ୍ଲ୍ୟୁଟିଏ ପ୍ରତିଯୋଗିତା ବିଜୟ, ୨୦୧୪
[ସମ୍ପାଦନା]
ରୋଲାଣ୍ଡ୍ ଗ୍ୟାରୋସ୍ କ୍ୱାର୍ଟର୍ଫାଇନାଲ୍, ୨୦୧୬
[ସମ୍ପାଦନା]
ବୁଲ୍ଗେରିଆରେ ଶ୍ରେଷ୍ଠ ଉନ୍ନତି କରୁଥିବା ଖେଳାଳି - ୨୦୦୫[୮]
| ପ୍ରଖ୍ୟାତ ଖେଳାଳି |
| ଗ୍ରାଣ୍ଡ୍ସ୍ଲାମ୍ ପ୍ରତିଯୋଗିତା (୦-୦) |
| ଡବ୍ଲ୍ୟୁଟିଏ ଟୁର୍ ପ୍ରତିଯୋଗିତା (୦-୦) |
| ପ୍ରିମିଅର୍ ବାଧ୍ୟତାମୂଳକ ଓ ପ୍ରିମିଅର୍ ୫ (୦-୦) |
| ପ୍ରିମିଅର୍ (୧-୦) |
| ଆନ୍ତର୍ଜାତୀୟ (୦-୦) |
ଆଇଟିଏଫ୍ ସର୍କିଟ୍ ଫାଇନାଲ୍: ୧୩ (୬–୭)
[ସମ୍ପାଦନା]
| Legend |
| $୧୦୦,୦୦୦ ପ୍ରତିଯୋଗିତା |
| $୭୫,୦୦୦ ପ୍ରତିଯୋଗିତା |
| $୫୦,୦୦୦ ପ୍ରତିଯୋଗିତା |
| $୨୫,୦୦୦ ପ୍ରତିଯୋଗିତା |
| $୧୫,୦୦୦ ପ୍ରତିଯୋଗିତା |
| $୧୦,୦୦୦ ପ୍ରତିଯୋଗିତା |
| ଫଳାଫଳ |
କ୍ରମାଙ୍କ |
ଦିନାଙ୍କ |
ପ୍ରତିଯୋଗିତା |
ପୃଷ୍ଠା |
ଫାଇନାଲ୍ ପ୍ରତିଦ୍ୱନ୍ଦୀ |
ସ୍କୋର୍ |
| Runner-up |
୧ |
୧୮ ଅଗଷ୍ଟ ୨୦୦୨ |
Bucharest, Romania, ITF $10,000 |
ମାଟି |
Monica Niculescu |
1–6, 6–7(4–7) |
| ବିଜେତା |
୨ |
୨୯ ସେପ୍ଟେମ୍ବର ୨୦୦୨ |
Volos, Greece, ITF $10,000 |
Carpet |
Tina Schmassmann |
7–6(7–3), 7–5 |
| ବିଜେତା |
୩ |
୨୯ ଜୁନ୍ ୨୦୦୩ |
Orestiada, Greece, ITF $10,000 |
କଠିନ |
Simona Matei |
6–1, 6–4 |
| ବିଜେତା |
4. |
3 August 2003 |
Istanbul, Turkey, ITF $10,000 |
Hard |
İpek Şenoğlu |
7–6(7–2), 6–0 |
| Runner-up |
5. |
28 September 2003 |
Volos, Greece, ITF $10,000 |
Carpet |
Sesil Karatantcheva |
4–6, 6–2, 2–6 |
| Winner |
6. |
2 November 2003 |
Istanbul, Turkey, ITF $10,000 |
Hard |
Shahar Pe'er |
6–3, 6–2 |
| Runner-up |
7. |
21 November 2004 |
Barcelona, Spain, ITF $25,000 |
Clay |
Laura Pous Tió |
6–4, 5–7, 2–6 |
| Runner-up |
8. |
30 January 2005 |
Belfort, France, ITF $25,000 |
Hard |
Sandra Kleinová |
4–6, 3–6 |
| Winner |
9. |
10 April 2005 |
Rome, Italy, ITF $25,000 |
Clay |
ଛାଞ୍ଚ:Country data ROU Magda Mihalache |
7–5, 7–5 |
| Runner-up |
10. |
11 June 2005 |
Zagreb, Croatia, ITF $75,000 |
Clay |
Zuzana Ondrášková |
6–4, 4–6, 3–6 |
| Runner-up |
11. |
20 November 2005 |
Deauville, France, ITF $50,000 |
Clay |
Viktoriya Kutuzova |
4–6, 6–7(2–7) |
| Winner |
12. |
12 September 2007 |
Bordeaux, France, ITF $100,000 |
Clay |
Alizé Cornet |
6–2, 6–3 |
| Runner-up |
13. |
21 September 2008 |
Sofia, Bulgaria, ITF $100,000 |
Clay |
Nuria Llagostera Vives |
2–6, 3–6 |
Key
| W |
F |
SF |
QF |
#R |
RR |
Q# |
A |
P |
Z# |
PO |
G |
F-S |
SF-B |
NMS |
NH |
(W) Won; (F) finalist; (SF) semifinalist; (QF) quarterfinalist; (#R) rounds 4, 3, 2, 1; (RR) round-robin stage; (Q#) qualification round; (A) absent; (Z#) Davis/Fed Cup Zonal Group (with number indication) or (PO) play-off; (G) gold, (F-S) silver or (SF-B) bronze Olympic medal; a (NMS) downgraded Masters Series/1000 tournament; (NH) not held.
To avoid confusion and double counting, these charts are updated at the conclusion of a tournament or when the player's participation has ended.
Current through the ୨୦୧୭ ୱିମ୍ବେଲ୍ଡ଼ନ୍ ପ୍ରତିଯୋଗିତା.
ପିରୋନ୍କୋଭା ଗୋଟିଏ ଡବ୍ଲ୍ୟୁଟିଏ ଓ ୬ଟି ଆଇଟିଏଫ୍ ଏକକ ପ୍ରତିଯୋଗିତା ଜିତିଛନ୍ତି ।
Key
| W |
F |
SF |
QF |
#R |
RR |
Q# |
A |
P |
Z# |
PO |
G |
F-S |
SF-B |
NMS |
NH |
(W) Won; (F) finalist; (SF) semifinalist; (QF) quarterfinalist; (#R) rounds 4, 3, 2, 1; (RR) round-robin stage; (Q#) qualification round; (A) absent; (Z#) Davis/Fed Cup Zonal Group (with number indication) or (PO) play-off; (G) gold, (F-S) silver or (SF-B) bronze Olympic medal; a (NMS) downgraded Masters Series/1000 tournament; (NH) not held.
To avoid confusion and double counting, these charts are updated at the conclusion of a tournament or when the player's participation has ended.
Current through the 2014 US Open
| ବର୍ଷ | ୨୦୦୬ | ୨୦୦୭ | ୨୦୦୮ | ୨୦୦୯ | ୨୦୧୦ | ୨୦୧୧ | ୨୦୧୨ | ୨୦୧୩ | ୨୦୧୪ | ୨୦୧୫ | ୨୦୧୬ | ସମସ୍ତ |
| ବିଜୟ | ୧ | ୦ | ୧ | ୧ | ୨ | ୧ | ୨ | ୦ | ୩ | ୦ | ୧ | ୧୨ |
| # |
ଖେଳାଳି |
କ୍ରମାଙ୍କ |
ପ୍ରତିଯୋଗିତା |
ପୃଷ୍ଠ |
ରାଉଣ୍ଡ୍ |
ସ୍କୋର୍ |
TP କ୍ରମାଙ୍କ |
| ୨୦୦୬ |
| ୧ |
ଭେନସ୍ ୱିଲିୟମ୍ସ |
୧୦ |
ଅଷ୍ଟ୍ରେଲିଆନ୍ ଓପେନ୍, ମେଲ୍ବୋର୍ଣ୍ଣ, ଅଷ୍ଟ୍ରେଲିଆ |
କଠିନ |
ପ୍ରଥମ |
୨-୬, ୬-୦, ୯-୭ |
୯୫ |
| ୨୦୦୮ |
| ୨ |
ଆନ୍ନା ଇଭାନ୍ନୋଭିକ୍ |
୩ |
ଇଣ୍ଟର୍ନ୍ୟାସ୍ନାଲ୍ ବିଏନ୍ଆର୍ ଦି ଇଟାଲୀ, ରୋମ୍, ଇଟାଲୀ |
ମାଟି |
ଦ୍ୱିତୀୟ ରାଉଣ୍ଡ୍ |
୬-୪, ୫-୭, ୬-୨ |
୬୪ |
| ୨୦୦୯ |
| ୩ |
ବେରା ଭୋନାରେଭା |
୭ |
କ୍ରେମ୍ଲିନ୍ କପ୍, ମସ୍କୋ, ଋଷିଆ |
କଠିନ |
ଦ୍ୱିତୀୟ ରାଉଣ୍ଡ୍ |
୬-୦, ୬-୨ |
୧୨୬ |
| ୨୦୧୦ |
| ୪ |
ଏଲେନା ଡେମେଣ୍ଟିଭା |
୫ |
ପୋଲ୍ସାଟ୍ ଡ଼ାର୍ସା ଓପେନ୍, ୱାର୍ସା, ପୋଲାଣ୍ଡ |
ମାଟି |
ଦ୍ୱିତୀୟ ରାଉଣ୍ଦ୍ |
୭-୫, ୪-୬, ୬-୪ |
୧୦୦ |
| ୫ |
ଭେନସ୍ ୱିଲିୟମ୍ସ |
୨ |
ୱିମ୍ବେଲ୍ଡ଼ନ୍ ପ୍ରତିଯୋଗିତା, ଲଣ୍ଡନ୍, ଯୁକ୍ତରାଜ୍ୟ |
ଘାସ |
କ୍ୱାର୍ଟର୍ଫାଇନାଲ୍ସ |
୬-୨, ୬-୩ |
୮୨ |
| ୨୦୧୧ |
| ୬ |
ବେରା ଜୋନାରେଭା |
୩ |
ୱିମ୍ବେଲ୍ଡ଼ନ୍ ପ୍ରତିଯୋଗିତା, ଲଣ୍ଡନ୍, ଯୂକ୍ତରାଜ୍ୟ |
ଘାସ |
ତୃତୀୟ ରାଉଣ୍ଡ୍ |
୬-୨, ୬-୩ |
୩୩ |
| ୨୦୧୨ |
| ୭ |
ଲି ନା |
୯ |
ଓପେନ୍ ଜିଡ଼ିଏଫ୍ ସୁଏଜ୍, ପ୍ୟାରିସ୍, ଫ୍ରାନ୍ସ |
କଠିନ |
ପ୍ରଥମ ରାଉଣ୍ଡ୍ |
୭-୬(୭-୫), ୩-୨ ret. |
୫୦ |
| ୮ |
ଅଗ୍ନିସ୍କା ରାଡ଼୍ୱାନ୍ସକା |
୩ |
ଏଇଗନ୍ ଆନ୍ତର୍ଜାତୀୟl, ଇଷ୍ଟ୍ବୋର୍ଣ୍ଣ, ଯୁକ୍ତରାଜ୍ୟ |
ଘାସ |
ପ୍ରଥମ ରାଉଣ୍ଡ୍ |
୬-୨, ୬-୪ |
୪୦ |
| ୨୦୧୪ |
| ୯ |
ସାରା ଇରାନୀ |
୭ |
ଆପିଆ ଇଣ୍ଟର୍ନ୍ୟାସ୍ନାଲ୍ ସିଡ଼ନୀ, ସିଡ଼ନୀ, ଅଷ୍ଟ୍ରେଲିଆ |
କଠିନ |
କ୍ୱାର୍ଟର୍ଫାଇନାଲ୍ସ |
୭-୬(୭-୨), ୬-୩ |
୧୦୭ |
| ୧୦ |
ପେଟ୍ରା କିଟୋଭା |
୬ |
ଆପିଆ ଇଣ୍ଟର୍ନ୍ୟାସ୍ନାଲ୍ ସିଡ଼ନୀ, ସିଡ଼ନୀ, ଅଷ୍ଟ୍ରେଲିଆ |
କଠିନ |
ସେମିଫାଇନାଲ୍ସ |
୬-୪, ୬-୩ |
୧୦୭ |
| ୧୧ |
ଆଞ୍ଜେଲିକ୍ କରବେର୍ |
୯ |
ଆପିଆ ଇଣ୍ଟର୍ନ୍ୟାସ୍ନାଲ୍ ସିଡ଼ନୀ, ସିଡ଼ନୀ, ଅଷ୍ଟ୍ରେଲିଆ |
କଠିନ |
ଫାଇନାଲ୍ |
୬-୪, ୬-୪ |
୧୦୭ |
| ୨୦୧୬ |
| ୧୨ |
ଅଗ୍ନିସ୍କା ରାଡ଼୍ୱାନ୍ସକା |
୨ |
ଫ୍ରେଞ୍ଚ ଓପେନ୍, ପ୍ୟାରିସ୍, ଫ୍ରାନ୍ସ |
ମାଟି |
ଚତୁର୍ଥ ରାଉଣ୍ଡ୍ |
୨-୬, ୬-୩, ୬-୩ |
୧୦୨ |