ଅମିତା ଅଗ୍ରୱାଲ୍
ଦେଖଣା
ଅମିତା ଅଗ୍ରୱାଲ୍ | |
|---|---|
| Born | ୧୯୬୦ (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" । ଭାରତ |
| Alma mater | |
| Known for | ଅଟୋଇମ୍ୟୁନୁ ରୁମାଟିକ୍ ରୋଗ |
| Awards |
|
| ବିଜ୍ଞାନୀ ଜୀବନ | |
| କ୍ଷେତ୍ର | |
| କର୍ମାନୁଷ୍ଠାନ | |

ଅମିତା ଅଗ୍ରୱାଲ୍, ୧୯୬୦ ଜନ୍ମିତ,[୧] ଅଖିଳ ଭାରତୀୟ ଚିକିତ୍ସା ପ୍ରତିଷ୍ଠାନ, ଦିଲ୍ଲୀରୁ ସ୍ନାତ୍ତକୋତ୍ତର ଓ ସଞ୍ଜୟ ଗାନ୍ଧୀ ପୋଷ୍ଟ୍ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସରୁ କ୍ଲିନିକାଲ୍ ଇମୁନୋଲୋଜିରେ ଡିଏମର ଡିଗ୍ରୀ ପାଇଥିଲେ ।[୨] ସଞ୍ଜୟ ଗାନ୍ଧୀ ଅନୁଷ୍ଠାନରେ ୧୯୯୬ରେ ସେ ତାଙ୍କର କର୍ମ ଜୀବନ ଆରମ୍ଭ କରିଥିଲେ । ସେ କ୍ଲିନିକାଲ୍ ଇମୁନୋଲୋଜି ଓ ରୁମାଟୋଲୋଜି ବିଭାଗର ଅଧ୍ୟକ୍ଷ ଥିଲେ ।[୩]
ଆଧାର
[ସମ୍ପାଦନା]- ↑ "NASI fellows". National Academy of Sciences, India. 2017-11-12. Archived from the original on 2013-07-26. Retrieved 2017-11-12.
- ↑ "Current faculty". Sanjay Gandhi Postgraduate Institute of Medical Sciences. 2017-12-16. Archived from the original on 2017-03-04. Retrieved 2017-12-16.
- ↑ "New Department for Rheumatology and Clinical Immunology Inaugurate". www.amrita.edu (in ଇଂରାଜୀ). 2017-12-16. Retrieved 2017-12-16.
ବାହ୍ୟ ଆଧାର
[ସମ୍ପାଦନା]- Aggarwal, Amita (2011-09-04). "2S17 SGPGIMS" (YouTube video). TRACS India. Retrieved 2017-12-16.