ବ୍ୟବହାରକାରୀ:Abha S Pradhan
| ଆଭା ପ୍ରଧାନ | |
|---|---|
| — Wikipedian — | |
![]() | |
| Name | User:Abha S Pradhan |
| Born | ୨ ଡିସେମ୍ବର ୧୯୯୨ ପୁରୀ (ଶ୍ରୀକ୍ଷେତ୍ର) |
| Name in real life | ଆଭା ପ୍ରଧାନ (Abha Pradhan) |
| Nationality | ଭାରତୀୟ |
| Country | |
| Current location | ଭୁବନେଶ୍ୱର |
| Languages | ଓଡିଆ ସଂସ୍କୃତ ଇଂରାଜୀ |
| Time zone | Indian standard time (UTC+5:30 hours) |
| Current time | Current UTC+5:30 is ୦୫:୫୪ |
| Height | 5 ft 1 in (155 cm) |
| Weight | 47 kg (104 lb; 7 st 6 lb) |
| Hair | କଳା |
| Handedness | ଡାହାଣ ହାତି |
| Blood type | O+ |
| Sexuality | ମହିଳା |
| Personality type | ଏକୁଟିଆ ରହିବାକୁ ପସନ୍ଦ କରୁଥିବା ମଣିଷ |
| Family and friends | |
| Marital status | ଅବିବାହିତା |
| Pets | √ଲକି (ନେଉଳ) |
| Education and employment | |
| Occupation | ପଦାର୍ଥ ବିଜ୍ଞାନୀ |
| Employer | ସ୍ଵନିଯୁକ୍ତ |
| Education | ସ୍ନାତକ (ପଦାର୍ଥ ବିଜ୍ଞାନ) |
| Primary school | ସାରସ୍ଵତ ବିଦ୍ୟା ନିକେତନ, ପୁରୀ |
| Intermediate school | ଆଚାର୍ଯ୍ୟ ହରିହର ବିଦ୍ୟା ନିକେତନ, ପୁରୀ |
| High school | ବିଶ୍ଵମ୍ଭର ବିଦ୍ୟାପୀଠ, ପୁରୀ |
| College | ସାମନ୍ତ ଚନ୍ଦ୍ର ଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ, ପୁରୀ |
| University | ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ଵବିଦ୍ୟାଳୟ |
| Hobbies, favourites and beliefs | |
| Hobbies | ମୁଦ୍ରା ଓ ଡାକଟିକଟ ସଂଗ୍ରହ |
| Religion | ମାନବିକତା |
| Movies | ଅକ୍ଟୋବର ସ୍କାଏ ଉଡାନ ଶେଷ ଶ୍ରାବଣ |
| Books | ଯାଜ୍ଞସେନୀ ଅମାବାସ୍ୟାର ଚନ୍ଦ୍ର ଓ୍ଵିଙ୍ଗସ୍ ଅଫ୍ ଫାୟାର୍ |
| Interests | |
ଦୁଃସାହସିକ କ୍ରୀଡା | |
| Contact info | |
| abhapradhan02@gmail.com | |
| Skype | abha_pradhan |
| www.facebook.com/abhapradhan02 | |
| twitter.com/abha_pradhan | |
| Account statistics | |
| Joined | ୧୧ ଜାନୁଆରୀ ୨୦୧୬ |
| First edit | ୨୯ ଜାନୁଆରୀ ୨୦୧୬ |
| Signature | Abha Pradhan (talk) |
| More about me | |
| like | ବର୍ଷାରେ ଭିଜିବାକୁ |
| dream place | ଆଇସ୍ଲ୍ୟାଣ୍ଡ୍ |
| dream scene | ଚତୁଃପାର୍ଶ୍ଵରେ ସୂର୍ଯ୍ୟର କନକ କିରଣର ସ୍ପର୍ଶରେ ହସୁଥିବା ଫୁଲ ଭର୍ତ୍ତି କୃଷ୍ଣଚୂଡା ଗଛର ସମ୍ଭାର ଝରଣା ନିକଟରେ ଚନ୍ଦ୍ରର ଶୀତଳ ଜ୍ୟୋତ୍ସ୍ନା ବିଧୌତ ରଜନୀ |
| close to my heart | ଶ୍ରୀମତୀ ସସ୍ମିତା ଶତପଥୀ |
| deaest one | ଜଗନ୍ନାଥ |
| favourite person | ଶ୍ରୀମତୀ ସସ୍ମିତା ଶତପଥୀ |
| ideal person | ଡଃ ଏ ପି ଜେ ଅବଦୁଲ କଲାମ |
ଆଭା ପ୍ରଧାନ
ଘନ ଅନ୍ଧକାରରେ ମଧ୍ୟ ସର୍ବଦା ଆଲୋକର ରଶ୍ମି ଲାଭ କରିବା ପାଇଁ ପ୍ରୟାସ କରିବା ଉଚିତ୍ ।
ଜୟ ଜଗନ୍ନାଥ ।
ଶ୍ରୀକ୍ଷେତ୍ର ଜନ୍ମିତ ମୁଁ ଆଭା ପ୍ରଧାନ । ଜଣେ ଓଡ଼ିଆ ଭାବେ ମୁଁ ଗର୍ବିତ ।
ମୋ ଜୀବନର ସଫଳତା ମୋ ଗୁରୁ ଶ୍ରୀମତୀ ସସ୍ମିତା ଶତପଥୀ, ଯିଏ ମୋତେ ଦ୍ଵିତୀୟ ଥର ପାଇଁ ଜନ୍ମ ଦେଇଛନ୍ତି ଏବଂ ପ୍ରିୟ ଜଗନ୍ନାଥଙ୍କ ଆଶୀର୍ବାଦ ।
ଧନ୍ୟବାଦ ।
ମୋ ବିଷୟରେ
[ସମ୍ପାଦନା]ପଢ଼ିବା ଓ ପଢ଼ାଇବା ମୋ ନିଶା । ଏତଦ୍ବ୍ୟତୀତ ଗଳ୍ପ ତଥା ଗୀତ ଲେଖିବା, ଚିତ୍ର କରିବା ତଥା ବଂଶୀ ବାଦନ ସହ ମୁଁ ଜଡ଼ିତ । ଭ୍ରମଣ କରିବା ମୋ ଜୀବନ କହିଲେ ଭୁଲ୍ ହେବ ନାହିଁ । ବେଳେବେଳେ ଖିଆଲି ମନକୁ ଆସୁଥିବା ଭାବନାକୁ ଲେଖାର ରୂପ ଦେବା ପାଇଁ ଚେଷ୍ଟା କରେ । ଏହା ସମ୍ବନ୍ଧରେ ସମସ୍ତ ତଥ୍ୟ imabha ୱେବ୍ସାଇଟ୍ରେ ଦେଖିପାରିବେ । ପାଠାପଢା ଉଦ୍ଦେଶ୍ୟରେ ମୁଁ myeduphilic ନାମରେ ଏକ ୱେବ୍ସାଇଟ୍ ମଧ୍ଧ୍ୟ କରିଛି । ମୋ ସହ ଯୋଗାଯୋଗ କରନ୍ତୁ: facebook, twitter
ମୋ କାର୍ଯ୍ୟ ସମ୍ବନ୍ଧରେ = ଜ୍ଞାନର ପ୍ରସାର ମାଧ୍ୟମରେ ପୃଥିବୀକୁ ଶତ ପ୍ରତିଶତ ଶିକ୍ଷିତ ହେବାର ସଫଳତା ପାଇବା ପାଇଁ, ସହାୟତା ପ୍ରଦାନ କରୁଛି । ଲକ୍ଷ୍ୟ = ଏକ ଉନ୍ନତ ଭାରତବର୍ଷରେ ବଞ୍ଛିବା ।
ମୋ ଜୀବନର ତିନୋଟି ଅମୂଲ୍ୟ ରତ୍ନ
[ସମ୍ପାଦନା]
ଗୁରୁ ସସ୍ମିତା ଶତପଥୀ
[ସମ୍ପାଦନା]ଆହେ ଧମ ନିଦିବ୍ୟାନି ତସ୍ତୁ
ବେଦାହମେଦଂ ପରୁଷଂ ମହନ୍ତମ୍
ଆଦିତ୍ୟବର୍ଣ୍ଣଂ ତମସା ପରସ୍ତାତ୍
ତ୍ୱମେବ ବିଦିତ୍ୱା ଅତିମୃତ୍ୟୁମେତି
ନାନ୍ୟଃ ପନ୍ଥା ବିଦ୍ୟତେ ଅୟନାୟ ।।"
- ଶ୍ରୀକ୍ଷେତ୍ରକନ୍ୟା ଓ.ଏଫ୍.ଏସ୍ ସସ୍ମିତା ଶତପଥୀ ଏକାଧାରରେ ଜଣେ ଶିକ୍ଷୟିତ୍ରୀ ଓ ଲେଖିକା ।
- ତାଙ୍କ ବିଦ୍ୟାର୍ଥୀ ଜୀବନ ପୁରୀ ସହରର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ବ୍ଲେସଡ୍ ସାକ୍ରାମେଣ୍ଟ୍ ହାଇସ୍କୁଲ୍ରୁ ଆରମ୍ଭ ହୋଇଥିଲା । ପରେ ସେ ସାମନ୍ତ ଚନ୍ଦ୍ର ଶେଖର କନିଷ୍ଠ ମହାବିଦ୍ୟାଳୟ, ପୁରୀରୁ +୨ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟ, ପୁରୀରୁ ଉଦ୍ଭିଦ ବିଜ୍ଞାନ ସମ୍ମାନରେ ସ୍ନାତକ ଶିକ୍ଷାଲାଭ କରିଥିଲେ । ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର ଓ ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନରୁ ବି.ଇଡି ଲାଭ କରିଥିଲେ ।
- ଏହାପରେ ଆରମ୍ଭ ହୋଇଥିଲା ତାଙ୍କ କର୍ମମୟ ଜୀବନ । ଶିକ୍ଷୟିତ୍ରୀ ଭାବେ ସେ ତାଙ୍କର ପ୍ରିୟ ବିଦ୍ୟାଳୟ ବ୍ଲେସଡ୍ ସାକ୍ରାମେଣ୍ଟ୍ ହାଇସ୍କୁଲ୍ରେ ଯୋଗଦାନ କରିଥିଲେ । ଦୀର୍ଘ ୧୪ ବର୍ଷର ପେଶାଗତ ଶିକ୍ଷୟିତ୍ରୀ ଜୀବନରେ ସେ ବହୁ ଛାତ୍ରୀଛାତ୍ରଙ୍କୁ ମଣିଷ କରିଛନ୍ତି । ପୁରୀ ସହରର ପ୍ରତିଟି କୋଣ ଅନୁକୋଣରେ ସେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ପରିଚିତା । ଓଡ଼ିଶା ପ୍ରଶାସନିକ ସେବା-୨୦୧୧ ଅଧୀନରେ ସେ ଓଡ଼ିଶା ଆୟକର ବିଭାଗରେ ୨୦୧୬ ମସିହାରେ ନିଯୁକ୍ତି ପାଇଛନ୍ତି । ତେବେ ଏହାପରେ ମଧ୍ୟ ସେ ତାଙ୍କର ପ୍ରିୟ ବିଦ୍ୟାଦାନ ନିଶାକୁ ଜାରି ରଖିଛନ୍ତି ।
- ଏତଦ୍ବ୍ୟତୀତ ସେ ମାସିକ କଥା ପତ୍ରିକାରେ ନିଜ ଛଦ୍ମ ନାମରେ ଜଣେ ସୁପରିଚିତା ଲେଖିକା ମଧ୍ୟ ।
- ମଣିଷ ଜୀବନ ସର୍ବଦା ସଂଘର୍ଷମୟ । ମାତ୍ର ତାକୁ ସଫଳତାର ସହ ପ୍ରତିହତ କରି କିପରି ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବାକୁ ହୁଏ, ତାହା ତାଙ୍କ ଜୀବନରୁ ଶିଖିବାକୁ ମିଳେ । ବ୍ୟକ୍ତିଗତ ଜୀବନର ପ୍ରତିଟି ଭୂମିକାକୁ ସେ ସୂଚାରୁ ରୂପେ ପାଳନ କରି ଆସିଛନ୍ତି । ଏ ମାଟି ତା' ଝିଅ ପାଇଁ ଗର୍ବିତ ।
ଆପଣଙ୍କୁ ଗୁରୁ ଭାବେ ପାଇବା ମୋ ଜୀବନର ସବୁଠାରୁ ବଡ ସଫଳତା । +୨ରେ ଯୋଗ୍ୟତା ଥିବା ସତ୍ତ୍ୱେ ବେସିକ୍ ସାଇନ୍ସ୍ କଲେଜରେ ପଢ଼ି ନ ପାରିବା ମୋତେ ସାମୟିକ ଭାବେ ଦୁଃଖ ଦେଇଥିଲେ ମଧ୍ୟ, ପରୋକ୍ଷରେ ଆପଣଙ୍କ ଛାତ୍ରୀ କରାଇ ଜୀବନର ଶ୍ରେଷ୍ଠ ସୁଖ ପ୍ରଦାନ କରିଛି । ସମୟ ଓ ସମାଜ ଭବିଷ୍ୟତରେ କେଉଁ ପରିଚୟ ଦେବ ତାହା ମୂଲ୍ୟହୀନ । ଆପଣଙ୍କର ଛାତ୍ରୀ ହେବା ହିଁ ମୋର ସର୍ବଶ୍ରେଷ୍ଠ ପରିଚୟ ।
ପ୍ରିୟ ଜଗନ୍ନାଥ
[ସମ୍ପାଦନା]ସର୍ବାଳଙ୍କାର ଯୁକ୍ତଂ ନବଘନ ରୁଚିରଂ, ସଂଯୁକ୍ତଂ ଚାଗ୍ରଜେନ
ଭଦ୍ରାୟାଃ ବାମ୍ଭାଗେ ରଥଚରଣ ଯୁତଂ, ବ୍ରହ୍ମାରୁଦ୍ରେନ୍ଦ୍ର ବନ୍ଦ୍ୟମ୍
ଦେବାନାଂ ସାରମେଶଂ ସ୍ୱଜନ ପରିବୃତଂ, ବ୍ରହ୍ମଦାରୁ ନମାମି ।।"
ଡ଼ଃ ଏ.ପି.ଜେ ଅବଦୁଲ କଲାମ
[ସମ୍ପାଦନା]ଉଇକିପିଡ଼ିଆରେ ସମ୍ପାଦନା
[ସମ୍ପାଦନା]ମୋତେ ମୋ ମାତୃଭାଷା ଓଡ଼ିଆର ଉନ୍ନତି ପାଇଁ କିଛି କରିବାକୁ ସୁଯୋଗ ଦେଇଥିବାରୁ ମୁଁ ଉଇକିପିଡ଼ିଆକୁ ଧନ୍ୟବାଦ ଜଣାଉଛି ।
- ଓଡ଼ିଆ ଉଇକିପିଡ଼ିଆରେ ମୋର ଅବଦାନ ଏଠାରେ ଦେଖନ୍ତୁ ।
- ଇଂରାଜୀ ଉଇକିପିଡ଼ିଆରେ ମୋର ଅବଦାନ ଏଠାରେ ଦେଖନ୍ତୁ ।
- ହିନ୍ଦୀ ଉଇକିପିଡ଼ିଆରେ ମୋର ଅବଦାନ ଏଠାରେ ଦେଖନ୍ତୁ ।
- ମୋର ଫଟୋ ଅବଦାନ ପାଇଁ ଏଠାରେ ଦେଖନ୍ତୁ ।
| ବାବେଲ ଇଉଜର ତଥ୍ୟ | ||
|---|---|---|
| ||
| ଭାଷା ଅନୁସାରେ ସଭ୍ୟ |
| ଏହି ବ୍ୟବହାରକାରୀଙ୍କର ପଞ୍ଜାବ ଗଣ-ସମ୍ପାଦନା ପାଇଁ ଅବଦାନ ରହିଛି । |
| This user participated in the #100wikidays challenge. |
| ଏହି ବ୍ୟବହାରକାରୀଙ୍କର ଉଇକିପ୍ରକଳ୍ପ ମହିଳା ପାଇଁ ଅବଦାନ ରହିଛି |
| ଏହି ବ୍ୟବହାରକାରୀଙ୍କର ଉଇକିପ୍ରକଳ୍ପ ଖେଳ ପାଇଁ ଅବଦାନ ରହିଛି |
| ଏହି ବ୍ୟବହାରକାରୀଙ୍କର ଉଇକିପ୍ରକଳ୍ପ ବନ୍ଧୁକଚାଳନା ପାଇଁ ଅବଦାନ ରହିଛି |
