ଭାରତୀ ଖେର୍

ଉଇକିପିଡ଼ିଆ‌ରୁ
ଭାରତୀ ଖେର୍
ଜନ୍ମ୧୯୬୯
ଲଣ୍ଡନ
ପ୍ରଶିକ୍ଷଣନ୍ୟୁକ୍ୟାସେଲ୍ ପଲିଟେକନିକ୍

ଭାରତୀ ଖେର୍ (ଜନ୍ମ ୧୯୬୯) ଜଣେ ଭାରତୀୟ ସମସାମୟିକ କଳାକାର । ସେ ଜଣେ ଚିତ୍ରକାର ଓ ସ୍ଥପତି ମଧ୍ୟ । ସେ ତାଙ୍କ କାମରେ ଭାରତୀୟ ମହିଳା ଲଗାଉଥିବା ବିନ୍ଦିକୁ ପ୍ରାଧାନ୍ୟ ଦିଅନ୍ତି ।

ଆଦ୍ୟ ଜୀବନ[ସମ୍ପାଦନା]

ଖେର୍ ୧୯୬୯ରେ ଲଣ୍ଡନରେ ଜନ୍ମ ହୋଇଥିଲେ ।[୧] ସେ ଚିତ୍ରକଳା ପଢ଼ିଥିଲେ ଓ ୧୯୯୧ରେ ନ୍ୟୁକ୍ୟାସେଲ୍ ପଲିଟେକନିକରୁ ସ୍ନାତ୍ତକ ଅର୍ଜନ କରିଥିଲେ । ୨୩ ବର୍ଷରେ ସେ ନୂଆଦିଲ୍ଲୀ ଆସିଥିଲେ, ଯେଉଁଠାରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅଛନ୍ତି ।[୨][୩] ସେ ଭାରତୀୟ ସମସାମୟିକ କଳାକାର ସୁବୋଧ ଗୁପ୍ତାଙ୍କୁ ବିବାହ କରିଥିଲେ। ସେ ବିଭିନ୍ନ ପ୍ରକାରର ବିନ୍ଦି ଓ କାନ୍ଥରେ ଓହଳା ଯାଇ ପାରୁଥିବା ପଶୁ ମୂର୍ତ୍ତି ତିଆରି କରନ୍ତି ।[୪]

ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Gallery, Saatchi. "Bharti Kher - Artist's Profile - The Saatchi Gallery". www.saatchigallery.com (in ଇଂରାଜୀ). Retrieved 2018-03-03.
  2. Bharti Kher, ARKEN Museum of Modern Art Archived 28 June 2014 at the Wayback Machine.
  3. Rastogi & Karode, Akansha & Roobina (2013). Seven Contemporaries. New Delhi: Kiran Nadar Museum of Art. pp. 76–95. ISBN 978-81-928037-2-2.
  4. "Asia Pacific Triennial online". Archived from the original on 2012-02-14. Retrieved 2018-03-09.