Jump to content

ସବିତା ଇନ୍ଦ୍ର ରେଡ୍ଡୀ

ଉଇକିପିଡ଼ିଆ‌ରୁ
ଶ୍ରୀମତୀ

ସବିଥା ଇନ୍ଦ୍ର ରେଡ୍ଡୀ
ଗୃହ, କାରାଗାର ଓ ଦୁର୍ବିପାକ ମନ୍ତ୍ରୀ
ଆନ୍ଧ୍ରପ୍ରଦେଶର ପ୍ରଥମ ଗୃହମନ୍ତ୍ରୀ
କାର୍ଯ୍ୟକାଳ
୨୦୦୯  ୨୦୧୪
ଖଣି ଓ ଭୂତ‌ତ୍ତ୍ୱ ମନ୍ତ୍ରୀ
କାର୍ଯ୍ୟକାଳ
୨୦୦୪  ୨୦୦୯
Member of Legislative Assembly from Chevella
କାର୍ଯ୍ୟକାଳ
୨୦୦୪  ୨୦୧୪
ବ୍ୟକ୍ତିଗତ ସବିଶେଷ
ଜନ୍ମ୫ ମଇ ୧୯୬୩
ହାଇଦ୍ରାବାଦ୍
ଜାତୀୟତାଭାରତୀୟ
ଜୀବନ ସାଥୀପି ଇନ୍ଦ୍ର ରେଡ୍ଡୀ (ସ୍ୱର୍ଗୀୟ)
ସନ୍ତାନ୩ ପୁଅ
ଘରହାଇଦ୍ରାବାଦ, ଭାରତ.

ପାଟଲୋଲା ସବିଥା ଇନ୍ଦ୍ର ରେଡ୍ଡୀ ଜଣେ ଭାରତୀୟ ରେଜନୀତିଜ୍ଞ । ସେ ଆନ୍ଧ୍ଋପ୍ରଦେଶର ପ୍ରଥମ ମହିଳା ଗୃହମନ୍ତ୍ରୀ । ପୂର୍ବରୁ ସେ ୱାଇ ଏସ୍ ରାଜଶେଖର ରେଡ୍ଡୀଙ୍କ ମନ୍ତ୍ରୀ ମଣ୍ଡଳରେ ଥିଲେ ।

ରାଜନୈତିକ ଜୀବନ

[ସମ୍ପାଦନା]

ସବିଥା ଇନ୍ଦ୍ର ରେଡ୍ଡୀ ପୂର୍ବରୁ ସରକାରରେ ଖଣି ଓ ଭୂତ‌ତ୍ତ୍ୱ ବିଭାଗରେ ଥିଲେ । ସେ ଆନ୍ଧ୍ରପ୍ରଦେଶର ପ୍ରଥମ ମହିଳା ଗୃହମନ୍ତ୍ରୀ ।[]

  1. "Sabitha, first A.P. woman Home Minister". The Hindu. 27 May 2009. Archived from the original on 10 November 2012. Retrieved 14 April 2018.