ଅନୀତା ଗୋଏଲ୍
ଦେଖଣା
ଅନୀତା ଗୋଏଲ୍ | |
---|---|
ଜନ୍ମ | ଓର୍ସେଷ୍ଟର୍, ମାସାଚୁସେଟ୍ସ, ଯୁକ୍ତରାଷ୍ଟ୍ର ଆମେରିକା |
ଜାତୀୟତା | ଆମେରିକୀୟ |
ଶିକ୍ଷାନୁଷ୍ଠାନ | ହାଭାର୍ଡ୍ ବିଶ୍ୱବିଦ୍ୟାଳୟ ଏମ୍ଆଇଟି ଷ୍ଟାନ୍ଫୋର୍ଡ୍ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ମଲିକୁଲାର୍ ମୋଟର୍ସ ନାନୋବାୟୋଫିଜିକ୍ସ୍ ନାନୋ ପ୍ରଯୁକ୍ତିବିଦ୍ୟା |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ପଦାର୍ଥ ବିଜ୍ଞନୀ ଡାକ୍ତର |
କର୍ମାନୁଷ୍ଠାନ | ହାଭାର୍ଡ୍ ବିଶ୍ୱବିଦ୍ୟାଳୟ |
ଡକ୍ଟରୀ ଉପଦେଷ୍ଟା | ଡୁଡ଼୍ଲି ରବର୍ଟ୍ ହର୍ସ୍ବାଚ୍ |
ଅନୀତା ଗୋଏଲ୍ (Hindi: अनीता गोयल) ଯୁକ୍ତରାଷ୍ଟ୍ରରେ ଜଣେ ପଦାର୍ଥବିଜ୍ଞାନୀ ଓ ଡାକ୍ତର । ଡିଏନ୍ଏ ବିଷୟରେ ପଢ଼ିବା, ଲେଖିବା ଛଡା ନାନୋ ବାୟୋଫିଜିକ୍ସ୍, ମୁଖ୍ୟତଃ ମୋଲିକୁଲାର୍ସ ମୋଟର୍ ପାଇଁ ସେ ପୃଥିବୀରେ ଜଣାଶୁଣା ।
ଶିକ୍ଷା
[ସମ୍ପାଦନା]ଗୋଏଲ୍ ହାଭାର୍ଡ୍ ବିଶ୍ୱବିଦ୍ୟାଳୟରୁ ପଦାର୍ଥବିଜ୍ଞାନରେ ପିଏଚ୍ଡି କରିଥିଲେ, ଯେଉଁଠାରେ ସେ ନୋବେଲ୍ ବିଜେତା ଡୁଡ଼୍ଲି ଅର୍ ହର୍ସ୍ବାଚ୍ଙ୍କଦ୍ୱାରା ପରିଚାଳିତ ହୋଇଥିଲେ । ତାଙ୍କର ଥେସିସ୍ର ନାଁ ଥିଲା, ସିଙ୍ଗଲ୍ ମୋଲିକୁଲ୍ ଡାଇନାମିକ୍ସ ଅଫ୍ ମୋଟୋର୍ ଏନ୍ଜାଇମ୍ସ ଏଲଙ୍ଗ୍ ଡିଏନ୍ଏ । ସେ ଷ୍ଟାନ୍ଫୋର୍ଡ୍ ବିଶ୍ୱବିଦ୍ୟାଳୟରୁ ପଦାର୍ଥବିଜ୍ଞାନରେ ସ୍ନାତ୍ତକ ଅର୍ଜନ କରିଥିଲେ, ଯେଉଁଠାରେ ତାଙ୍କ ପରେମର୍ଶଦାତା ନୋବେଲ୍ ବିଜେତା ଷ୍ଟିଭେନ୍ ଚୁ ଥିଲେ । ସେ ମଧ୍ୟ ହାଭାର୍ଡ୍-ମାସାଚୁଏଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଡାକ୍ତରୀ ବିଦ୍ୟା ଶିକ୍ଷା କରିଥିଲେ ।[୧][୨][୩]
ନୋଟ୍ସ
[ସମ୍ପାଦନା]- ↑ "Archived copy". Archived from the original on 2014-09-04. Retrieved 2014-09-03.
{{cite web}}
: CS1 maint: archived copy as title (link) - ↑ "2005 Young Innovators Under 35". Technology Review. 2005. Retrieved August 15, 2011.
- ↑ Dr. Anita Goel - Studying DNA Using Physics
ବାହ୍ୟ ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ Anita Goel
ବାବଦରେ ମାଧ୍ୟମ ରହିଛି ।
- Nanobiosym Website
- Goel's Harvard homepage
- Goel's LinkedIn profile
- Goel at physics central
- Goel at US Senate hearing Archived 2016-03-03 at the Wayback Machine.
- Nanobiosym Website
- Forbes Article on Goel's Senate Testimony
- Goel's scientific article on molecular motors published in Nature Nanotechnology
- Lemelson MIT Inventors Archive
- Nanobiosym Chairman and CEO Speaks on Future of Personalized Medicine & Mobile Health
- Nanobiosym CEO Dr. Anita Goel and Former UK PM Tony Blair Tackle Global Challenges at Novartis Forum
ଶ୍ରେଣୀସମୂହ:
- ଆମେରିକାନ୍ ବାୟୋଫିଜିସିଷ୍ଟ୍
- American women scientists of Indian descent
- American physicists
- Harvard University alumni
- ଜୀବିତ ବ୍ୟକ୍ତି
- Indian women physicists
- Massachusetts Institute of Technology alumni
- Indian nanotechnologists
- Indian quantum physicists
- Stanford University alumni
- Year of birth missing (living people)
- 20th-century Indian physicists
- Indian biophysicists
- Indian women medical doctors
- 20th-century Indian women scientists