Jump to content

ଉଇକିପିଡ଼ିଆ:ଉଇକିପ୍ରକଳ୍ପ ମହିଳା

ଉଇକିପିଡ଼ିଆ‌ରୁ
ଉଇକିପ୍ରକଳ୍ପ

ମହିଳା

 
ଗୁଣାତ୍ମକ ମହିଳା ସମ୍ବନ୍ଧିତ ପ୍ରସଙ୍ଗ ଗଠନ କରିବା ଆମର ଲକ୍ଷ୍ୟ

ସମୁଦାୟ ୧୮୭ ପ୍ରସଙ୍ଗ

ପ୍ରକଳ୍ପର ଲକ୍ଷ୍ୟ

[ସମ୍ପାଦନା]

ଉଇକିପ୍ରକଳ୍ପ ମହିଳା, ପ୍ରତିଷ୍ଠିତ ମହିଳାମାନଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ଉଦ୍ଦିଷ୍ଟ ।

ପ୍ରସଙ୍ଗ

[ସମ୍ପାଦନା]

ନୂଆକରି ଗଢ଼ିଥିବା ବା ସମୃଦ୍ଧ କରିଥିବା ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ {{ଉଇକିପ୍ରକଳ୍ପ ମହିଳା}} ଛାଞ୍ଚଟିକୁ ବ୍ୟବହାର କରନ୍ତୁ । କୌଣସି ପ୍ରସଙ୍ଗରେ ଛାୟାଚିତ୍ର ନଥିଲେ, ତା'ର ଆଲୋଚନା ପୃଷ୍ଠାରେ {{Image requested}} ଛାଞ୍ଚଟିକୁ ଯୋଡି ଦିଅନ୍ତୁ । ଯଦି ତାଲିକା ମଧ୍ଧ୍ୟରେ କୌଣସି ପ୍ରତିଷ୍ଠିତ ମହିଳାଙ୍କ ନାମ ନଥାଏ, ତେବେ ଉପଯୁକ୍ତ ବିଭାଗରେ ଆପଣ ତାଙ୍କୁ ଯୋଡ଼ିପାରିବେ ।

ଗୁଣାତ୍ମକ ପ୍ରସଙ୍ଗ ପରିସଂଖ୍ୟନ

[ସମ୍ପାଦନା]

ନିକୃଷ୍ଟ ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡି, ଗୁଣାତ୍ମକ ପ୍ରସଙ୍ଗ ଗଠନରେ ସହାୟକ ହୁଅନ୍ତୁ ।

ମାନ ସଂଖ୍ୟା
ସର୍ବୋତ୍କୃଷ୍ଟ ପ୍ରସଙ୍ଗ (>୧,୦୦,୦୦୦ ବାଇଟସ୍) ଶ୍ରୀଦେବୀ, ଆନି ବେସାନ୍ତ
ନିକୃଷ୍ଟ ପ୍ରସଙ୍ଗ (<୫,୦୦୦ ବାଇଟସ୍) ରୀତା ତରାଇ, ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ସରସ୍ୱତୀ ପ୍ରଧାନ, ପ୍ରମିଳା ବହିଦାର, ଆଲିସା ଦାସ, ବିଦୂଷୀ ଦାସ ବାର୍ଦେ, ଅର୍ଚ୍ଚନା ନାୟକ, ନିବେଦିତା ଆଚାର୍ଯ୍ୟ, ମୁନି ଟିଗା, ଭାଲେନା ଭାଲେଣ୍ଟିନା, ପ୍ରମିଳା ପ୍ରଭା ମିଞ୍ଜ, ଗୁରୁବାରୀ ମେହେର

ପ୍ରକଳ୍ପକୁ ଉନ୍ନତ କରିଥିବା ବ୍ୟବହାରକାରୀଗଣ

[ସମ୍ପାଦନା]

(ତଳେ ନିଜ ନାମ ଯୋଡନ୍ତୁ)

ଅବଦାନ କରୁଥିବା ବ୍ୟବହାରକାରୀ ନିଜ ବ୍ୟବହାରକାରୀ ପୃଷ୍ଠାରେ {{ଉଇକିପ୍ରକଳ୍ପ ମହିଳାର ଅବଦାନକାରୀ}} ଛାଞ୍ଚଟିକୁ ବ୍ୟବହାର କରିପାରିବେ, ଯାହା ନିମ୍ନମତେ ଦେଖାଇବ:

ଏହି ବ୍ୟବହାରକାରୀଙ୍କର ଉଇକିପ୍ରକଳ୍ପ ମହିଳା ପାଇଁ ଅବଦାନ ରହିଛି



ନାମ ନୂତନ ଗଢ଼ା ପ୍ରସଙ୍ଗ ସଂଖ୍ୟା
Abha Pradhan (talk) ୧୧୨
ସଂଗ୍ରାମ କେଶରୀ ସେନାପତି (ଆଲୋଚନା) ୧୬
Saileshpat (ମୋ ଆଲୋଚନା) ୨୦:୪୧, ୨୧ ମାର୍ଚ୍ଚ ୨୦୧୮ (IST)[reply]

ଯୋଗାଯୋଗ

[ସମ୍ପାଦନା]

Abha Pradhan