Jump to content

ଦୂର୍ବା ବାନାର୍ଜୀ

ଉଇକିପିଡ଼ିଆ‌ରୁ
ଦୂର୍ବା ବାନାର୍ଜୀ
ଜନ୍ମ
ବୈବାହିକ-ସାଥୀଅବିବାହିତା

ଦୂର୍ବା ବାନାର୍ଜୀ ୧୯୫୬ରେ ଇଣ୍ଡିଆନ୍ ଏୟାର୍‌ଲାଇନ୍‌ସର ପ୍ରଥମ ପାଇଲଟ୍ ଥିଲେ ଓ ପ୍ରଥମ ଭାରତୀୟ ମହିଳା ବ୍ୟବସାୟିକ ପାଇଲଟ୍ ।[][][]

ଆଦ୍ୟ ଜୀବନ

[ସମ୍ପାଦନା]

ଛୋଟବେଳୁ ବାନାର୍ଜୀ ଉଡ଼ାଜାହଜ ଓ ଉଡ଼ିବାକୁ ଭଲପାଉଥିଲେ ଓ ପାଇଲଟ୍ ହେବାର ସ୍ୱପ୍ନ ଦେଖିଥିଲେ । ସେ ତାଙ୍କ ସମୟରେ ଚିରାଚରିତ ଧାରାକୁ ଭାଙ୍ଗିବା ସ‌ହ ପ୍ରଥମ ମହିଳା ଭାବେ ଏହି ପଦରେ ଯୋଗ ଦେଇଥିଲେ ।[]

ବୃତ୍ତି

[ସମ୍ପାଦନା]

ବାନାର୍ଜୀ ତାଙ୍କର ପେଶାଗତ ଜୀବନ ୧୯୫୯ରେ ଡିସିଟି ପାଇଲଟ୍ ଭାବେ ଏୟାର୍ ସର୍ଭେ ଅଫ୍ ଇଣ୍ଡିଆରେ ଏକ ଡାକୋଟା ଉଡ଼ାଇ ଆରମ୍ଭ କରିଥିଲେ ।[][]

ସେ ୧୯୬୬ରେ ଈଣ୍ଡିଆନ୍ ଏୟାର୍‌ଲାଇନ୍‌ସରେ ଯୋଗ ଦେବା ପାଇଁ କଲିକତା ଆସିଥିଲେ ଓ ପରେ ୧୯୮୮ରେ ଅବସର ନେଇଥିଲେ ।[] ଏହା ଶୁଣାଯାଏ ଯେ, ଯେତେବେଳେ ସେ ବ୍ୟବସାୟିକ ପାଇଲଟ୍ ପାଇଁ କାନ୍ଦ୍ରୀୟ ବାୟୁ ପରିବ‌ହନ ମନ୍ତ୍ରୀ ହୁମାୟୁନ୍ କବୀରଙ୍କୁ ଦେଖାକରିଥିଲେ, ସେ ତାଙ୍କୁ ପାଇଲଟ୍ ବଦଳରେ ଫ୍ଲାଇଟ୍ ଆଟେଡ଼ାଣ୍ଟ୍‌ର ପଦବୀ ଦେଇଥିଲେ ।[]

ତାଙ୍କର ସର୍ବାଧିକ ୧୮୫୦୦ ଘଣ୍ଟା ଉଡ଼ାଇବାର ରେକର୍ଡ ଅଛ ।[][]

  • ସେF27 turbo prop ଏୟାର୍‌କ୍ରାଫ୍ଟ୍‌ର କମାଣ୍ଡର ହୋଇଥିଲେ ।[]
  • B737 200 ସିରିଜର ବଜାର ପ୍ରବେଶ ସ‌ହ ସେ Boeing737 ଉଡ଼ାଇବା ପାଇଁ ନିଜକୁ ଜେଟ୍ ପାଇଲଟ୍ ଭାବେ ପ୍ରବେଶ କରାଇଥିଲେ ।[]
  • ସେ ମଧ୍ୟ Airbus 300 ଉଡ଼ାଇଛନ୍ତି ।[]
  1. "ଆର୍କାଇଭ୍ କପି". Archived from the original on 2017-09-23. Retrieved 2018-05-09. {{cite web}}: Cite has empty unknown parameter: |1= (help)
  2. http://archive.indianexpress.com/news/first-indian-woman-to-command-jet-engine-aircraft-retires/598384/
  3. http://www.thehindu.com/todays-paper/tp-features/tp-youngworld/one-hundred-years-of-flying-high/article2587830.ece
  4. 1 2 3 4 5 "Biographical Sketch". Retrieved 10 March 2015.
  5. 1 2 3 4 "History of Airlines". Archived from the original on 25 December 2018. Retrieved 10 March 2015.
  6. "ଆର୍କାଇଭ୍ କପି". Archived from the original on 2020-01-03. Retrieved 2018-05-09. {{cite web}}: Cite has empty unknown parameter: |1= (help)