ଅଞ୍ଜଳି ଗୁପ୍ତା
ଦେଖଣା
ଅଞ୍ଜଳି ଗୁପ୍ତା | |
---|---|
ଫାଇଲ:Anjali Gupta IAF.jpg | |
ଜନ୍ମ | 1975/1976 (age ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର ।–ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର ।) |
ମୃତ୍ୟୁ | ୧୧ ସେପ୍ଟେମ୍ବର ୨୦୧୧ ଭୋପାଳ, ମଧ୍ୟପ୍ରଦେଶ |
ନିଯୁକ୍ତିଦାତା | ଭାରତ |
କାର୍ଯ୍ୟକାଳ | ୨୦୦୧-୨୦୦୬ |
ପଦବୀ | ଫ୍ଲାଇଙ୍ଗ୍ ଅଫିସର୍ |
ସେନା ବିଭାଗ | Aircraft Systems and Testing Establishment |
Military career |
ଫ୍ଲାଇଙ୍ଗ୍ ଅଫିସର୍ ଅଞ୍ଜଳି ଗୁପ୍ତା, ଭାରତୀୟ ଆକାଶ ବାହିନୀର ଜଣେ ଅଧିକାରୀ । ସେ କୋର୍ଟ୍ ମାର୍ସାଲ୍ ହେବାରେ ପ୍ରଥମ ଭାରତୀୟ ମହିଳା ।[୧] ସେ ବାଙ୍ଗାଲୋରରେ ଥିବା ଏୟାର୍କ୍ରାଫ୍ଟ୍ ସିଷ୍ଟମ୍ ଏଣ୍ଡ୍ ଟେଷ୍ଟିଂ ଏଷ୍ଟାବ୍ଲିସ୍ମେଣ୍ଟ୍ରେ କାର୍ଯ୍ୟରତ ଥିଲେ ।[୨] ସେ ଜଣେ ବିଦ୍ୟାଳୟ ଶିକ୍ଷୟିତ୍ରୀ ଓ ବ୍ୟାଙ୍କ୍ ଅଫିସର୍ଙ୍କ ଦ୍ୱିତୀୟ ଝିଅ । ସେ ଦିଲ୍ଲୀ ବଶ୍ୱବିଦ୍ୟାଳୟରୁ ସୋସିଓଲୋଜିରେ ଏମ୍ଫିଲ୍ ଅର୍ଜନ କରି ପ୍ରଥମେ ୨୦୦୧ରେ ବେଲ୍ଗାମ୍ରେ ଚାକିରୀ ଆରମ୍ଭ କରିଥିଲେ ।[୩] [୪]
ଆହାର
[ସମ୍ପାଦନା]- ↑ "Court martial for air force woman". BBC. 25 ଅପ୍ରେଲ 2005. Retrieved 14 ସେପ୍ଟେମ୍ବର 2011.
- ↑ "IAF inquiry into Gupta case". rediff NEWS. 28 ଅପ୍ରେଲ 2005. Retrieved 13 ସେପ୍ଟେମ୍ବର 2011.
- ↑ "Air force fires prickly Anjali- Cloud remains over court martial". The Telegraph. 9 ଡିସେମ୍ବର 2005. Retrieved 10 ଡିସେମ୍ବର 2011.
- ↑ "IAF Anjali Gupta: The woman who rocked the Indian Air Force". rediff NEWS. 8 ଡିସେମ୍ବର 2005. Retrieved 13 ସେପ୍ଟେମ୍ବର 2011.