କୋମାର୍ରଜୁ ଆଟ୍ଚାମାମ୍ବା

ଉଇକିପିଡ଼ିଆ‌ରୁ
କୋମାର୍ରଜୁ ଆଟ୍ଚାମାମ୍ବା
MP
ପୂର୍ବ ଅଧିକାରୀହରିନ୍ଦ୍ରନାଥ ଚଟ୍ଟୋପାଧ୍ୟାୟ
ପର ଅଧିକାରୀକାନୁରୀ ଲକ୍ଷ୍ମଣ ରାଓ
ନିର୍ବାଚନ ମଣ୍ଡଳୀବିଜୟୱାଡା ଲୋକ ସଭା ମଣ୍ଡଳୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ୬ ସେପ୍ଟେମ୍ବର ୧୯୦୬
ଗୁଣ୍ଟୁର, ଭାରତ
ଜୀବନ ସାଥୀଭି ଭେଙ୍କଟରମଣ ଶାସ୍ତ୍ରୀ
ସନ୍ତାନ୧ ଝିଅ
ୱେବସାଇଟ[୧]

ଡଃ କୋମାର୍ରଜୁ ଆଟ୍ଚାମାମ୍ବା (ଜନ୍ମ ୬ ସେପ୍ଟେମ୍ବର ୧୯୦୬) ଜଣେ ଭାରତୀୟ ଆଇନଜ୍ଞ, ସ୍ତୀ ରୋଗ ବିଶେଷଜ୍ଞ, ପ୍ରସୂତି ବିଜ୍ଞାନୀ, ରାଜନୀତିଜ୍ଞ ଓ ପୂର୍ବତନ ରାଜ୍ୟସଭା ସଦସ୍ୟ ।

ଜୀବନୀ[ସମ୍ପାଦନା]

ସେ ତେଲୁଗୁ ଭାଷାରେ ପ୍ରସୂତି- ଶିଶୁ ପୋଷଣ ନାମରେ ଏକ ବହି ଲେଖିଥିଲେ, ଯାହାର ମୂଳଲକ୍ଷ୍ୟ ଥିଲା, ଶିଶୁମାନଙ୍କ ବିକାଶକୁ ନେଇ ଥିବା ପାରମ୍ପରିକ ଭୁଲ ଧାରଣାକୁ ଦୂର କରିବା । ସେ ମଧ୍ୟ ମହିଳାମାନଙ୍କ ପାଇଁ ମହିଳା ନାମରେ ଏକ ପତ୍ରିକା ପ୍ରକାଶନ କରିଥିଲେ ।[୧] ସେ ୧୯୪୦ରେ ଶ୍ରୀ ଭେଙ୍କଟରମଣ ଶାସ୍ତ୍ରୀଙ୍କୁ ବିବାହ କରିଥିଲେ ଓ ସେମାନଙ୍କର ତାନ୍ୟା ନାମକ ଏକ କନ୍ୟା ସନ୍ତାନ ଅଛି ।

୨୦୦୬ରେ ତାଙ୍କ ଜନ୍ମ ଶତ ବାର୍ଷିକୀ ହାଇଦ୍ରାବାଦଠାରେ ଅନୁଷ୍ଠିତ ହୋଇଥିଲା ।[୨]

ଆଧାର[ସମ୍ପାଦନା]

  1. Satyavathi, Kondaveeti (May 2009). "Hitha Suchani to Bhumika: Women's Magazines in Telugu" (PDF). Sparrow Newsletter. 61 (16–17): 3–4. Retrieved 15 October 2010.
  2. "In Hyderabad Today". The Hindu. 6 October 2006. Archived from the original on 26 March 2007. Retrieved 15 October 2010.

ବାହ୍ୟ ଆଧାର[ସମ୍ପାଦନା]