Jump to content

ପ୍ୟାରୀ ଖାକା

ଉଇକିପିଡ଼ିଆ‌ରୁ
ପ୍ୟାରୀ ଖାକା
Personal information
Date of birth (1997-05-18) ୧୮ ମଇ ୧୯୯୭ (ବୟସ ୨୯)
Place of birth ଓଡ଼ିଶା
Playing position ଫର୍‌ୱାର୍ଡ
Club information
Current team
ରାଇଜିଂ ଷ୍ଟୁଡ଼େଣ୍ଟ୍
Youth career
କୁଅଁରମୁଣ୍ଡା
Senior career*
Years Team Apps (Gls)
୨୦୧୬- ବର୍ତ୍ତମାନ ରାଇଜିଂ ଷ୍ଟୁଡ଼େଣ୍ଟ୍ ୧୧ (୧୪)
National team‡
2014 India U19
2015– India 3 (0)

* Senior club appearances and goals counted for the domestic league only and correct as of ୧୪ ଫେବୃଆରୀ ୨୦୧୭.

‡ National team caps and goals correct as of ୨୪ ଜୁଲାଇ ୨୦୧୬

ପ୍ୟାରୀ ଖାକା (ଜନ୍ମ ୧୮ ମଇ ୧୯୯୭) ଜଣେ ଭାରତୀୟ ମହିଳା ଆନ୍ତର୍ଜାତୀୟ ଫୁଟ୍‌ବଲ୍ ଖେଳାଳି ଯେ ରାଇଜିଂ କ୍ଲବ୍ ଓ ଭାରତୀୟ ମହିଳା ଜାତୀୟ ଦଳ ତରଫରୁ ଫର୍‌ୱାର୍ଡ ଭାବେ ଖେଳନ୍ତି ।

ଜାଜା ୧୯ ବର୍ଷରୁ କମ୍ ଭାରତୀୟ ଦଳରେ ଖେଳିସାରିବା ପରେ ୨୦୧୫ରେ ସିନିଅର୍ ଦଳ ପାଇଁ ୨୦୧୫ରେ ଖେଳିଥିଲେ ।[୧] ସେ ସେହିବର୍ଷ ଏଆଇଏଫ୍ଏଫ୍‌ ଉଦୀୟମାନ ମହିଳା ଫୁଟ୍‌ବଲ୍ ଖେଳାଳି ଭାବେ ସମ୍ମାନିତ ହୋଇଥିଲେ ।[୨] ୨୦୧୬ ଦକ୍ଷିଣ ଏସୀୟ ପ୍ରତିଯୋଗିତା, ସିଲଂରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।

କ୍ଲବ୍ ଜୀବନ

[ସମ୍ପାଦନା]

ଖାକା ଓଡ଼ିଶାର କୁଅଁରମୁଣ୍ଡାରେ ଥିବା କ୍ଲବ୍‌ରେ ନିଜ ଫୁଟ୍‌ବଲ୍ ଜୀବନ ଆରମ୍ଭ କରିଥିଲେ ।[୩] ସେ ୨୦୧୬-୧୭ରେ ଭାରତୀୟ ମହିଳା ଲିଗ୍‌ର ପ୍ରଥମ ସିଜିନ୍ ଖେଳିବା ପାଇଁ ରାଇଜିଂ ଷ୍ଟୁଡ଼େଣ୍ଟ୍ ସ‌ହ ଚୁକ୍ତି କରିଥିଲେ । ସେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୪ଟି ଗୋଲ୍ ଓ ଶେଷ ପର୍ଯ୍ୟୟରେ ୪ଟି ଗୋଲ୍ ଦେଇଥିଲେ । ଫାଇନାଲ୍‌ରେ ତାଙ୍କ ଦଳ ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିଅନଠାରୁ ହାରିଯାଇଥିଲା ।[୪]

ସମ୍ମାନ

[ସମ୍ପାଦନା]

ଆନ୍ତର୍ଜାତୀୟ

[ସମ୍ପାଦନା]

ବ୍ୟକ୍ତିଗତ

[ସମ୍ପାଦନା]
  • ଏଆଇଏଫ୍ଏଫ୍‌ ଉଦୀୟମାନ ମହିଳା ଫୁଟ୍‌ବଲ୍ ଖେଳାଳି: ୨୦୧୫[୨]
  1. ↑ "A youthful breeze flows in the Indian Women's National Team". All India Football Federation. 6 February 2016. Retrieved 18 February 2017.
  2. 1 2 "Eugenson Lyngdoh voted '2015 AIFF Player of the Year'". All India Football Federation. 20 December 2015. Retrieved 18 February 2017.
  3. ↑ "Pyari Xaxa profile". orisports,com. Archived from the original on 18 February 2017. Retrieved 18 February 2017.
  4. ↑ "Eastern Sporting Union win inaugural Indian Women's League". ESPN. espn.in. 14 February 2017. Retrieved 18 February 2017.