ଇନ୍ଦ୍ରାଣୀ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଇନ୍ଦ୍ରାଣୀ ପଟ୍ଟନାୟକ
ଜାତୀୟତାଭାରତୀୟ
ବୃତ୍ତିଖଣି ବ୍ୟବସାୟୀ

ଇନ୍ଦ୍ରାଣୀ ପଟ୍ଟନାୟକ ଓଡ଼ିଶାର ଜଣେ ସଫଳ ବ୍ୟବସାୟୀ । ସେ ଖଣି କାରବାର ସ‌ହ ଜଡ଼ିତ । ଆୟକର ବିଭାଗ ଅନୁସାରେ ସେ ୨୦୧୩-୧୪ରେ ବ୍ୟକ୍ତିଗତ ଭାବେ ଓଡ଼ିଶାର ସର୍ବାଧିକ ଟିକସଦାତା ଦେଇଥିଲେ ଯାହା ୧୬୫ କୋଟି ଟଙ୍କା ଥିଲା । ୨୦୧୨-୨୩ରେ ମଧ୍ଧ୍ୟ ସେ ୧୮୫ କୋଟି ଦେଇ ପ୍ରଥମ ସ୍ଥାନରେ ଥିଲେ ।[୧] ୨୦୧୧ ମସିହାରେ ଖଣି ଦୁର୍ନୀତି ମାମଲାରେ ପୂର୍ବନ ନ୍ୟାୟପାଳ ଏମ୍‌ବି ଶାହଙ୍କ ନେତୃତ୍ୱରେ ଶାହ କମିଶନ କେନ୍ଦୁଝରର ଯୋଡ଼ା ଖଣି ଅଞ୍ଚଳରେ ଥିବା ତାଙ୍କର ଚାରୋଟି ଲୁହା ଓ ମାଙ୍ଗାନିଜ୍ ଖଣି ପରିଦର୍ଶନ କରି ଅନିୟମିତ‌ତା ହୋଇଥିବା ଦର୍ଶାଇଥିଲେ ।[୨]

ଆଧାର[ସମ୍ପାଦନା]

  1. [୧], Indrani Patnaik tops taxpayers list again
  2. [୨] Archived 2018-01-29 at the Wayback Machine., Shah Commission visits illegal mining areas in Keonjhar