ଅଙ୍କିତା ମହାପାତ୍ର

ଉଇକିପିଡ଼ିଆ‌ରୁ
ଅଙ୍କିତା ମହାପାତ୍ର
Born
Nationalityଭାରତୀୟ
Occupationମଡ଼େଲ୍
Height5 ft 7 in (1.70 m)
Parentସୌଦାମିନୀ ମହାପାତ୍ର ଓ ସଂଗ୍ରାମ ମହାପାତ୍ର

ଅଙ୍କିତା ମହାପାତ୍ର (ପାୟଲ୍ ନାମରେ ମଧ୍ୟ ଜଣା), ଜଣେ ଓଡ଼ିଆ ମଡେଲ ।[୧] ୨୦୦୯ରେ ସେ ଫେମିନା ମିସ୍ ଇଣ୍ଡିଆ ଇଷ୍ଟ୍ ଓ ଗ୍ଲାଡ୍ରାଗ୍‌ସ ମେଗା ମଡେଲ୍ ଜିତିଥିଲେ, ଏହାପରେ ୨୦୧୧ ମସିହାରେ ବଲିଉଡ୍ ମିସ୍ ଫେମିନା ଦୀଭା ସମ୍ମାନରେ ସମ୍ମାନିତ ହୋଇଥିଲେ ।[୨]

ଆଦ୍ୟ ଜୀବନ[ସମ୍ପାଦନା]

ଅଙ୍କିତା ମହାପାତ୍ର, ସିଲିକନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି, ଭୁବନେଶ୍ୱରରୁ ୨୦୦୮ ମସିହାରେ ଇଲେକ୍‌ଟ୍ରୋନିକ୍‌ସ ଓ ଏଲି କମ୍ୟୁନିକେସନ୍‌ରେ ସ୍ନାତ୍ତକ ଲାଭ କରିଥିଲେ[୩] । ଏହା ପରେ ମଡ଼େଲିଂରେ ବୃତ୍ତି ପାଇଁ ସେ ମୁମ୍ବାଇ ଚାଲିଯାଇଥିଲେ ।[୪] ଏହାପରେ ସେ ଆକ୍ଟର ପ୍ରିପେୟାର୍‌ସ, ମୁମ୍ବାଇରୁ ଏକ ୩ ମାସିଆ ଡିପ୍ଲୋମା ପାଠ୍ୟକ୍ରମ କରିଥିଲେ ।[୫] ସେ ଗ୍ଲାଡ୍ରାଗ୍‌ସ ମେଗା ମଡ଼େଲ୍ ୨୦୦୯ର ପ୍ରସ୍ତୁତି ପାଇଁ ତିଆରା ବିୟୁଟି ପିଜାଣ୍ଟ୍ ଟ୍ରେନିଂ ଷ୍ଟୁଡ଼ିଓରେ ରୀତିକା ରାମତ୍ରୀ କୁମାରଙ୍କ ତ‌ତ୍ତ୍ୱାବଧାନରେ ପ୍ରସ୍ତୁତ ହୋଇଥିଲେ[୬]

ସମ୍ମାନ[ସମ୍ପାଦନା]

  • ୨୦୦୯ରେ ସେ ଫେମିନା ମିସ୍ ଇଣ୍ଡିଆ ଇଷ୍ଟ୍ ଓ ଗ୍ଲାଡ୍ରାଗ୍‌ସ ମେଗା ମଡେଲ୍ ଜିତିଥିଲେ ।[୭]
  • ୨୦୧୧ ମସିହାରେ ବଲିଉଡ୍ ମିସ୍ ଫେମିନା ଦୀଭା ସମ୍ମାନରେ ସମ୍ମାନିତ ହୋଇଥିଲେ ।[୨]
  • ୨୦୧୧ରେ ସେ ପାଣ୍ଟାଲୁନ୍ ଫେମିନା ମିସ୍ ଇଣ୍ଡିଆର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ ଉତ୍ତୀର୍ଣ୍ଣ ହୋଇଥିଲେ ।[୮]
  • ସେ ମଧ୍ଧ୍ୟ ଗୀତାଞ୍ଜଳୀ ମୋଷ୍ଟ ବିଉଟିଫୁଲ୍ ସମ୍ମାନ ପାଇଥିଲେ ।[୯]
  • ଫରଏଭର୍ ଫେମିନା ମିସ୍ ଟ୍ରାଡ଼ିସ୍‌ନାଲ୍ ସମ୍ମନ ବିଜେତା[୧୦]

ଆଧାର[ସମ୍ପାଦନା]

  1. "5 Odia Girls Who Made It Big in the Glam World | Sambad English". ସମ୍ବାଦ. Sambad English. 9 December 2015. Retrieved 25 January 2020.
  2. ୨.୦ ୨.୧ [୧], Bollywood calling Ankita Mohapatra!
  3. [୨] Archived 2018-02-05 at the Wayback Machine., Biodata and personal information of Ankita Mahapatra Femina Miss India Contestant
  4. [୩] Archived 2018-02-05 at the Wayback Machine., Ankita Mahapatra Profile of Miss India 2011 Contestant from Bhubaneswar
  5. [୪] Archived 2019-01-27 at the Wayback Machine., ACTOR PREPARES GRADUATE ANKITA MOHAPATRA TO STAR IN A SAJID NADIADWALA PRODUCTION.
  6. [୫], ODIYA GIRL ANKITA MOHAPATRA WINS GLADRAGS MEGAMODEL 2009
  7. [୬] Archived 2018-02-05 at the Wayback Machine., Ankita Mahapatra Profile of Miss India 2011 Contestant from Bhubaneswar
  8. [୭] Archived 2018-02-05 at the Wayback Machine., Ankita Mahapatra Profile of Miss India 2011 Contestant from Bhubaneswar
  9. [୮], https://www.odisha360.com/explore-odisha/odia-personalities/ankita-mohapatra/
  10. [୯], Sajid's Bollywood Diva - Ankita Mohapatra (Femina Miss India 2011)

ବାହ୍ୟ ଆଧାର[ସମ୍ପାଦନା]