ବାନୋ ଜାହାଙ୍ଗୀର କୋୟାଜୀ
ବାନୋ ଜାହାଙ୍ଗୀର କୋୟାଜୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୭ ସେପ୍ଟେମ୍ବର ୧୯୧୭[୧] |
ମୃତ୍ୟୁ | ୧୫ ଜୁଲାଇ ୨୦୦୪ (ବୟସ ୮୬) |
ପୁନେ, ଭାରତ | |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଗ୍ରାଣ୍ଟ ଡାକ୍ତରୀ ମହାବିଦ୍ୟାଳୟ ସେଣ୍ଟ୍ ଭିସେଣ୍ଟସ୍ ଉଚ୍ଚ ବିଦ୍ୟାଳୟ, ପୁନେ |
ପ୍ରସିଦ୍ଧି | |
ପୁରସ୍କାର | |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ଔଷଧ |
କର୍ମାନୁଷ୍ଠାନ | King Edward Memorial Hospital, Pune |
ବାନୋ ଜାହାଙ୍ଗୀର କୋୟାଜୀ (୨୨ ଅଗଷ୍ଟ ୧୯୧୮ – ୧୫ ଜୁଲାଇ ୨୦୦୪) ପରିବାର ନିୟୋଜନ ଓ ଜନସଂଖ୍ୟା ନିୟନ୍ତ୍ରଣରେ ଜଣେ ଭାରତୀୟ ଡାକ୍ତର । ସେ ପୁନେର କିଙ୍ଗ୍ ଏଡୱାର୍ଡ୍ ମେମୋରିଆଲ୍ ଚିକିତ୍ସାଳୟର ନିର୍ଦ୍ଦେଶକ ଥିଲେ ଓ ଭାରତର ତୃତୀୟ ବୃହତ୍ତ ରାଜ୍ୟ ମହାରାଷ୍ଟ୍ରର ଗ୍ରାମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ କାମ କରିଥିଲେ । ସେ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା ଥିଲେ ।
ସେ ୧୯୮୯ରେ ପଦ୍ମ ଭୂଷଣ[୨] ଓ ୧୯୯୩ରେ ରମଣ ମାଗାସେସେ ସମ୍ମାନ ପାଇଥିଲେ ।[୩]
ଆଧାର[ସମ୍ପାଦନା]
- ↑ "Dr. Banoo Coyaji (1917-2004)". King Edward Memorial Hospital. Retrieved 31 August 2013.
- ↑ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 November 2014. Retrieved July 21, 2015.
- ↑ "Social worker Banoo Coyaji passes away". Times of India. Retrieved 31 August 2013.