ନଳିନୀ ମଳାନୀ
ଦେଖଣା
ନଳିନୀ ମଳାନୀ | |
---|---|
ଜନ୍ମ | 1946 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । କରାଚୀ ବ୍ରିଟିଶ ଭାରତ |
ଜାତୀୟତା | ଭାରତୀୟ |
ବିଭାଗ | ଚଳମାନ କଳା |
ପ୍ରଶିକ୍ଷଣ | ସାର୍ ଜାମସେତଜୀ ଜୀଜୈଭୟ ସ୍କୁଲ୍ ଅଫ୍ ଆର୍ଟ ବମ୍ବେ |
ଆଦ୍ୟ ଜୀବନ ଓ ଶିକ୍ଷା
[ସମ୍ପାଦନା]୧୯୪୬ରେ କରାଚୀ ଜନ୍ମିତ ମଲାନୀ, ଭାରତ ବିଭାଜନ ପରେ ଭାରତକୁ ଶରଣାର୍ଥୀ ଭାବେ ଚାଲିଆସିଥିଲେ ।[୧] ମଲାନୀ ବିଭାଜନର ଅଳ୍ପ ସମୟ ପୂର୍ବରୁ ପୂର୍ବ ଭାରତ, ଯାହା କୋଲକାତା ଭାବେ ଜଣାଶୂଣା, ସେଠାକୁ ଚାଲି ଆସିଥିଲେ । ୧୯୫୮ରେ ସେ ତାଙ୍କ ପରିବାର ସହ ମୁମ୍ବାଇରେ ରହିବାକୁ ଲାଗିଲେ ।[୨]
ଆଧାର
[ସମ୍ପାଦନା]- ↑ Sharma, Meara; Peck, Henry (7 March 2013). "A Conversation With: Video Artist Nalini Malani". The New York Times.
- ↑ Juncosa, Enrique; Malani, Nalini; McEvilley, Thomas; Pijnappel, Johan; Sambrani, Chaitanya (2007). Nalini Malani. Dublin: Irish Museum of Modern Art. ISBN 8881586444.