ପୁନମ ବାର୍ଲା

ଉଇକିପିଡ଼ିଆ‌ରୁ
ପୁନମ ବାର୍ଲା
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ଜନ୍ମ (1995-02-10) ୧୦ ଫେବୃଆରୀ ୧୯୯୫ (ବୟସ ୨୯)
ଓଡ଼ିଶା, ଭାରତ
Sport
ଦେଶଭାରତ
କ୍ରୀଡ଼ାଫିଲ୍ଡ ହକି
Clubଓଡ଼ିଶା

ପୁନମ ବାର୍ଲା (ଜନ୍ମ ଫେବୃଆରୀ ୧୦,୧୯୯୫) ଭାରତୀୟ ମହିଳା ଜାତୀୟ ଫିଲ୍ଡ ହକି ଦଳର ସଦସ୍ୟ, ଯେ ଦଳରେ ଫର୍‌ୱାର୍ଡ ଭାବେ ଖେଳନ୍ତି । ଓଡ଼ିଶାର ଏହି ଖେଳାଳୀ ୨୦୧୫ରେ ସ୍ପେନ୍ ବିପକ୍ଷରେ ତାଙ୍କର ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ ।[୧][୨] ୨୦୧୭ରେ ଏସୀୟ ଚାମ୍ପିୟନ୍ ହକି ଟେଷ୍ଟରେ ଭାରଟୀୟ ଦଳର ସେ ସଦସ୍ୟ ଥିଲେ ଓ ବେଲାରୁଷକୁ ୫-୧ରେ ହରାଇବାରେ ତାଙ୍କର ଅବଦାନ ଥିଲା [୩]

ଆଧାର[ସମ୍ପାଦନା]

  1. http://zeenews.india.com/sports/sports/hockey/indian-women-play-0-0-draw-with-spain-in-hockey-test-series_1547017.html
  2. "Hockey India - Punam Barla". Archived from the original on 2016-08-08. Retrieved 2018-01-23.
  3. [୧][permanent dead link], Asian champions India thrash Belarus 5-1 in women's Hockey Test