ବିଦୂଷୀ ଦାସ ବାର୍ଦେ

ଉଇକିପିଡ଼ିଆ‌ରୁ
ବିଦୂଷୀ ଦାସ ବାର୍ଦେ
Born
ବିଦୂଷୀ ଦାସ

c. ୧୯୮୯
Diedଅକ୍ଟୋବର ୨୦୧୨ (୨୩ ବର୍ଷ)
ମୁମ୍ବାଇ, ଭାରତ
Nationalityଭାରତୀୟ
Other namesଲିଚି, ବିଡି, ବିଦୁ
Occupation(s)ଅଭିନେତ୍ରୀ, ମଡ଼େଲ୍
Years active୨୦୦୮- ୨୦୧୨
Known forଗାୟିକା ଓ ନର୍ତ୍ତକୀ
Partnerକେଦାର ବାର୍ଦେ

ବିଦୂଷୀ ଦାସ ବାର୍ଦେ (c. ୧୯୮୯- ଅକ୍ଟୋବର ୨୦୧୨) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଓ ମୁମ୍ବାଇରେ ଜଣେ ମଡ଼େଲ୍ ଥିଲେ[୧] । ସେ ୨୦୦୬ରେ ମିସ୍ ଚେନ୍ନାଇ ସୁନ୍ଦରୀ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ୍ ହୋଇଥିଲେ । ସେ କେତେକ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ଯାହା ମଧ୍ଧ୍ୟରେ ରହିଛି ୨୦୦୬ର ଅପରାଧପ୍ରବଣ ଚଳଚ୍ଚିତ୍ର ବେଟ୍ଟାଇୟାଡୁ ଭିଲାଉୟାଡୁଆଧାର ଭୁଲ: ଅବୈଧ <ref> ଟ୍ୟାଗ; କୌଣସି ମଧ୍ୟ ବିଷୟବସ୍ତୁ ନଥିବା ଆଧାରର ଏକ ନାମ ଥିବା ଲୋଡ଼ା

ମୃତ୍ୟୁ[ସମ୍ପାଦନା]

ସେ ୨୨ ଅକ୍ଟୋବର ୨୦୧୨ରେ ନିଜ ଅନ୍ଧେରୀ ୱେଷ୍ଟ୍ ଆପାର୍ଟମେଣ୍ଟରେ ମୃତ ଅବସ୍ଥାରେ ମିଳିଥିଲେ । ଅଧିକ ରକ୍ତ ବୋହିବା ତାଙ୍କ ମୃତ୍ୟୁର କାରଣ ଥିଲେ, ଯାହା ହତ୍ୟା ବୋଲି ସୂଚାଇଥିଲା ।[୨][୩] ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ରାତି ୯ଟା ବେଳେ ଧଳା ସାର୍ଟ ପିନ୍ଧିଥିବା ଏକ ବ୍ୟକ୍ତିକୁ ପୀଡ଼ିତାଙ୍କ ଘରୁ ବାହାରିବାର ଦେଖାଯାଇଥିଲା, ଯାହାକୁ ଲକ୍ଷ୍ୟ କରି ଆରକ୍ଷୀ ତା'ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲା । ପ୍ରାଥମିକ ଅବସ୍ଥାରେ ଏହାକୁ ଏକ ଦୁର୍ଘଟଣା ମନେ କରାଯାଉଥିଲେ ମଧ୍ୟ ଶରୀରରେ ଥିବା ଛୁରାର ଚିହ୍ନ ପାଇଁ ହତ୍ୟା ବୋଲି ମାନି ତଦନ୍ତ ହୋଇଥିଲା[୪]

ଆଧାର[ସମ୍ପାଦନା]

  1. [୧]|BIDUSHI DASH BARDE BIOGRAPHY
  2. "Former beauty queen, Bidushi Dash Barde, found dead in Andheri flat". Hindustan Times. 24 ଅକ୍ଟୋବର 2012. Archived from the original on 26 ଅକ୍ଟୋବର 2012. Retrieved 25 ଅକ୍ଟୋବର 2012.
  3. "Former city beauty queen found dead in Mumbai". The Times of India. 2012-10-25. Archived from the original on 2013-10-29. Retrieved 2012-10-25.
  4. [www.news18.com/news/india/bidushi-was-undergoing-psychiatric-treatment-police-518454.html]|Bidushi was undergoing psychiatric treatment: Police