ଫ୍ଲୋସି କୋହେନ୍
ଦେଖଣା
ଫ୍ଲୋସି କୋହେନ୍ ୧୯୨୫ରେ କଲିକତାରେ ଜନ୍ମ ହୋଇଥିଲେ । ପରେ ସେ ଯୁକ୍ତରାଷ୍ଟ୍ରକୁ ସ୍ଥାନାନ୍ତରିତ ହୋଇଥିଲେ ଓ ୧୯୫୦ରେ ବଫାଲୋ ବିଶ୍ୱବିଦ୍ୟାଳୟରୁ ଔଷଧରେ ସ୍ନାତ୍ତକ ଅର୍ଜନ କରିଥିଲେ । ସେ ବ୍ରୁକଲିନ୍ ଜିଉସ୍ ହସ୍ପିଟାଲ୍ ଓ ମେଡିକାଲ୍ ସେଣ୍ଟରରୁ ଶିଶୁ ରୋଗରେ ଉଚ୍ଚଶିକ୍ଷା ଲାଭ କରିଥିଲେ ଓ ମିତିଗାନର ଶିଶୁ ଚିକିତ୍ସାଳୟରେ ଯୋଗ ଦେଇଥିଲେ । ସେଠାରେ ସେ ଶିଶୁରୋଗ ଓ ନିଓନାଟାଲ୍ ଇମୁନୋଲୋଜି ବିଷୟପେ ଗବେଷଣା ଆରମ୍ଭ କରିଥିଲେ । ସେ ଚିକିତ୍ସାଳୟର କ୍ଲିନିକାଲ୍ ଇମୁନୋଲୋଜି ବିଜ୍ଞାନାଗାର ଓ କ୍ଲିନିକାଲ୍ ଇମୁନୋଲୋଜି ଓ ରୁମାଟୋଲୋଜି ପାଇଁ ଏହାର ସେବା ପ୍ରତିଷ୍ଠା କରିଥିଲେ । ସେ ୧୯୯୨ରେ ଅବସର ନେବା ପର୍ଯ୍ୟନ୍ତ ଉଭୟ ବିଭାଗର ନିର୍ଦ୍ଦେଶନା ଦେଉଥିଲେ ।[୧] ସେ ୱେନ୍ ଷ୍ଟେଟ୍ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନର ଅଧ୍ୟକ୍ଷ ମଧ୍ୟ ଥିଲେ ।[୨]
ଆଧାର
[ସମ୍ପାଦନା]- ↑ "Flossie Cohen". Jewish Women's Archive. Retrieved 23 October 2017.
- ↑ "Flossie Cohen" (PDF). Michigan Women's Hall of Fame. Archived from the original (PDF) on 28 March 2017. Retrieved 23 October 2017.