ରିତା ଫାରିୟା

ଉଇକିପିଡ଼ିଆ ରୁ
Jump to navigation Jump to search
ରେଇଟା ଫାରିଆ
ଜନ୍ମ ଓ ଜନ୍ମସ୍ଥାନଅଗଷ୍ଟ ୨୩, ୧୯୪୩ (1943-08-23) (୭୫ ବର୍ଷ)
ଜୀବିକାମଡ଼େଲ୍, ଡାକ୍ତର
କାର୍ଯ୍ୟକାଳ୧୯୬୬ - ୧୯୮୦
ଉଚ୍ଚତା୧.୭୩ m (୫ ft 8 in)
ଶୀର୍ଷକମିସ୍ ବମ୍ବେ ୧୯୬୬
ଇଭସ୍ ୱିକଲି ମିସ୍ ଇଣ୍ଜିଆ, ୧୯୬୬
ମିସ୍ ୱାର୍ଲ୍ଡ୍ ୧୯୬୬
ଜୀବନସାଥିଡଃ ଜେଭିଡ୍ ପାୱେଲ୍ (ବି.୧୯୭୧)
Beauty pageant titleholder
Major
competition(s)
ମିସ୍ ବମ୍ବେ ୧୯୬୬
(ବିଜେତା)
ଇଭସ୍ ୱିକଲି ମିସ୍ ଇଣ୍ଜିଆ
(ବିଜେତା)
ମିସ୍ ୱାର୍ଲ୍ଡ୍ ୧୯୬୬
(ବିଜେତା)
(ବେଷ୍ଟ୍ ଇନ୍ ଇଭିନିଂ ଉଇଅର୍)


ରେଇତା ଫାରିଆ ପାୱେଲ୍[୧] (ଜନ୍ମ ଅଗଷ୍ଟ ୨୩, ୧୯୪୩)[୨] ଯେ ମୁମ୍ବାଇରେ ଗୋଆ ପରିବାରରେ ଜନ୍ମ ହୋଇଥିଲେ ଜଣେ ଭାରତୀୟ ମଡ଼େଲ୍, ଡାକ୍ତର, ସୁନ୍ଦରୀ ପ୍ରତିଯୋଗିତା ବିଜୟିନୀ । ସେ ପ୍ରଥମ ଏସୀୟ ଭାବେ ମିସ୍ ୱାର୍ଲ୍ଡ୍ ସୁନ୍ଦରୀ ପ୍ରତିଯୋଗିତା ଜିତିଥିଲେ । ସେ ମଧ୍ୟ ପ୍ରଥମ ଡାକ୍ତର ଭାବେ ମୁସ୍ ୱାର୍ଲ୍ଡ୍ ଫାଇନାଲ୍ ପର୍ଯ୍ୟାୟକୁ ଉତ୍ତାର୍ଣ୍ଣ ହୋଇଥିଲେ ।

ଆଧାର[ସମ୍ପାଦନା]

Sources[ସମ୍ପାଦନା]