କରନେଲିଆ ସୋରାବଜୀ

ଉଇକିପିଡ଼ିଆ‌ରୁ
କରନେଲିଆ ସୋରାବଜୀ
ଫାଇଲ:Cornelia Sorabji (1866–1954).jpg
Born(1866-11-15)୧୫ ନଭେମ୍ବର ୧୮୬୬
Died୬ ଜୁଲାଇ ୧୯୫୪(1954-07-06) (ବୟସ ୮୭)
ଲଣ୍ଡନ, ଯୁକ୍ତରାଜ୍ୟ
Alma materବମ୍ବେ ବିଶ୍ୱବିଦ୍ୟାଳୟ
ସୋମରଭିଲ୍ ମହାବିଦ୍ୟାଳୟ, ଅକ୍ସବ୍ରିଜ୍
Occupation(s)ଆଇନଜ୍ଞ, ସମାଜ ସୁଧାରକ, ଲେଖିକା

କରନେଲିଆ ସୋରାବଜୀ (୧୫ ନଭେମ୍ବର ୧୮୬୬ - ୬ ଜୁଲାଇ ୧୯୫୪), ବମ୍ବେ ବିଶ୍ୱବିଦ୍ୟାଳୟର ପ୍ରଥମ ଭାରତୀୟ ମହିଳା ସ୍ନାତ୍ତକୋତ୍ତର ଓ ଅକ୍ସ୍‌ଫୋର୍ଡ୍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା ଆଇନ୍ ଛାତ୍ରୀ ।[୧] (ଯେ କୌଣସି ବ୍ରିଟିଶ୍ ବିଶ୍ୱବିଦ୍ୟାଳୟରେ ପଢ଼ିଥିବା ପ୍ରଥମ ଭାରତୀୟ)[୨], ଭାରତର ପ୍ରଥମ ମହିଳା ଆଇନଜ୍ଞ,[୩] ଓ ଭାରତ ଓ ବ୍ରିଟେନ୍‌ରେ ଆଇନ୍ ଅଭ୍ୟାସ କରିଥିବା ପ୍ରଥମ ମହିଳା ।

ଆଧାର[ସମ୍ପାଦନା]

  1. First lady – Moneylife Archived 27 May 2014 at Wikiwix
  2. "University strengthens ties with India". Cherwell. 13 ଡିସେମ୍ବର 2012. Archived from the original on 16 ଡିସେମ୍ବର 2012.
  3. S. B. Bhattacherje (2009). Encyclopaedia of Indian Events & Dates. Sterling Publishers. p. A-118. ISBN 9788120740747. Archived from the original on 27 ମାର୍ଚ୍ଚ 2018.