ରିତା ଫାରିୟା
ଦେଖଣା
ରେଇଟା ଫାରିଆ | |
|---|---|
୧୯୬୬ରେ ମିସ୍ ୱାର୍ଲ୍ଡ୍ ଜିତିବା ଅବସରରେ ରେଇଟା ଫାରିଆ | |
| ଜନ୍ମ | ୨୩ ଅଗଷ୍ଟ ୧୯୪୩ |
| ବୃତ୍ତି(ସମୂହ) | ମଡ଼େଲ୍, ଡାକ୍ତର |
| ସକ୍ରିୟ ବର୍ଷ | ୧୯୬୬ - ୧୯୮୦ |
| ଉଚ୍ଚତା | ୧.୭୩ m (୫ ft 8 in) |
| Title | ମିସ୍ ବମ୍ବେ ୧୯୬୬ ଇଭସ୍ ୱିକଲି ମିସ୍ ଇଣ୍ଜିଆ, ୧୯୬୬ ମିସ୍ ୱାର୍ଲ୍ଡ୍ ୧୯୬୬ |
| ବୈବାହିକ-ସାଥୀ | ଡଃ ଜେଭିଡ୍ ପାୱେଲ୍ (ବି.୧୯୭୧) |
| Beauty pageant titleholder | |
| Major competition(s) | ମିସ୍ ବମ୍ବେ ୧୯୬୬ (ବିଜେତା) ଇଭସ୍ ୱିକଲି ମିସ୍ ଇଣ୍ଜିଆ (ବିଜେତା) ମିସ୍ ୱାର୍ଲ୍ଡ୍ ୧୯୬୬ (ବିଜେତା) (ବେଷ୍ଟ୍ ଇନ୍ ଇଭିନିଂ ଉଇଅର୍) |
ରେଇତା ଫାରିଆ ପାୱେଲ୍[୧] (ଜନ୍ମ ଅଗଷ୍ଟ ୨୩, ୧୯୪୩)[୨] ଯେ ମୁମ୍ବାଇରେ ଗୋଆ ପରିବାରରେ ଜନ୍ମ ହୋଇଥିଲେ ଜଣେ ଭାରତୀୟ ମଡ଼େଲ୍, ଡାକ୍ତର, ସୁନ୍ଦରୀ ପ୍ରତିଯୋଗିତା ବିଜୟିନୀ । ସେ ପ୍ରଥମ ଏସୀୟ ଭାବେ ମିସ୍ ୱାର୍ଲ୍ଡ୍ ସୁନ୍ଦରୀ ପ୍ରତିଯୋଗିତା ଜିତିଥିଲେ । ସେ ମଧ୍ୟ ପ୍ରଥମ ଡାକ୍ତର ଭାବେ ମୁସ୍ ୱାର୍ଲ୍ଡ୍ ଫାଇନାଲ୍ ପର୍ଯ୍ୟାୟକୁ ଉତ୍ତାର୍ଣ୍ଣ ହୋଇଥିଲେ ।